କଥା କଥାରେ ଦୁଃଖୀ ହେବା ଛାଡି ଦେବେ, ବାସ ଥରେ ଦେଖନ୍ତୁ ଏହି Video

ଆପଣ ମାନେ ଗୌତମ ବୁଦ୍ଧ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ତାଙ୍କର ନୀତି ଆଦର୍ଶ ଦ୍ଵାରା ଅନେକ କଥା କହି ଯାଇଛନ୍ତି ଯାହା ମଣିଷ ଜୀବନରେ କାମରେ ଆସିଥାଏ । ଆଜି ଆମେ ଆପଣ ମାନଙ୍କୁ ଗୌତମ ବୁଦ୍ଧ ଙ୍କ କାହାଣୀ ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଛୁ । ଦିନେ ଗୌଟୁମ ବୁଦ୍ଧ ଜଣେ ଦୁଖି ବ୍ୟକ୍ତି ଙ୍କୁ ଦେଖିଥିଲେ । ତାଙ୍କୁ ଦେଖି ଦୁଖୀ ବ୍ୟକ୍ତି ଜଣକ ତାଙ୍କୁ ତାଙ୍କର ସମସ୍ୟାର ନିବାରଣ ପାଇଁ ଉପାୟ କହିବାକୁ କହିଲେ । ଏହା ପରେ ଉତ୍ତର ରେ ଗୌତମ ବୁଦ୍ଧ କହିଲେ ଯେ ମଣିଷ ଜୀବନରେ ସୁଖ ଦୁଖ ଲାଗି ରହିଥାଏ ।

ଏଥିରେ ନିରାଶା ହେବାର କୌଣସି କାରଣ ନାହି । ଏହା କହିବା ପରେ ବୁଦ୍ଧ ସେହି ବ୍ୟକ୍ତି ଙ୍କୁ ଏକ କାହାଣୀ ଶୁଣାଇଲେ । ବୁଦ୍ଧ କହିଲେ ଯେ ଗୋଟେ ନଗରିରେ ଜଣେ ଧନୀ ବ୍ୟକ୍ତି ଥିଲା । ଯିଏ ସେ ଧନୀ ବ୍ୟକ୍ତି ଘରକୁ ଆସେ କେବେ ଖାଲି ହାତରେ ଯାଏ ନାହି ।

ଦିନେ ଜଣେ ବ୍ୟକ୍ତି ସେହି ଧନୀ ବ୍ୟକ୍ତି ଘରକୁ ଆସିଲା । ତା ହାତରେ ଏକ କାଗଜ ଥିଲା ଯାହାକୁ ସେ ବିକ୍ରି କରିବାକୁ ଧନୀ ବ୍ୟକ୍ତି ଘରକୁ ଆସିଥିଲା । ସେହି କାଗଜରେ ଲେଖାଥିଲା କି ସଦା ନାଁ ରହେ । ଏହାକୁ ଦେଖି ଧନୀ ବ୍ୟକ୍ତି ସେହି କାଗଜକୁ ତୁରନ୍ତ କ୍ରୟ କରି ନିଜ ପଗଡିରେ ବାନ୍ଧି ଦେଲେ ।

ନଗରର ଲୋକ ମାନେ ଧନୀ ବ୍ୟକ୍ତିକୁ ଈର୍ଷା କରୁଥିଲେ । ଏହା ପରେ ଧନୀ ବ୍ୟକ୍ତି କାଗଜକୁ ପଗଡିରୁ ବାହାର କରି ନିଜ ପ୍ଯାକେଟରେ ରଖିଲେ । ଏହା ପରେ ଧନୀ ବ୍ୟକ୍ତି ଦୁଖରେ ସମୟ ଅକତିଳେ । ଦିନେ ଧନୀ ବ୍ୟକ୍ତିର ନଜର ତାଙ୍କ ପଗଡି ଉପରେ ପଡିଲା ।

ଧନୀ ବ୍ୟକ୍ତି ପଗଡିରୁ କାଗଜ କାଢି ସେଥିରେ ଥିବା ଲେଖାକୁ ପଢିଲେ । ଏହା ପରେ ତାଙ୍କ ଆଖି ଖୋଲିଗଲା । ସେ ଦେଖିଲେ କାଗଜରେ ଲେଖା ହୋଇଛି ସୁଖର ଯେମିତି ସ୍ଥିର ସମୟ ନାହି ସେହିପରି ଦୁଖର ମଧ୍ୟ ସ୍ଥିର ସମୟ ନାହି । ଏହା ପରେ ଧନୀ ବ୍ୟକ୍ତି ଜୋରରେ ହସିବାକୁ ଲାଗିଲେ ।

ଚୌକିଦାର ଧନୀ ବ୍ୟକ୍ତିର ହସ ଦେଖି ଦୁଖରେ ପାଗଳ ହୋଇଗଲା ବୋଲି ଭାବି ରାଜାଙ୍କୁ କହିଲେ । ଏହା ପରେ ରାଜା ଧନୀ ବ୍ୟକ୍ତିକୁ ଆସି ହସିବାର କାରଣ ପ୍ରଚାରିବା ପରେ ଧନୀ ବ୍ୟକ୍ତି କହିଲା ଯେ ଦୁଖ କଣ ପାଇଁ ଜୀବନରେ ଆସିଥାଏ । ଧନୀ ବ୍ୟକ୍ତି କହିଲେ ଯଦି ସୁଖ ଆଜି ଅଛି ତେବେ କାଲି ଦୁଖ ଆସିବ କାରଣ ଏହା ଜୀବନର ଦୁଇଟି ମୂଳମନ୍ତ୍ର । ଏହା ପରେ ରାଜା ଧନୀ ବ୍ୟକ୍ତିକୁ ନିଜ ଘରକୁ ପଠାଇ ଦେଲେ ।

କାରଣ ଧନୀ ବ୍ୟକ୍ତି ଜାଣିପାରିଲା କି ସୁଖ କି ଦୁଖ ସର୍ବଦା ଲାଗି ରହେ ନାହି । ବୁଦ୍ଧଙ୍କ ଏହି କାହାଣୀ ସୂନୀ ଗରିବ ଲୋକଟି ଖୁସିରେ ନିଜ ଘରକୁ ଫେରିଗଲା । ଏଥିରୁ ଶିକ୍ଷା ଲାଭ ହେଲା ମଣିଷ ଜୀବନରେ ସୁଖ ଦୁଖ ସବୁବେଳେ ରହେ ନାହି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *