ଏହାକୁ 1 ଚାମଚ ପିଇ ନିଅ, ଅନିୟମିତ ପିରିୟଡ୍ସରେ ବି ତୁରନ୍ତ ଗର୍ଭ ରହିବ… Pregnancy Tips

ପିରିୟଡ୍ସ ବା ଋତୁଶ୍ରାବ ବିଷୟରେ ପ୍ରତ୍ଯେକ ନାରୀ ଓ ଝିଅମାନେ ଜାଣିଥାନ୍ତି । ତେବେ ଏହି ପିରିୟଡ୍ସ ସବୁ ମାସରେ ହୋଇଥାଏ , ଏହା ୨୮ ରୁ ୩୦ ଦିନ ଅନ୍ତରରେ ହୋଇଥାଏ । କିନ୍ତୁ ଏପରି ଅନେକ ଝିଅ ଅଛନ୍ତି ଯେଉନମାନଙ୍କର ପିରିୟଡ୍ସ ରେ ଅନିୟମତା ଦେଖା ଦେଇଥାଏ ।

ଯେପରି କି ୨ ବା ୩ ମାସ ଅନ୍ତରରେ ପିରିୟଡ଼ ହେବା, ପିରିୟଡ଼ ସମୟରେ ରକ୍ତଶ୍ରାବ କମ ବା ବେଶୀ ହେବା ଆଦି ସମସ୍ୟା ଦେଖାଦେଇଥାଏ । ଏହା ଶରୀର ପାଇଁ ଭଲ ହୋଇନଥାଏ । ଏହା ଭବିଷ୍ୟତ ରେ ଗର୍ଭଧାରଣ ସମୟରେ ଅସୁବିଧାର କାରଣ ହୋଇଥାଏ । କିଛି ମହିଳା ଏହି ପିରିୟଡ଼ ଅନିୟମିତତା କାରଣରୁ ମା ହେବାରୁ ବଞ୍ଚିତ ହୋଇଥାଆନ୍ତି । ତେବେ ଏହାର କାରଣ ଓ ସମାଧାନ ସମ୍ପର୍କରେ ଆମେ ଆଜି ଜାଣିବା ।

ପ୍ରଥମ କଥା ହେଉଛି ଖାଦ୍ୟପାନ । ଆମେ ହରମୋନ ପ୍ରସ୍ତୁତ ରେ ସାହାର୍ଯ୍ୟ କରୁଥିବା ସବୁ ଖାଦ୍ୟ ଆମ ପ୍ରତିଦିନ ଖାଦ୍ଯରେ ରେ ରହିନଥାଏ । ଦ୍ଵିତୀୟ କଥା ଟି ହେଉଛି ବର୍ତମାନ ସମୟରେ ଆମେ ସମସ୍ତେ ମେଶିନ ଯନ୍ତ୍ରପାତି ରେ ପ୍ରୟାତ କିଛି କାର୍ଯ୍ୟ କରୁଛେ । ଯାହା ଫଳରେ ଦୈନଦିନ ଜୀବନରେ ଏହାର ପ୍ରଭାବ ପଡୁଛି । ଆମର ଶାରୀରିକ ଶକ୍ତି ବ୍ୟବହାର ହେଉ ନାହିଁ । ଯାହାକି ହରୋମୋନ ମଧ୍ୟରେ ଅନିୟମତା ଦେଖାଯାଏ ।

ତେବେ କିପରି ପିରିୟଡ୍ସ ନିୟମିତ କରା ଯାଇ ପାରିବ ଯଦି ଆପଣ ଖାଦ୍ୟ ପେୟ ଠିକ ରଖିବେ ଓ ଖାଦ୍ୟ ରେ ପ୍ରତିଦିନ ଅଞ୍ଜିର ଓ କିସମିଶ ରଖିବେ । ନିୟମିତ ଏକ୍ସରସାଇଜ ବା ବ୍ୟାମ କରିବେ । ପିରିୟଡ୍ସ ଅନିୟମତା ହେଲେ ପେଟକଷ୍ଟ , ମୁହଁରେ ବ୍ରଣ ଆଦି ସମସ୍ଯା ଦେଖାଯାଇଥାଏ ଓ ଗର୍ଭଧାରଣ ସମୟରେ ମଧ୍ୟ ଅସୁବିଧା ହୋଇଥାଏ । ଏହି ଅନିୟମତା PCOD ବା THYROID ଭଳି ସମସ୍ୟାରେ ଦେଖାଯାଏ କିମ୍ବା ଅନ୍ୟ କୌଣସି ହରମୋନ ଅନିୟନ୍ତ୍ରରତା ପାଇଁ ବା ପୋଷଣ ଅଭାବରୁ ହୋଇପାରେ ।

ତେଣୁ ଏହି ପିରିୟଡ୍ସ ଅନିୟମିତା ଦୂର କରିବା ପାଇଁ ଆପଣ ଏକ ଆୟୁର୍ବେଦ ଶିରପ ପିଇ ପାଇ ପାରିବେ । ଏହି ଶିରପ ସହିତ ଆପଣ ଅଞ୍ଜିର ଓ କିସମିସ ନିଜ ଖାଦ୍ଯରେ ସାମିଲ କରନ୍ତୁ ଓ ନିୟମିତ ବ୍ୟାମ କରନ୍ତୁ । ଏହି ପରି ୩ ମାସ କରିବା ଦ୍ଵାରା ଆପଣଙ୍କ ର ପିରିୟଡ୍ସ ଅନିୟମିତା ଜନିତ ସମସ୍ଯା ଦୂର ହେବ । ଆପଣ ମଧ୍ୟ ଗର୍ଭ ଧାରଣ କରି ପାରିବେ । ଏହି ସିରପ ଟି ସମ୍ପୂର୍ଣ୍ଣ ରୂପେ ଆୟୁର୍ବେଦିକ ଅଟେ । ଏଥିରେ ଅଶୋକଛାଲ, ଅର୍ଜୁନ, ଅଶ୍ଵଗନ୍ଧା, ଜଟାମାସି, ମୋଠା , ଗୁଲାର, ଲାର୍ଧା, ଦାରୁ ହଳଦୀ, ଲାଲ ଚନ୍ଦନ ଭଳି ଆୟୁର୍ବେଦିକ ଜିନିଷ ଅଛି ।

ଯାହା ଆପଣଙ୍କ ପିରିୟଡ଼ ଅନିୟମିତତା, ବ୍ରଣ ଆଦି ସମସ୍ୟା ଦୁର କରିବ । ଆପଣଂକୁ ଯଦି PCOD ଥାଏ ତେବେ ବି ଆପଣ ଏହି ସିରପ ପିଇ ପାରିବେ । ଏହି ସିରପ ସକାଳ ଜଲଖିଆ ଖାଇବା ପରେ ଅଧ ଚାମଚ ଓ ରାତିରେ ଖାଦ୍ୟ ଖାଇବା ପରେ ଅଧ ଚାମଚ ଖାଇବେ । ଏହା ୩ ମାସ ମଧ୍ୟରେ ଆପଣଙ୍କ ପିରିୟଡ଼ ଅନିୟମିତତା କୁ ଦୂର କରିଦେବ । ଏହି ସିରପ ଟି ହେଉଛି ନମ୍ୟା ଲାଇଫ ସାଇନ୍ସ ଦ୍ୱାରା ପ୍ରସ୍ତୁତ ୧୦୦% ଆୟୁର୍ବେଦିକ ସିରପ ।

Leave a Reply

Your email address will not be published. Required fields are marked *