Karishma Kapoorଙ୍କ ଝିଅ ତାଙ୍କ ଠାରୁ ବି ଅଧିକ ସୁନ୍ଦରୀ, Photo ଦେଖି ହୋଇଯିବେ ଦିବାନା

ବଲୀଉଡ ଜଗତ ଏମିତି ଗୋଟେ ଜଗତ ଯେଉଁଠି ବ୍ୟକ୍ତି ବୁଢା ହୋଇଯାନ୍ତି କିନ୍ତୁ ତାଙ୍କ ଚଳଚିତ୍ର ଦେଖିଲେ ଏମିତି ଅନୁଭବ ହୋଇଥାଏ ଯେମିତି ସେ ଏବେ ବି ଯୁବକ ଅଛନ୍ତି ଓ ଲୋକ ତାଙ୍କୁ ଦେଖିବା ଓ ତାଙ୍କ ନିଜି ଜୀବନ ବିଷୟରେ ଜାଣିବା ପାଇଁ ଇଛା କରିଥାନ୍ତି ।

ତେବେ ୯୦ ଦଶକ ବହୁତ ଅଭିନେତା ଅଭିନେତ୍ରୀ ଏମିତି ଛନ୍ତି ଯାହାଙ୍କ ଅଭିନୟ ଦର୍ଶକ ମାନଙ୍କୁ ଏବେ ବି ଦିବାନା କରି ରଖିଛି । ଆଜି ଆମେ ଆପଣଙ୍କୁ ୯୦ ଦଶକ ଜଣେ ପ୍ପ୍ରସିଦ୍ଧ ଅଭିନେତ୍ରୀ କରିଷ୍ମା କପୁରଙ୍କ ଝିଅ ବିଷୟରେ କହିବାକୁ ଯାଉଛୁ ଯିଏ ନିଜ ମା ଠାରୁ ବି ଅତି ସୁନ୍ଦର ଅଟନ୍ତି ।

Image Courtesy: Google

୯୦ ଦଶକରେ କରିଷ୍ମା ବହୁତ ଚଳଚିତ୍ରରେ କାମ କରିଛନ୍ତି ଓ ଆଜିବି ସେହି ଚଳଚିତ୍ର ଦେଖିଲେ ଲାଗିଥାଏ ଯେମିତି ତାଙ୍କ ବୟସ କିଛି ଅଧିକ ହୋଇ ନାହିଁ । ତେବେ କରିଷ୍ମାଙ୍କ ବହୁତ ଦିବାନା ଆଜିବି ଅଛନ୍ତି ତାଙ୍କ ଅଭିନୟ ତାଙ୍କ ନାଚ ଓ ତାଙ୍କ ଇସାରା ଅନ୍ୟ କୌଣସି ଅଭିନେତ୍ରୀ କରି ପାରନ୍ତି ନାହିଁ । ତେବେ କଣ ଆପଣ ଜାଣିଛନ୍ତି ଦର୍ଶକ ମାନଙ୍କୁ କରିଷ୍ମାଙ୍କ ଓ ଗୋବିନ୍ଦାଙ୍କ ଯୋଡି ବହୁତ ପସନ୍ଦ ଥିଲା କିନ୍ତୁ ସେ ଦୁହିଙ୍କ ମଝିରେ ସେମିତି କିଛି ସମ୍ପର୍କ ନଥିଲା ।

Image Courtesy: Google

କରିଷ୍ମା ୨୦୦୩ରେ ସଞ୍ଜୟ ସହ ବିବାହ କରିଥିଲେ, ସଞ୍ଜୟ ଜଣେ ବିଜ୍ନେସମେନ ଅଟନ୍ତି । ତେବେ ଦୁହିଙ୍କ ବିବାହ ବହୁତ ଭଲରେ ହୋଇଥିଲା ଓ ବିବାହ ପରେ ତାଙ୍କ ଦୁଇ ଛୁଆ ମଧ୍ୟ ହୋଇଛନ୍ତି ଗୋଟେ ପୁଅ ଓ ଗୋଟେ ଝିଅ ତେବେ ଦୁହିଙ୍କ ବିବାହ ଅଧିକ ସମୟ ଚାଲିଲା ନାହିଁ ଓ ଦୁହିଙ୍କୁ ଅଲଗା ହବାକୁ ପଡିଥିଲା । ୨୦୧୬ରେ ସଞ୍ଜୟ ଓ କରିଷ୍ମାଙ୍କ ଛାଡପତ୍ର ହୋଇଥିଲା ଯାହା ପରେ ଦୁହେଁ ଅଲଗା ହୋଇଗଲେ ଓ ଛୁଆଙ୍କ କଷ୍ଟଡି ମା କରିଷ୍ମାଙ୍କୁ ମିଳିଛି ।

Image Courtesy: Google

କରିଷ୍ମାଙ୍କ ଝିଅ ନାମ ସମାୟରା ଅଟେ, ସମାୟରା ନିଜ ମାନକ ଠାରୁ ବି ବହୁତ ସୁନ୍ଦରୀ ଅଟନ୍ତି, ତେବେ ସମାୟରାଙ୍କୁ ମିଡିଆ ଠାରୁ ଦୂରରେ ରଖା ଯାଏ ସେ ବହୁତ କମ ସୋଶିଅଲ ମିଡିଆରେ ଏକଟିବ ରୁହନ୍ତି । ସମାୟରାଙ୍କୁ ବହୁତ କମ ଜାଗାରେ ଦେଖା ଯାଇଛି ଓ କରିଷ୍ମାଙ୍କୁ ଯେତେବେଳେ ଏହା ପଚରା ଗଲା ଯେ ସେ ନିଜ ଝିଅ ସମାୟରାଙ୍କୁ ବଲୀଉଡରେ ଡେବ୍ୟୁ କରିବେ କି ନାହିଁ ?

Image Courtesy: Google

ସେତେବେଳେ ସେ ଏହା କହିଥିଲେ ଯେ ଏବେ ସମାୟରା ପାଠ ପଢୁଅଛି ଓ ଏହା ବିଷୟରେ ଆମେ କିଛି ଭାବି ନାହୁଁ ତେବେ ଆପଣ ମଧ୍ୟ କରିଷ୍ମାଙ୍କ ଝିଅକୁ ଦେଖିଲେ କହିବେ ଯେ ମା କରିଷ୍ମାଙ୍କ ଝିଅ ତାଙ୍କ ଠାରୁ ବି ସୁନ୍ଦରତାରେ ଆଗ ଅଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *