କେବଳ ୨ ମିନିଟରେ ଜାଣନ୍ତୁ ଆପଣଙ୍କ ଇଷ୍ଟ ଦେବ କିଏ

ହିନ୍ଦୁ ଧର୍ମରେ ୩୬କୋଟି ଦେବୀ ଦେବତା ଅଛନ୍ତି, ତେବେ ଆମେ ଆମ ଇଷ୍ଟ ଦେବକୁ କେମିତି ଜାଣିବା ଏହା ବହୁତ କଠିନ ପ୍ରଶ୍ନ ଅଟେ କିନ୍ତୁ ଏହାର ଉତ୍ତର ବହୁତ ସରଳ ଅଟେ । ତେବେ କୌଣସି ମଣିଷକୁ ନିଜ ପିତୃ ଓ ଇଷ୍ଟ ଦେବକୁ ସବୁ ଦିନ ପ୍ରଣାମ କରିବା ବହୁତ ଆବଶ୍ୟକ ଅଟେ କାହିଁକିନା ପିତୃ ଆମ ପରିବାର ପୂର୍ବଜ ଅଟନ୍ତି ଓ ଇଷ୍ଟ ଦେବ ଆମ ଜୀବନ ସୂତ୍ର । ଆଜି ଆମେ ଆପଣଙ୍କୁ ଏତେ ସରଳ କଥା କହିବୁ ଯାହା ଦ୍ଵାରା ଆପଣଙ୍କୁ କୌଣସି ପ୍ରକାର ଡୁବିଧା ରହିବ ନାହିଁ ଏହା ଜାଣିବା ପାଇଁ ଯେ ଆପଣଙ୍କ ଇଷ୍ଟ ଦେବ କିଏ ।

Image Courtesy: Google

ତେବେ ଆପଣଙ୍କ ଜୀବନରେ ବହୁତ କ୍ଷଣ ଏହି ଭଳି ଆସିଥାଏ ଯାହା ବହୁତ କଷ୍ଟକର ହୋଇଥାଏ ବା ଆପଣ ବହୁତ ବଡ ବିପଦରେ ପଡିଥାନ୍ତି, ଓ କେତେକ ସମୟ ଏମିତି ଆସିଥାଏ ଯାହା ଆପଣଙ୍କ ଜୀବନ ସବୁଠାରୁ ସୁଖ ସମୟ ହୋଇଥାଏ, ତେବେ ଏହି ଭଳି କଷ୍ଟ ଓ ସୁଖ ସମୟରେ ଆପଣଙ୍କୁ ଯେଉଁ ଭଗବାନ ଏହି ୩୬ କୋଟିରୁ ମନେ ପଡନ୍ତି ବା ଆପଣ ସ୍ମରଣ କରନ୍ତି ସେହି ଆପଣଙ୍କ ଇଷ୍ଟ ଦେବ ଅଟନ୍ତି ଯଦି ଆମେ ଆପଣଙ୍କୁ ଲଗ୍ନ ଦ୍ଵାରା କହିବୁ ଯେ ଆପଣଙ୍କ ଇଷ୍ଟ ଦେବ ବିଷ୍ଣୁ ଅଟନ୍ତି କିନ୍ତୁ ଆପଣଙ୍କ ସୁଖ ଓ ଦୁଃଖ ସମୟରେ ଆପଣଙ୍କୁ ଶିବ ଭଗବାନ ଦେଖା ଦିଅନ୍ତି ତେବେ ଏହା ଭୁଲ ଅଟେ ଯେଉଁ ଭଗବାନ ଆପଣଙ୍କ ମନରେ ବାସ କରନ୍ତି ଓ ଯାହାକୁ ଆପଣ ନିଜ ସୁଖ ଦୁଃଖ ସମୟରେ ପ୍ରଥମେ ମନେ କରନ୍ତି ସେହି ଆପଣଙ୍କ ଇଷ୍ଟ ଦେବ ଅଟନ୍ତି ।

Image Courtesy: Google

ତେବେ ଆମେ ଆପଣଙ୍କୁ ଏହି କଥା ଗୋଟେ ଉଦାହରଣ ଦ୍ଵାରା ସ୍ପଷ୍ଟ କରିବାକୁ ଯାଉଛୁ ଧ୍ୟାନ ଦିଅନ୍ତୁ । ଯେତେବେଳେ ଛୁଆ ଛୋଟ ହୋଇଥାନ୍ତି ଓ ସଂସାର ଦୁନିଆ କିଛି ଜାଣି ନଥାନ୍ତି ସେତେବେଳେ ତାଙ୍କ ଉପରେ କୌଣସି ସଙ୍କଟ ବା କଷ୍ଟ ଆସିଲେ ସେ ସର୍ବପ୍ରଥମେ ନିଜ ମାକୁ ଡାକ ଲଗାନ୍ତି କାହିଁକିନା ଛୁଆକୁ ପୂର୍ଣ ବିଶ୍ଵାସ ହୋଇଥାଏ ଯେ ତା ମା ତାକୁ ଏହି କଷ୍ଟରୁ ମୁକ୍ତି ଦବ କାହିଁକିନା ମା ନିଜ ଛୁଆକୁ ସବୁ ପ୍ରକାର କାଶତ୍ରୁ ବଞ୍ଚାଇଥାଏ ଓ ତାକୁ ସୁରକ୍ଷା ପ୍ରଦାନ କରିଥାଏ ।

Image Courtesy: Google

ଠିକ ସେହି ଭଳି ଯଦି ଆମେ ଆପଣଙ୍କୁ ଗଣନା ଅନୁଯାଇ କହିବୁ ଯେ ଆପଣଙ୍କ ଇଷ୍ଟ ଦେବ ହନୁମାନ ଅଟନ୍ତି କିନ୍ତୁ ଆପଣଙ୍କ ମନରେ ଗଣେଶ ଭଗବାନ ରୁହନ୍ତି ତେବେ ଆପଣ ସଙ୍କଟ ସମୟରେ କେବେ ହନୁମାନ ଭଗବାନକୁ ଡାକିବେ ନାହିଁ ଆପଣ ନିଜ ମନ ଭଗବାନ ଗଣେଶ ଭଗବାନଙ୍କୁ ଡାକିବେ ତେବେ ନିଜ ମନ ଅନୁଯାଇ ନିଜ ଇଷ୍ଟ ଦେବକୁ ପୂଜା କରିବା ଉଚିତ ଅଟେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *