କଥା କଥାରେ ମୁହଁ ଫୁଲାଇଥାନ୍ତି ଏହି 3ଟି ନାମର ଝିଅମାନେ- Jyotisha Shastra

ଏ ଦୁନିଆରେ ଏମିତି କିଛି ବ୍ୟକ୍ତି ଅଛନ୍ତି ଯିଏ ଛୋଟ ଛୋଟ କଥାରେ ରାଗି ଯାଇଥାନ୍ତି । ବ୍ୟକ୍ତି ଯେତେ ବୁଦ୍ଧିମାନ ହୋଇଥିଲେ ମଧ୍ୟ ରାଗି ଗଲେ ନିଜର ଭାରସମ୍ୟ ହରାଇ ଥାଏ । ଏମିତି କିଛି ଭୁଲ କରି ବସେ ଯାହା ପାଇଁ ପରେ ଅନୁତାପ କରିବାକୁ ପଡିଥାଏ । ବ୍ୟକ୍ତି ଯେତେବଳେ ରାଗରେ ଥାଏ ସେହି ସମୟରେ କିଛି ବୁଝିବାର କ୍ଷମତା ମଧ୍ୟ ହରାଇ ବସିଥାନ୍ତି । ରାଗରେ ବ୍ୟକ୍ତି ଏମିତି କିଛି ନିସ୍ପତି ନେଇଥାଏ ଯାହା ପାଇଁ ପରେ ଭୁଲ ସାବ୍ୟସ୍ତ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ୩ଟି ନାମର ଝିଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଦରକାର ଠାରୁ ଅଧିକ ରାଗିଥାନ୍ତି ।

୧- A ନାମର ଝିଅ ମାନେ : ଏହି ନାମର ଝିଅ ମାନେ ବହୁତ ରାଗି ହୋଇଥାନ୍ତି । ଏମାନେ ଛୋଟ ଛୋଟ କଥା ରେ ରାଗିଥାନ୍ତି ଯାହାର କୌଣସି ମୂଲ୍ୟ ନ ଥାଏ । ଏମାନେ ଯେତେବେଳେ ରାଗିଥାନ୍ତି ତାଙ୍କ ଆଗରେ କିଏ ଅଛି ତାହା କିଛି ବୁଝନ୍ତି ନାହି ।

ତେଣୁ ଏହି ନାମର ଝିଅ ମାନେ ରାଗିବା ସମୟରେ ତାଙ୍କୁ ଏକା ଛାଡି ଦେବା ଉଚିତ । ଏମାନେ ରାଗିବା ସମୟରେ ତାଙ୍କ ଆଗରେ କେହି ଗୁରୁଜନ ବ୍ୟକ୍ତି ଥିଲେ ମଧ୍ୟ କିଛି ଦେଖନ୍ତି ଅନହି । ବରଂ ନିଜର ରାଗକୁ ଅନ୍ୟ ଉପରେ ସୁଝାଇଥାନ୍ତି । ଯାହା ପାଇଁ ଏମାନଙ୍କୁ ପରେ ଅନୁତାପ କରିବାକୁ ପଡିଥାଏ ।

୨- P ନାମର ଝିଅ ମାନେ : ଏହି ନାମର ଝିଅ ମାନଙ୍କର ସ୍ଵଭାବ ଶାନ୍ତ ହୋଇଥାଏ । କିନ୍ତୁ ଅନେକ ସମୟରେ ଏମାନେ ରାଗି ଗଲେ ନିଜର ଭାରସମ୍ୟ ହରାଇଥାନ୍ତି । ଯାହା ଦ୍ଵାରା ସେମାନେ ନିଜର ହିଁ କ୍ଷତି କରିଥାନ୍ତି । ଏମାନେ ଯେଉଁ ସମୟରେ ରାଗିଥାନ୍ତି ସେହି ସମୟରେ ଅନ୍ୟ ସହ କଥାବାର୍ତ୍ତା କରନ୍ତି ନାହି ।

ରାଗିବା ସମୟରେ ଏମାନେ ଏକା ରହିବାକୁ ପସନ୍ଦ କରିଥାନ୍ତି । ଏମାନେ ରାଗିବା ସମୟରେ ଏମିତି କିଛି ଭୁଲ କାମ କରିଥାନ୍ତି ଯାହା ପାଇଁ ଏମାନେ ପରେ ନିଜର ଭୁଲ ବୁଝିଥାନ୍ତି । କିନ୍ତୁ ସେତେ ବେଳକୁ ବହୁତ ଡେରି ହୋଇଯାଏ ।

୩- R ନାମର ଝିଅ ମାନେ : ଏହି ନାମର ଝିଅ ମାନେ ରାଗରେ ବହୁତ ତେଜ ହୋଇଥାନ୍ତି । ଏମାନେ ଛୋଟ ଛୋଟ କଥା ରେ ରଗାଇଥାନ୍ତି । ଅନେକ ସମୟରେ ଏମାନେ କୌଣସି କାରଣ ନ ଥାଇ ମଧ୍ୟ ଅନ୍ୟ ଉପରେ ରାଗିଥାନ୍ତି । ଯାହାର କୌଣସି ମୂଲ୍ୟ ନ ଥାଏ ।

ଏହି କାରଣରୁ ଅନ୍ୟ ମାନେ ତାଙ୍କ ତହରୁ ଦୂରେଇ ଯାଇଥାନ୍ତି । ଛୋଟ ଛୋଟ କଥା କୁ ଧରି ବସିବା ଏହି ନାମର ଝିଅ ମାନଙ୍କର ସବୁଠାରୁ ବଡ କମଜୋରି ହୋଇଥାଏ । ଏମାନେ ରାଗିବା ସମୟରେ କୌଣସି ବଡ ଭୁଲ ନିସ୍ପତି ନେଇଥାନ୍ତି ଯାହା ପାଇଁ ଏମାନଙ୍କୁ ପରେ ଅନୁତାପ କରିବାକୁ ପଡିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *