କେବଳ ୩ ଦିନରେ ଅର୍ଶକୁ (Piles ) ମୂଳରୁ କରନ୍ତୁ ଶେଷ

ଆଜିକା ସମୟରେ ପ୍ରାୟତଃ ସମସ୍ତଙ୍କୁ ଅର୍ଶ ଭଳି ସମସ୍ୟା ହୋଇଥାଏ । ତେବେ ଏହାର ମୁଖ୍ୟ କାରଣ ଆମ ଖାଦ୍ଯ ପ୍ରଣାଳୀ ଅଟେ, ଆଜିକା ସମୟରେ ଲୋକେ ଯେମିତିକା ଖାଦ୍ଯ ଖାଉଛନ୍ତି ତାହା ସୁଆଦରେ ଭଲ ଲାଗୁଛି କିନ୍ତୁ ଅର୍ଶ ଓ ଅନ୍ୟ ରୋଗକୁ ନିମନ୍ତ୍ରଣ ମଧ୍ୟ ଦେଇଥାଏ ।

ଆଜିକା ଲୋକଙ୍କୁ ତେଲ ମସଲା ସବୁଠାରୁ ପ୍ରିୟ ଅଟେ ଏହାକୁ ସେବନ କଲେ ତାଙ୍କୁ କିଛି ଖାଇବା ଇଛା ହୁଏ ନାହିଁ ଯାହା ଫଳ ସ୍ୱରୂପ ଅର୍ଶ ଭଳି ସମସ୍ୟା ହୋଇଥାଏ । ତେବେ ଅର୍ଶ ଭଳି ରୋଗରେ ମାଳ ସହ ରକ୍ତ ଓ ଛୋଟ ଛୋଟ ମାଂସ ପେଡୁଲା ପଡିଥାଏ ଯାହା ମଣିଷ ପାଇଁ ବହୁତ କଷ୍ଟ ଦାଯକ ହୋଇଥାଏ ଓ ଶରୀରକୁ ଦୁର୍ବଳ ମଧ୍ୟ କରିଥାଏ ।

Image Courtesy: Google

ଆଜି ଆମେ ଆପପଣଙ୍କୁ ଏମିତି ଗୋଟେ ଉପାୟ କହିବାକୁ ଯାଉଛୁ ଯାହା କରିବା ଦ୍ଵାରା ଆପପଣଙ୍କ ସବୁ ଅର୍ଶ ସମସ୍ୟା ଦୂର ହୋଇଯିବ ଓ ଆପଣଙ୍କ ଅର୍ଶ ମୂଳରୁ ସମାପ୍ତ ହୋଇଯିବ । ଆପପନ ମାନେ ସମସ୍ତେ ଜାଣିଛନ୍ତି ଯେ କ୍ଷୀର ଆମ ଶାରୀର କୁ ବହୁତ ମାତ୍ରାରେ ପ୍ରୋଟିନ ପ୍ରଦାନ କରିଥାଏ ତେବେ ଆପଣଙ୍କୁ ଗୋଟେ ପାତ୍ରରେ ଅଳପ କ୍ଷୀର ଗରମ କରି ରଖିବାର ଅଛି ଓ ତାକୁ ଥଣ୍ଡା କରି ଯେତେବେଳେ ତାହା ଉଷୁମ ରହିବ ସେତେବେଳେ ସେବନ କରିବାର ଅଛି ତେବେ କେମିତି କରିବେ ଆସନ୍ତୁ ଜାଣିବା ।

Image Courtesy: Google

ଆପଣ ମାନେ ଏହା ବେସ ଭଲ ଭାବରେ ଜାଣିଛନ୍ତି ଯେ କ୍ଷୀର ଓ ଲେମ୍ବୁ ମିଶେଇବା ମାତ୍ରେ ଏହା ଚିଡି ଯାଇଥାଏ ସେଥିପାଇଁ ଆପଣଙ୍କୁ ଆମେ ଗୋଟେ ଉପାୟ କହିବୁ ଯାହା ଦ୍ଵାରା କ୍ଷୀର ମଧ୍ୟ ଚିଡିବ ନାହିଁ ଓ ଆପଣଙ୍କୁ ନିଜ ଉପଚାର ମଧ୍ୟ ମିଳିଯିବ । ତେବେ ଆପଣଙ୍କୁ କଣ କରିବାକୁ ହବ ଆପଣଙ୍କୁ ଗୋଟେ କପ କ୍ଷୀର ନବାକୁ ହବ ଓ ଫାଳେ ଲେମ୍ବୁ ରସ ନିଅନ୍ତୁ ଏହାକୁ ଆପଣ ସାଙ୍ଗେସାଙ୍ଗ କ୍ଷୀର ଲେମ୍ବୁ ରସରେ ମିଶାଇ ସେବାନ କରନ୍ତୁ ଟିକେ ହେଲେ ବି ଅପେକ୍ଷା କରନ୍ତୁ ନାହିଁ ।

Image Courtesy: Google

ଦେଖିବେ ଏହାର ବହୁତ ଲାଭ ଆପଣଙ୍କୁ ଦେଖିବାକୁ ମିଳିବ ଏହି ଉପାୟ ଆପଣଙ୍କୁ କେବଳ ୩ ଦିନ କରିବାକୁ ହବ ଓ ଏହାର ଲାଭ ଆପଣଙ୍କୁ ପ୍ରଥମ ଦିନରୁ ଅନୁଭବ ହବାକୁ ଲାଗିବ । ଏହା ପରେ ଆମେ ଆପଣଙ୍କୁ ଆହୁରି ଗୋଟେ ଉପାୟ କହୁଛୁ ତାହା ମଧ୍ୟ ଆପଣ କରି ପାରିବେ । ତେବେ ଆପଣଙ୍କୁ ଗୋଟେ ପାଚିଲା କଦଳୀ ନବାକୁ ହବ ଏହାକୁ ମଝିରୁ ଫାଳ କରି ଦିଅନ୍ତୁ ଓ ସେଥିରେ ଖାଇବା କର୍ପୁର ଦୁଇଟି ଚଣା ଭଳି ମାତ୍ରାରେ ନେଇ ପୁରେଇ ଦିଅନ୍ତୁ ଓ ଏହାକୁ ସେବନ କରନ୍ତୁ ।

ତେବେ ଏହା କେବେ କରିବେ ସକାଳେ ଉଠି ନିଜ ନିତ୍ୟ କର୍ମ ସମାପ୍ତ କରି ଆପଣଙ୍କୁ ଏହି କର୍ପପୁର ଯୁକ୍ତ କଦଳୀ ସେବନ କରିବାକୁ ହବ ଏହି ଉପାୟ ଆପଣଙ୍କ ୩ ଦିନ ପାଇଁ କରିବା ଉଚିତ ଯଦି ବହୁତ ପୁରୁଣା ଅର୍ଶ ଅଟେ ତେବେ ଆପଣ ୭ ଦିନ ପାଇଁ କରନ୍ତୁ ଦେଖିବେ ସବୁକିଛି ଭଲ ହୋଇଯିବ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *