କୌଣସି ଗୁରୁବାର ଦିନ 2ଟି କଦଳୀର କରନ୍ତୁ ଏହି ଉପାୟ, ବର୍ଷିବ ଏତେ ଧନ କି ସମ୍ଭାଳି ପାରିବେନି ଆପଣ

ଜୀବନରେ ସମସ୍ତେ ଚହାଁନ୍ତି ଧନବାନ ହେବା ପାଇଁ ଓ ଧାନ ପ୍ରାପ୍ତି ପାଇଁ ବହୁତ ଉପାୟ ମଧ୍ୟ କରନ୍ତି । ଭଗବାନଙ୍କ ପୂଜା ଓ ଟୋନା ଟୋଟକେ ମଧ୍ୟ କରିଥାନ୍ତି । ଏବେ ଭଗବାନ ଶ୍ରୀହରିଙ୍କ ଆରାଧନାର ଦିନ ଅଟେ ବୃହସ୍ପତି ବାର ଏହି ଦିନ ପୂଜା କାଲେ ସଫଳ ହୋଇଥାନ୍ତି ଯଦି ଆପଣ ଗୋଟେ ଛୋଟ ପ୍ରୟୋଗ କରିବେତ ।  ଧନ ଲାଭ ପାଇଁ ଗୋଟେ ଛୋଟ ପ୍ରୟୋଗ ଆପଙ୍କ ଜୀବନ ବଦଳାଇପାରିବ । ଆଉ ଏହି ଉପାୟ କେବଳ ଗୁରୁବାର ଦିନ ହିଁ କରାଯିବ । ଏହା ଆପଙ୍କ ଜୀବନର ସବୁ ସମସ୍ୟାକୁ ଦୂର କରିବ ।


ସକାଳୁ ସକାଳୁ ସ୍ନାନ କରି ହଳଦୀ ରଙ୍ଗର ବସ୍ତ୍ର ପରିଧାନ କରିବେ । ଏହାପରେ ଆପଣ ଦୁଇଟି କଦଳୀ ନେବେ ମାନେ ଦୁଇଟି ଜକ କଦଳୀ ଦୁଇଟି ଜାକ ଦନ୍ଥଲରେ ଲାଗିଥିବ । ଦୁଇଟି ଯାକ ଯେମିତି ଫେଣାରେ ଲାଗିଥିବ । ଗୋଟିଏ କଦଳୀରେ ସିନ୍ଦୁରରେ ସ୍ଵସ୍ତିକ ଚିହ୍ନ ବନାନ୍ତୁ ଓ ଆଉ ଗୋଟିଏ କଦଳୀରେ ତୁମର ନାମ ଲେଖନ୍ତୁ ସିନ୍ଦୁରରେ ।  ତାପରେ ଆପଣ ଆପଙ୍କ ଘରର ମନ୍ଦିରରେ ଯେଉଁଠି ଶ୍ରୀ ହରିଙ୍କ ଫୋଟ ରହିଛି ଶେଠାରେ ତାକୁ ଅର୍ପଣ କରନ୍ତୁ ।

ଗୋଟିଏ ଦୀପ ଜଳାନ୍ତୁ  ଘିଅ ସହିତ ନାଲି ରଙ୍ଗର ଧାଗା ଦେବେ । ଦୀପରେ ସମବଭ ହେଲେ ଦୁଇଟି ଲବଙ୍ଗ ପକାନ୍ତୁ । ଏହାକୁ ଶ୍ରୀ ହରିଙ୍କ ସାମ୍ନାରେ ଜଳାଇ ତାଙ୍କ ସାମ୍ନାରେ ବସି ‘ଓଂ ବ୍ରିଙ୍ଗ ବୃହସ୍ପତାଏ ନମଃ’  ଓ ଓଂ ନମଃ ଭଗବତେ ବସୁଦେବାୟ ନମଃ ।  ଆପଣାକୁ ଯେଉଁ ମନ୍ତ୍ର ସମ୍ବଭ ହେବ ସେଇ ମନ୍ତ୍ର ଜପ କରିବ । ଆପଣ 21 ବାର ନହେଲେ ୧୦୮ ଥର ଜପ କରନ୍ତୁ । ଭଗବାନଙ୍କୁ ନିଜ ମନୋକାମନା କୁହନ୍ତୁ ଓ ତା ପରଦିନ  ସକାଳୁ ଉଠି ପୂଜା ପାଠ କରି  ଯେଉଁ କଦଳୀରେ ସ୍ଵସ୍ତିକ କରିଥିଲେ ।


ନିଜ ମୁଣ୍ଡରେ ସାତବାର ଓଲଟା ଛୁଆଁଇ କୌଣସି ଗାଇକୁ ଖାଉବାକୁ ଦିଅନ୍ତୁ ଓ ଯେଉଁ କଦଳୀ ଉପରେ ନିଜର ନାମ ଲେଖିଥିଲେ ତାକୁ ପ୍ରସାଦ ରୂପରେ ଖାଇ ଦିଅନ୍ତୁ । ସେଟାକୁ ଖାଲି ଆପଣ ଖାଇବେ ଓ ଭଗବାନଙ୍କୁ ପ୍ରଣାମ କରିବେ । ମାନେ ରଖିବେ ଗୁରୁବାର ଦିନ କଦଳୀ ଖାଇବେ ନହିଁ । ନହେଲେ ପାରିବାରିକ ଜୀବନରେ କଳହ ବଢିଥାଏ । ଶେଠୀ ପାଇଁ ଗୁରୁବାରଦିନ କଦଳୀ ଖାଇବାରୁ ବଞ୍ଚାନ୍ତୁ ନହେଲେ ଆପଣଙ୍କ ଗୁରୁ ଉଇକ ରହିବ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *