ମୃ-ତ୍ୟୁ-ବ-ର-ଣ କରିଥିବା ଲୋକପ୍ରିୟ ଓଡିଆ କଳାକାର, ସବୁଠୁ କମ୍ ବୟସରେ ପ୍ରାଣ ହରାଇଥିଲେ ଏହି କଳାକାର !

ବନ୍ଧୁଗଣ ଆମ ଓଲିଉଡ ଜଗତରେ 70ରୁ 80 ଦଶକ ମଧ୍ୟରେ ଏମିତି ଅନେକ କଳାକାର ଥିଲେ ଯିଏ କି ଆଉ ଏ ଦୁନିଆରେ ନାହାନ୍ତି । ଏହି ସବୁ ବରିଷ୍ଠ କଳାକାର ମାନେ ଖୁବ ଖ୍ଯାତି କମାଇଛନ୍ତି ଓଡିଆ ଜଗତରୁ । ସେମାନେ ନିଜର ଅଭିନୟ ମାଧ୍ୟମରେ ଦରତ୍ସକ ମାନଙ୍କ ହୃଦୟରେ ଆଜି ବି ରାଜ କରୁଛନ୍ତି । ତାଙ୍କର ନିଖୁଣ ଅଭିନୟ କୁ ଆଜି ବି ଦର୍ଶକେ ଝୁରୁଛନ୍ତି । ଆଜି ଆମେ ଆପଣଙ୍କୁ ସେମିତି କିଛି କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଆଉ ଏ ଦୁନିଆରେ ନାହାନ୍ତି । 

1- ଆମ ଲିଷ୍ଟର ପ୍ରଥମରେ ଅଛନ୍ତି ଅଭିନେତା ବିଜୟ ମହାନ୍ତି । ଏ ମହାନ କଳାକାର ଦିନେ ନାୟକ, ଖଳନାୟକ, ଭାଇ ଭୂମିକାରେ ମନୋରଞ୍ଜନ କରିଛନ୍ତି । କିନ୍ତୁ 20 ଜୁଲାଇ 2020ରେ ସେ ଏ ଦୁନିଆରୁ ବିଦାୟ ନେଇଛନ୍ତି । 

2- ଆମ ଲିଷ୍ଟର ଦ୍ବିତୀୟରେ ଅଛନ୍ତି ଅଭିନେତା ମିହିର ଦାସ । ସେ ଦର୍ଶକଙ୍କୁ ହସାଇଛନ୍ତି ଆଉ କନ୍ଦାଇଛନ୍ତି ମଧ୍ୟ । ତାଙ୍କର ମୃ-ତ୍ୟୁ 11 ଜାନୁଆରୀ 2022 ହୋଇଥିଲା ।

3- ଆମ ଲିଷ୍ଟର ତୃତୀୟରେ ଅଛନ୍ତି ଅଭିନେତା ହର ଅଟ୍ଟନାୟକ ଯିଏ କି ଖଳନାୟକ ଭାବେ ଓଡିଆ ଇଣ୍ଡଷ୍ଟ୍ରିରେ ପରିଚିତ ଅଟନ୍ତି । 13 ଜାନୁଆରୀ 2015ରେ ସେ ଅଫେରା ରାଇଜକୁ ଚାଲିଯାଇଛନ୍ତି ।

4- ଆମ ଲିଷ୍ଟର ଚତୁର୍ଥରେ ଅଛନ୍ତି ଅଭିନେତା ରାଇମୋହନ ପରିଡା । ଯିଏ ଖଳନାୟକ ଭୂମିକାରେ ବେସ ଲୋକପ୍ରିୟ ଅଟନ୍ତି । 24 ଜୁନ 2022ରେ ତାଙ୍କର ଦେ-ହା-ନ୍ତ ଘଟିଛି ।

5- ଆମ ଲିଷ୍ଟର ପଞ୍ଚମରେ ଅଛନ୍ତି ଅଭିନେତା ମୀନକେତନ । ଯିଏକି ଓଡିଆ ଇଣ୍ଡଷ୍ଟ୍ରିରେ ଅନେକ ସାରା ଚଳଚିତ୍ରରେ ବେସ ନିଖୁଣ ଅଭିନୟ କରିଛନ୍ତି । ତାଙ୍କର ମୃ-ତ୍ୟୁ 3 ଜୁନ 2017ରେ ହୋଇଥିଲା ।

6- ଆମ ଲିଷ୍ଟର ଷଷ୍ଠରେ ଅଛନ୍ତି ଅଭିନେତା ଦୁଖୀରାମ ସ୍ଵାଇଁ । ସେ ଅନେକ ସାରା ଓଡିଆ ଫିଲ୍ମରେ ଅଭିନୟ କରି ଲୋକଲୋଚନାକୁ ଆସିଥିଲେ । ସେ 1995ରେ ମୃ-ତ୍ୟୁ-ବ-ର-ଣ କରିଥିଲେ ।

7- ଆମ ଲିଷ୍ଟର ସପ୍ତମରେ ଅଛନ୍ତି ଅଭିନେତ୍ରୀ ଅନିତା ଦାସ । ଯିଏକି ଓଡିଆ ସିରିଏଲ ଠାରୁ ଆରମ୍ଭ କରି ଫିଲ୍ମ କରି ସୁନାମ ଅର୍ଜନ କରିଥିଲେ । ତାଙ୍କର ମୃ-ତ୍ୟୁ 2018ରେ ହୋଇଥିଲା ।

8- ଆମ ଲିଷ୍ଟର ନବମରେ ଅଛନ୍ତି ଅଭିନେତ୍ରୀ ସାଧନା ପରିଜା । ଯିଏକୁ ଓଡିଆ ଇଣ୍ଡଷ୍ଟ୍ରିରେ ଖୁବ ନାମ ଅର୍ଜନ କରିଛନ୍ତି । ତାଙ୍କର ମୃ-ତ୍ୟୁ 2014ରେ ହୋଇଥିଲା ।

9- ଆମ ଲିଷ୍ଟର ନବମରେ ଅଛନ୍ତି ଅଭିନେତ୍ରୀ ମାମିନ ଶତପଥି ଯାହାଙ୍କର ଜନ୍ମ 1967 ମସିହା ଓ ମୃ-ତ୍ୟୁ ହୋଇଥିଲା 2014 ମସିହାରେ । 

10- ଆମ ଲିଷ୍ଟର ଦଶମରେ ଅଛନ୍ତି ଓଡିଶାର ପ୍ରଥମ ନାୟିକା ଗ୍ଲୋରିଆ ମହାନ୍ତି ଯିଏକି ଓଡିଆ ଇଣ୍ଡଷ୍ଟ୍ରିରେ ଖୁବ ନାଁ କମାଇଛନ୍ତି । ସେ 2014ରେ ମୃ-ତ୍ୟୁ-ବ-ର-ଣ କରିଥିଲେ ।

11- ଆମ ଲିଷ୍ଟର ଏକାଦଶ ରେ ଅଛନ୍ତି ଓଡିଆ ଇଣ୍ଡଷ୍ଟ୍ରିର ଜଣାଶୁଣା ଚେହେରା ଅଭିନେତା ଅଜିତ ଦାସ ଙ୍କୁ କିଏ ବା ନ ଜାଣେ । ତାଙ୍କର ମୃ-ତ୍ୟୁ 2020ରେ ହୋଇଥିଲା ।  ବନ୍ଧୁଗଣ ଆପଣଙ୍କୁ ଓଡିଆ କଳାକାର ମାନେ କେମିତି ଲାଗନ୍ତି ଆମକୁ କମେଣ୍ଟରେ ନିଶ୍ଚୟ ଜଣାନ୍ତୁ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *