Tarang ଟିଭିରେ ପ୍ରସାରିତ ହେଉଥିବା “ଝିଅ ଆମର ନୂଆବୋହୁ” ସିରିଏଲରେ ଅଭିନୟ କରୁଥିବା କଳାକାର ମାନଙ୍କର Salary କେତେ ?

ଟିଭି ଜଗତରେ ଅଭିନୟ କରୁଥିବା କଳାକାର ମାନେ ନିଜର ଜବରଦସ୍ତ ପର୍ଫୋମାଂସ ପାଇଁ ବେଶ ଚର୍ଚ୍ଚା ରେ ରହିଛନ୍ତି । ଆଜିକାଲି ଘରେ ଘରେ ଲୋକ ମାନେ ଟିଭି ସିରିଏଲ ଦେଖିବାକୁ ଆଗ୍ରହ ହେଉଛନ୍ତି । କିଛି କଳାକାର ମାନେ ନିଜର ଅଭିନୟ ବ୍ଯତୀତ ଷ୍ଟାଇଲ, ଲୁକ ଓ ପର୍ଶନାଲିଟି କୁ ନେଇ ମଧ୍ୟ ଚର୍ଚ୍ଚା ରେ ରହିଛନ୍ତି । ଆପଣ ମାନେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ସିରିଏଲ “ଝିଅ ଆମର ନୂଆବୋହୂ” ରେ ଅଭିନୟ କରୁଥିବା କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ ।

ଆଜି ଆମେ ଆପଣ ମାନଙ୍କୁ ଏହି ସିରିଏଲରେ ଅଭିନୟ କରୁଥିବା କଳାକାର ମାନଙ୍କର ଦରମା କେତେ ସେହି ବିଷୟରେ କହିବାକୁ ଯାଉଛୁ । ୧- ଶିବ : “ଝିଅ ଆମର ନୂଆବୋହୁ” ସିରିଏଲରେ ଅଭିନେତା ଶିବ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ସେ ଗୋଟିଏ ଏପିଶୋଡ କରିବା ପାଇଁ ୩୦ ହଜାରରୁ ଅଧିକ ଟଙ୍କା ନେଉଛନ୍ତି ।

୨- ରାଜ ରାଜେନ୍ଦ୍ର : ଏହି ସିରିଏଲରେ ଅଭିନେତା ରାଜ ରାଜେନ୍ଦ୍ରଙ୍କର ଜବରଦସ୍ତ ଅଭିନୟ ଆପଣ ମାନେ ନିଶ୍ଚୟ ଦେଖୁଥିବେ । ତାଙ୍କର ଦରମା ହେଉଛି ୨୫ ହଜାର ଟଙ୍କା ଯାହା ସେ ଚାର୍ଜ କରିଥାନ୍ତି ।

୩- ପୂଜା : ଏହି ସିରିଏଲରେ ମୁଖ୍ୟ ନାୟିକା ଭାବେ ଅଭିନେତ୍ରୀ ପୂଜା ଜବରଦସ୍ତ ଅଭିନୟ କରିବାର ନଜର ଆସୁଛନ୍ତି । ସେ ଗୋଟିଏ ଏପିଶୋଡ କରିବା ପାଇଁ ୨୦ ହଜାର ଟଙ୍କା ନେଉଛନ୍ତି ।

୪-ଜ୍ୟୋତିକା : ଏହି ସିରିଏଲରେ ଅଭିନେତ୍ରୀ ବିଦୂସ୍ମିତା ଜ୍ୟୋତିକା ଭୁକିକାରେ ଅଭିନୟ କରିବାର ନଜର ଆସୁଛନ୍ତି । ତାଙ୍କ ଜବରଦସ୍ତ ଅଭିନୟ ଦର୍ଶକ ମାନେ ବେଶ ପସନ୍ଦ କରୁଛନ୍ତି । ସେ ଗୋଟିଏ ଏପିଶୋଡ କରିବା ପାଇଁ ୧୫ ହଜାର ଟଙ୍କା ନେଉଛନ୍ତି ।

୫- ଆସୁ : ଏହି ସିରିଏରେ ନେଗେଟିଭ ଭୂମିକାରେ ଅଭିନେତ୍ରୀ ଆସୁ ନଜରା ଆସୁଛନ୍ତି । ତାଙ୍କର ଅଭିନୟ ମଧ୍ୟ ବେଶ ସୁନ୍ଦର ଲାଗୁଛି । ସେ ଗୋଟିଏ ଏପିଶୋଡ କରିବା ପାଇଁ ୧୨ ହଜାର ଟଙ୍କା ନେଉଛନ୍ତି ।

୬- ଅର୍ଚ୍ଚନା : ଏହି ସିରିଏଲର ପୂଜାଙ୍କ ବଡ ଭଉଣୀ ଭୂମିକାରେ ଅଭିନେତ୍ରୀ ଅର୍ଚ୍ଚନା ଅଭିନୟ କରି ଖୁବ ଲୋକପ୍ରିୟ ହୋଇଛନ୍ତି । ସେ ଗୋଟିଏ ଏପିଶୋଡରେ ଅଭିନୟ କରିବା ପାଇଁ ୧୦ହଜାର ଟଙ୍କା ନେଉଛନ୍ତି ।

୭- ଅକ୍ଷୟ : ଏହି ସିରିଏଲରେ ଅଭିନେତା ଅକ୍ଷୟ ବେଶ ସୁନ୍ଦର ଅଭିନୟ କରି ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି । ସେ ଗୋଟିଏ ଏପିସୋଡ କରିବା ପାଇଁ ୮ଯାହାର ଟଙ୍କା ନେଉଛନ୍ତି ।

୮- ଲୋପାମୁଦ୍ରା : ଏହି ସିରିଏଲରେ ପୂଜାଙ୍କ ବଡମା ଭୂମିକାରେ ଅଭିନେତ୍ରୀ ଲୋପାମୁଦ୍ରା ଅଭିନୟ କରିବାର ନଜର ଆସୁଛନ୍ତି । ସେ ଗୋଟିଏ ଏପିସୋଡ କରିବା ପାଇଁ ୭ହଜାର ଟଙ୍କା ନେଉଛନ୍ତି ।

୯- ଉମା : ଏହି ସିରିଏଲର ବିରାଜଙ୍କ ସ୍ତ୍ରୀ ଭାବେ ଅଭିନେତ୍ରୀ ଉମା ନଜର ଆସୁଛନ୍ତି । ସେ ଗୋଟିଏ ଏପିସୋଡ ପାଇଁ ୫ହଜାର ଟଙ୍କା ନେଉଛନ୍ତି ।

୧୦- ବିରାଜ : ଏହି ସିରିଏଲରେ ବିରାଜ ପୂଜାଙ୍କ ବଡବାପା ଭୂମିକାରେ ବେଶ ସୁନ୍ଦର ଅଭିନୟ କରୁଛତି । ସେ ଗୋଟିଏ ଏପିସୋଡ ପାଇଁ ୮ହଜାର ଟଙ୍କା ନେଉଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ସିରିଏଲର କଳାକାର ମାନଙ୍କର ଅଭିନୟ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *