ମକର ସଙ୍କ୍ରାନ୍ତି ଦିନ ଘରର ଏହି ସ୍ଥାନରେ ରଖି ଦିଅନ୍ତୁ କଉଡି ଓ ତାପରେ ଦେଖନ୍ତୁ ଚମତ୍କାର

ଶୁଭ ମକର ସଙ୍କ୍ରାନ୍ତି ପର୍ବ ଜାନୁୟାରୀ ମସା ୧୪ ତାରିଖରେ ପାଳନ କରାଯାଏ ଏହି ଦିନ କିଛି ବିଶେଷ ଉପାୟ ପାଳନ କରାଯାଇଥାଏ । ଯାହାଦ୍ୱାରା ଧନ ସମ୍ପତି ମାତା ଲକ୍ଷ୍ମୀଙ୍କ କୃପା ଓ ସଫଳତା ମିଳିଥାଏ । ତେବେ ଆସନ୍ତୁ ଜାଣିବା କଣ ସେହି ଜିନିଷ ଗୁଡିକ ମକର ସଙ୍କ୍ରାନ୍ତିରେ ଆଣିବା ଦ୍ଵାରା କିମ୍ବା କିଛି ଘରେ ଶୁଭ କାମ କରିବା ଦ୍ଵାରା ଘରେ ଧନଧାନ୍ୟର ଅଭାବ ନହେବା  ଦ୍ଵାରା ସର୍ବଦା ମାତା ଲକ୍ଷ୍ମୀଙ୍କର ବସ ହୋଇଥାଏ । ଏବଂ ଏହା ସହିତ ଘରେ ସବୁବେଳେ ଖୁଶିର ଲହରୀ ଖେଳି ଥାଏ ।

ସଙ୍କ୍ରାନ୍ତିର ଶୁଭ ମୁହୂର୍ତରେ ୧୪ ଟି ସ୍ଵଛ କଉଡି ନେଇ ତାକୁ କେସର ମିଶ୍ରିତ କ୍ଷୀରରେ ବୁଡାଇ ରଖନ୍ତୁ । ଏହାପରେ କଉଡିକୁ ଗଙ୍ଗା ଜଳରେ ସୁଧ କରି ଏକ ସଫା ପାତ୍ରରେ ପୂଜା ସ୍ଥାନରେ ରଖୀ ଦିଅନ୍ତୁ । ମାତା ଲକ୍ଷ୍ମୀଙ୍କ ନିକଟରେ ଶୁଧ ଘିଅ ଆଉ ଏକ ରାସୀ ତେଲର ଦୀପ ଲଗାନ୍ତୁ । ରାସୀ ତେଲ ଦୀପକୁ ବାମ ପଟରେ ରଖନ୍ତୁ ଓ ଘିଅ ଦୀପ ଡାହାଣ ପଟେ ରଖନ୍ତୁ । ଏହା ସହିତ ସୂର୍ଯ୍ୟ ଦେବତାଙ୍କୁ ଯେପରି ପୂଜା ଅର୍ଚନା କରିବା ଦରକାର ସେପରି କରନ୍ତୁ ।

ଦାନ ଦେବା ରହିଥିବା ସାମଗ୍ରୀକୁ ଏକତ୍ରିତ କରି ରଖନ୍ତୁ । ଏହା ପରେ ଦିନ ୧୨ଟା ପରେ ପୂଜା କରିଥିବା କଉଡିକୁ ଘରର ଉନ୍ନତିକର ସ୍ଥାନରେ ରଖୀ ଦିଅନ୍ତୁ ।ଆଲମୀରା ଓ ଠାକୁରଙ୍କ ନିକଟରେ, ରୋଷେଇ ଘରେ କି ପଲଙ୍କ ତଳେ   କି କାର୍ଯ୍ୟ କରୁଥିବା ଟେବୁଲ ତଳେ ଭଣ୍ଡାର ଘରେ ଏହି ସବୁ ଶୁଭ ସ୍ଥାନରେ ରଖୀ ଦିଅନ୍ତୁ । ତେବେ ଏହି କାର୍ଯ୍ୟ ଆପଣଙ୍କୁ ସଙ୍କ୍ରାନ୍ତି ଦିନ କରିବା ନିହାତି ଆବଶ୍ୟକ ।

ଏହାପରେ ଦୀପରେ ସ୍ଥାନ ପରିବର୍ତନ କରନ୍ତୁ, ଡାହାଣ ପଟ ଦୀପ ବାମ ପଟେ ଲଗାଇ ଦିଅନ୍ତୁ ଓ ବାମ ପଟ ଦୀପକୁ ଡାହାଣ ପାଖକୁ ରଖୀ ଦିଅନ୍ତୁ । ତେଲ ଓ ଘିଅ ସେସ ହୋଇଥିଲେ ପୁଣି ଦୀପରେ ଢାଳି ଦିଅନ୍ତୁ ।  ସେହି ପରି ରାସୀ ତେଲର ଦୀପ ଦୁଆର ସାମ୍ନାରେ ଓ ଘିଅଦୀପ ମା ବୃନ୍ଦାବତୀଙ୍କ ସାମ୍ନାରେ ଲଗାଇ ଦିଅନ୍ତୁ । ଏହି ସବୁ ଉପାୟ ମକର ସଙ୍କ୍ରାନ୍ତିର ଦିନ କରନ୍ତୁ । ଏହା କରିବା ଦ୍ଵାରା ସୁଖ ସମୃଦ୍ଧି ଧନ ଏବଂ ମାତା ଲକ୍ଷ୍ମୀଙ୍କ କୃପା  ଓ ସଫଳତା ନିଶ୍ଚିନ୍ତ ମିଳିଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *