କେବଳ 15 ଦିନ ଭିତରେ ନିଜ ଚର୍ବି କମ କରି, ଓହଳି ପଡିଥିବା ପେଟକୁ କରନ୍ତୁ ଫ୍ଲାଟ- How to reduce Belly Fat

ଆପଣ ମାନେ ସମସ୍ତେ ଆଜିକା ସମୟରେ ଏହା ଦେଖିବାକୁ ପାଉଥିବେ ଯେ ଲୋକଙ୍କ ଓଜନ ଦିନକୁ ଦିନ କେତେ ବଢିବାରେ ଲାଗିଛି ତେବେ ଏହି ଓଜନ ବଢିବାର କାରଣ କେହି ଜାଣିବାକୁ ଇଛା କରନ୍ତି ନାହିଁ କିନ୍ତୁ ସମସ୍ତେ ଓଜନ କମ କରିବା ପାଇଁ ଉପାୟ ଖୋଜନ୍ତି । କଣ ଆପଣ ଜାଣିଛନ୍ତି ନିଜ ଓଜନ ବଢିବାର କାରଣ ଯଦି ଜାଣିଛନ୍ତି ତେବେ ନିବାରଣ ଆପଣଙ୍କ ପାଖରେ ଅଛି । କିନ୍ତୁ ଯଦି ଜାଣି ନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ଏହାର ମୁଖ୍ୟ କାରଣ ବିଷୟରେ କହିବାକୁ ଯାଉଛୁ ।

ଆଜିକା ସମୟରେ ସବୁଠାରୁ ବଡ ସମୟା ଓଜନ ବଢିବା ହୋଇ ଯାଇଛି କାହିଁକିନା ଥରେ ଓଜନ ବଢିବା ପରେ ଏହାକୁ କମେଇବା ବହୁତ କଷ୍ଟକର ହୋଇଥାଏ । କଣ ଆପଣ ଏହା ଜାଣିଛନ୍ତି ଯେ ଆଜିକା ସମୟରେ ଲୋକ ଯେଉଁ ବାହାର ଖାଦ୍ୟ ସେବନ କରୁଛନ୍ତି ସେଥିରେ କେତେ ଖରାପ ତେଲ ବ୍ୟବହାର କରା ଯାଉଛି ।

ସବୁ ଦିନ ସେହି ତେଲକୁ ଅତ୍ୟଧିକ ତାପମାତ୍ରାରେ ଗରମ କରା ଯାଉଛି ଆଉ କାମ ସାରିବା ପରେ ଏହାକୁ ଥଣ୍ଡା କରି ରଖି ଦିଆ ଯାଉଛି କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ଏହି ତେଲ ଆମ ଶରୀର କେତେ ଭଲ ଜୀବାଣୁ ମାନଙ୍କ ହତ୍ୟା କରିଥାଏ ଆଉ ଆମ ଶରୀରରେ ଚର୍ବି ରୂପ ନେଇଥାଏ ।

ଏହା ଛଡା ବହୁତ ଲୋକଙ୍କ ଶରୀରରେ ମେଟାବୋଲିଜିମ ସଠିକ ଭାବରେ କାମ କରି ନଥାଏ ଯାହା ଦ୍ଵାରା ମଣିଷ ଶରୀରରେ ଥିବା ଇନସୁଲିନ ନାମକ ହାର୍ମୋନ ଭଲ ଭାବରେ କାମ କରି ପାରି ନଥାଏ ଯାହା ଦ୍ଵାରା ଊର୍ଜା ପରିଣତ ହବା ଖାଦ୍ୟ ଚର୍ବିରେ ପରିଣତ ହୋଇଥାଏ ଆଉ ମଣିଷ ଦିନକୁ ଦିନ ମୋଟା ହୋଇଥାଏ ।

ତେବେ ଏହି କଥା ଆପଣ ମାନେ ସମସ୍ତେ ଜାଣିଥିବେ ଯେ ମୋଟା ହବା ଦ୍ଵାରା ଆପଣଙ୍କୁ ହଜାର ହଜାର ରୋଗ ମାଡି ବସି ଥାନ୍ତି ଆପଣ ଯଦି ଏହି ଭଳି ସମସ୍ୟାରୁ ମୁକ୍ତି ପାଇବାକୁ ଇଛା ରଖନ୍ତି ତେବେ ଜାଣି ରଖନ୍ତୁ । ଆପାନଙ୍କ ଗ୍ଫ୍ହାରେ କାବୁଲି ବୁଟ ତରକାରୀ ହାଉଥିବ ଆପଣ ଗୋଟେ ରାତି ଆଗରୁ ବୁଟକୁ ଭିଜେବା ପାଇଁ ପାଣିରେ ପକାଇଥାନ୍ତି ଆଉ

ସକାଳେ ସେହି ପାଣିରୁ ବାହାର କରି ବୁଟ ତରକାରୀ କରନ୍ତୁ ଆପଣଙ୍କୁ ସେହି ରାତି ଭିଜା ପାଣି ଦରକାର ସେହି ପାଣିକୁଆ ଭଲରେ ଫୁଟାନ୍ତୁ ସେଥିରେ ଲେମ୍ବୁ ଛୋଟ ଛୋଟ କରି କାଟି ପକାନ୍ତୁ ମନେ ରଖିବେ ଚୋପା ବାହାର କରିବେ ନାହିଁ, ଏହା ପରେ ସେଥିରେ କିଛି ଧନିଆ ପତ୍ର ଡାଲ ସହ ପକାନ୍ତୁ ଆଉ ଫୁଟିବା ପାଇଁ ଛାଡି ଦିନତୁ ।

ସବୁ ଜିନିଷ ଭଲ ଭାବରେ ଫୁଟି ଗଲା ପରେ ଆପଣ ତାକୁ ଛାଣି ଗ୍ଳାସ ଜାରରେ ରଖି ନିଅନ୍ତୁ ଏହା ପରେ ଆପଣ ତାକୁ ଚା ଭଳି ଗରମ ଗରମ ସେବନ କରନ୍ତୁ ଆଉ ସେସ ଫ୍ରିଜରେ ରଖି ଦିଅନ୍ତୁ । ଏହାକୁ ପରେ ଗରମ କରି ପିଆନ୍ତୁ ଆପାଙ୍କ ଓଜନ ୧୫ ଦିନରେ କମିଯିବ ଦେଖିବେ ।

Leave a Reply

Your email address will not be published. Required fields are marked *