ସାଧାରଣତ ଲୋକ ମାନେ ଠାରେ କାଶ ସମସ୍ଯା ଅଧିକ ଦେଖା ଯାଉଛି । କାଶ ଅଧିକ ହେବା ଦ୍ଵାରା ଛାତିରେ କଫ ଜମିଛି, ତଣ୍ଟି ଦରଜ ହୋଇଛି ବା କାଶ ହେବା ଦ୍ଵାରା ଜ୍ଵର ବ୍ଭାଳି ସମସ୍ଯା ଦେଖା ଯାଉଛି ତେବେ ଆପଣଙ୍କ ମାନଙ୍କ ପାଇଁ ଆମେ ଏମିତି ଏକ ହୋମ ରେମେଡି ନେଇ ଆସିଛୁ ଯାହାର ପ୍ରୟୋଗ କରିବା ଦ୍ଵାରା ଏହି ସବୁ ସମସ୍ୟାର ନିବାରଣ ହୋଇ ପାରିବ । ତେବେ ଆସନ୍ତୁ ଜାଣିବା ସେହି ହୋମ ରେମେଡିର ପ୍ରସ୍ତୁତି ବିଷୟରେ ।

ଯଦି ଆପଣଙ୍କର ଶୁଖିଲା କାଶ ହେଉଛି ବା ଛାତି ଭାରି ଲାଗୁଛି ତେବେ କିଛି ହଳଦୀ ଗୁଣ୍ଡ ନିଅନ୍ତୁ । ଏହାକୁ ନିଜ ଗଳାରେ ଜାକି କି ରଖନ୍ତୁ । ହଳଦୀର ଲାଳ ଯେତେବେଳେ ଗାଲାକୁ ଯିବ ସେତେବେଳେ କାଶ ସମସ୍ଯା ଦୂର ହୋଜିବ । କାରଣ ହଳଦୀରେ ଆଣ୍ଟି ଅକ୍ସିଡେଣ୍ଟ ତତ୍ଵ ଭାରି ହୋଇ ରହିଛି ଯାହା ଗଳାକୁ ଠିକ କରିବା ପାଇଁ ବହୁତ ଲାଭଦାୟକ ହୋଇଥାଏ ।
ଏହା ସହ ହଳଦୀ କୁ ଔଷଧ ଭାବେ ମଧ୍ୟ ବ୍ୟବହାର କରା ଯାଇଥାଏ । ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ହିତକାରକ ହୋଇଥାଏ । ଯଦି ଏହି ରେମେଡି ପ୍ରୟୋଗ କରିବା ଦ୍ଵାରା ଆପଣଙ୍କର କାଶ ସମସ୍ୟା ହେଉଛି ବା ଗଳା ବସି ଯାଇଛି ତେବେ ଦିନକୁ ୩ରୁ ୪ ଥର ଆପଣ ଏହାକୁ କରି ପାରିବେ ।
ଆପଣ ଦେଖିବାକୁ ପାଇନେ ଶୁଖିଲା କାଶ ସଂପୂର୍ଣ୍ଣ ଭଲ ହୋଇଯିବ । ଯଦି ଆପଣଙ୍କର କଫ ଜମା ହୋଇ କାଶ ହେଉଛି ତେବେ ଏଥିପାଇଁ ଆବଶ୍ୟକ ରହିଛି ଅଦା ରସ । ଏଥିରେ ଏକ ଚାମଚ ମହୁ ଆଡ କରନ୍ତୁ । ଏହା ପରେ ଭଲ ଭାବେ ମିଶ୍ରଣ କରି ସେବନ କରନ୍ତୁ ।

ଏହି ଉପାୟ ଟି କରିବା ଦ୍ଵାରା ଜାଲି ରହିଥିବା ଛାତି ଖୋଲିବା ସହ କଫ ସବୁ ବାହାରି ଆସିବ । ନାକ ଓ ଗଳା ରେ ଜମା ହୋଇଥିବା କଫ ବାହାରିବା ସହ ଛାତିରେ ଜମା ହୋଇଥିବା କଫ ବାହାରି ଆସିବ । ଅଧିକାଂଶ ସମୟରେ ଅଧିକ ଥଣ୍ଡା ହୋଇଗଲେ ଛାତିରେ କଫ ଜମା ହୋଇ କାଶ ଭଳି ସମସ୍ଯା ଦେଖା ଯାଇଥାଏ । ସେଥିପାଇଁ ଏହି ଉପାୟ କୁ କରନ୍ତୁ ।
ପ୍ରଥମ ଥରରେ ଆପଣଙ୍କୁ କାଶ ଭଳି ସମସ୍ୟାରୁ ରିଲାକ୍ସ ଲାଗିବ । ଯଦି ଅଧିକ କାଶ ହେଉଥାଏ ତେବେ ଏହି ରେମେଡି କୁ ଆପଣ ଦିନକୁ ୩ ରୁ ୪ ଥର ସେବନ କରି ପାରିବେ । ତେବେ ଶୁଖିଲା କାଶ ଓ କଫ ହୋଇ କାଶ ହେଉଥିଲେ ଏହି ୨ଟି ଘରୋଇ ଉପକାର ପ୍ରୟୋଗ କରନ୍ତୁ ।

ଦେଖିବେ ନିଶ୍ଚିନ୍ତ ଭାବେ ଆପଣଙ୍କର ଏହି ସମସ୍ୟା ତୁରନ୍ତ ଦୂର ହୋଇଯିବ । ଏହା ଏକ ପ୍ରାକୃତିକ ଉପଚାର ଅଟେ ଯାହାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନାହି । ଏହା ସହ ଏଥିରେ ବ୍ୟବହାର କରା ଯାଉଥିବା ଜିନିଷ ଗୁଡିକ ଆପଣଙ୍କୁ ଅତି ସହଜରେ ଘରୁ ମିଳି ପାରିବ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
