ବନ୍ଧୁଗଣ, ମଙ୍ଗଳବାର କୁ ଯେଉଁ ବ୍ୟକ୍ତି ଏହି ୫ଟି କାର୍ଯ୍ୟ କରିଥାଏ ତାଙ୍କୁ ବର୍ବାଦ ହେବାକୁ ସ୍ୱୟଙ୍ଗ ବଜରଙ୍ଗବାଲି ମଧ୍ୟ ଅଟକାଇ ପାରନ୍ତି ନାହିଁ । ସେହି ବ୍ୟକ୍ତି ମାନଙ୍କ ଉପରେ ଅନେକ ପ୍ରକାରର ସଙ୍କଟ ଆସିଥାଏ । ବନ୍ଧୁଗଣ ବଜରଙ୍ଗବାଲି ସେହିଭଳି ବ୍ୟକ୍ତି ମାନଙ୍କ ଜୀବନରେ ମହାପ୍ରଳୟ ନେଇ ଆସିଥାନ୍ତି । ଏଥିପାଇଁ ମଙ୍ଗଳବାର ଦିନ ଏହି କାମ କରିବା ଆଦୌ ଅନିବାର୍ଯ୍ୟ ଅଟେ । ଆସନ୍ତୁ ତେବେ ଜାଣିନେବା ସେହି ମହତ୍ବପୂର୍ଣ୍ଣ କଥା ସମ୍ବନ୍ଧରେ ଯାହାକୁ କରିବାକୁ ଶାସ୍ତ୍ର ଅନୁଯାୟୀ ବାରଣ କରାଯାଇଛି । ବନ୍ଧୁଗଣ ମଙ୍ଗଳବାର ଏବଂ ଶନିବାର ବଜରଙ୍ଗବାଲି ଙ୍କର ଖାସ ଦିନ ହୋଇଥାଏ ।
୧- ସମ୍ବନ୍ଧ;- ବନ୍ଧୁଗଣ ଯଦି ଆପଣ ଚାହୁଞ୍ଚନ୍ତି ଯେ, ଆପଣଙ୍କ ଜୀବନ ବହୁତ ସୁଖମୟ ଏବଂ ଶାନ୍ତିପୂର୍ଣ୍ଣ ଭାବରେ ବିତିଯାଉ । ତେବେ ଆପଣ ମଙ୍ଗଳବାର ଦିନ ସମ୍ବନ୍ଧ ରଖନ୍ତୁ ନାହିଁ । ଯଦି ଆପଣ ଏହିଦିନ ସମ୍ବନ୍ଧ ରଖନ୍ତି ତେବେ, ପ୍ରଭୁ ହନୁମାନ ଙ୍କ କ୍ରୋଧର ଶିକାର ହୋଇପାରନ୍ତି । ବନ୍ଧୁଗଣ ଶାସ୍ତ୍ର ଅନୁସାରେ କୁହାଯାଇଅଛି ଯେ, ଏହି ଦିନ ସମ୍ବନ୍ଧ ରଖିଲେ ଆପଣଙ୍କ ଠାରୁ ଜାତ ସନ୍ତାନ ମଧ୍ୟ କିନ୍ନର ଜନ୍ମ ହେବ । ଏଥିପାଇଁ ଆପଣ ସାବଧାନତା ଅବଲମ୍ବନ କରନ୍ତୁ ।
୨- ଦୁଗ୍ଧ ରେ ପ୍ରସ୍ତୁତ ପଦାର୍ଥ କିଣନ୍ତୁ ନାହିଁ;- ବନ୍ଧୁଗଣ ମଙ୍ଗଳବାର ଦିନ ଦୁଗ୍ଧ ରେ ପ୍ରସ୍ତୁତ ଜିନିଷ ଯଥା ରାବିଡି, ମିଠା, କାଲାକାନ୍ଧ ଇତ୍ୟାଦି କିନ୍ତୁ ନାହିଁ । ଦର୍ଶକବନ୍ଧୁ ଦୁଗ୍ଧକୂ ଚନ୍ଦ୍ରମାର କାରକ ମାନାଯାଇଅଛି । ବନ୍ଧୁଗଣ ଆପଣ ପ୍ରାଏ ଜାଣି ନଥିବେ, ଚନ୍ଦ୍ରମା ଏବଂ ମଙ୍ଗଳ ପରସ୍ପର ର ବିରୋଧୀ ଅଟନ୍ତି । ଏହିଦିନ ଦୁଗ୍ଧ ରେ ପ୍ରସ୍ତୁତ ଜିନିଷର ଆଦୌ କିଣନ୍ତୁ ନାହିଁ ।
୩- ଲୁହା ର ଜିନିଷ କିଣନ୍ତୁ ନାହିଁ;- ବନ୍ଧୁଗଣ ମଙ୍ଗଳବାର ଦିନ ଲୁହାରେ ନିର୍ମିତ ଜିନିଷ ଆଦୌ କିଣନ୍ତୁ ନାହିଁ । ଶନିବାର ଭଳି ମଙ୍ଗଳବାର ମଧ୍ୟ ଲୁହା ର ଜିନିଷ କିଣିବା ବାରଣ କରାଯାଇଛି । ଏହିଦିନ ଷ୍ଟିଲ ବାସନ ଅଥବା ଧାର ହୋଇଥିବା କୌଣସି ପ୍ରକାରର ଜିନିଷ କିଣନ୍ତୁ ନାହିଁ । ବନ୍ଧୁଗଣ ଏହା ସହିତ ମଙ୍ଗଳବାର ଦିନ ନିଜର କେଶ ସହିତ ନଖ କେବେ ମଧ୍ୟ କାଟନ୍ତୁ ନାହିଁ । ଏଭଳି କରିବା ଦ୍ଵାରା ବଜରଙ୍ଗବାଲି କ୍ରୋଧ କରିଥାନ୍ତି ।
୪- ଶ୍ରିଙ୍ଗାର ର ଜିନିଷ କିଣନ୍ତୁ ନାହିଁ;- ବନ୍ଧୁଗଣ ଶାସ୍ତ୍ର ଅନୁଯାୟୀ ମାନ୍ୟତା ରହିଅଛି ଯେ, ମଙ୍ଗଳବାର ଦିନ ସୌନ୍ଦର୍ଜ୍ୟ ପ୍ରସାଦ ଜିନିଷ ଅଥବା ବସ୍ତୁ ଆଦୌ କିଣିବା କଥା ନୁହେଁ । ଏହି ଜିନିଷକୁ ସୋମବାର କିମ୍ବା ଶୁକ୍ରବାର ଦିନ କିଣିବା ବହୁତ ଶୁଭ ମାନା ଯାଇଅଛି । ଏହା ସହିତ ମଙ୍ଗଳବାର ଦିନ କଳା କପଡା କିଣନ୍ତୁ ନାହିଁ । ଏହିଦିନ କଳା କପଡା ପିନ୍ଧିବା ମଧ୍ୟ ବାରଣ କରାଯାଇଅଛି । ମାତ୍ର ଯଦି ଲାଲୀ ରଙ୍ଗର କପଡା ଏହିଦିନ ଆପଣ ପରିଧାନ କରନ୍ତି, ତେବେ ତାହା ଆପଣଙ୍କ ନିମନ୍ତେ ବହୁତ ଶୁଭ ଫଳ ଆଣି ଦେବ । ଏହା ସହିତ ଆପଣଙ୍କର ମଙ୍ଗଳ ଦୋଷ ରହୁଥିଲେ, ତାହାର ପ୍ରଭାବ କ୍ଷୟ ହୋଇଥାଏ ।
୫- ମାଛ, ମାଂସ ଏବଂ ମ-ଦି-ରା ଠାରୁ ଦୂରରେ ରୁହନ୍ତୁ;- ବନ୍ଧୁଗଣ ବଜରଙ୍ଗବାଲି ଙ୍କର କ୍ରୋଧର ସାମ୍ନା ଖାସ କରି ଏହିଭଳି ଲୋକଙ୍କୁ କରିବାକୁ ପଡିଥାଏ, ଯେଉଁମାନେ ଏହିଦିନ ମାଛ ମାଂସ ର ଭକ୍ଷଣ କରିଥାଏ, ଏହିଭଳି କ୍ଷେତ୍ରରେ ବଜରଙ୍ଗବାଲି ସେହି ଲୋକ ମାନଙ୍କୁ ବରବାଦ କରି ଛାଡିଥାନ୍ତି । ବନ୍ଧୁଗଣ ଏହି ନିୟମ ଗୁଡିକ ମାନି ଚାଲନ୍ତୁ ଆପଣଙ୍କର ମଙ୍ଗଳ ହେବ । ଏହି ମହତ୍ବପୂର୍ଣ୍ଣ ବିବରଣୀ କୁ ନେଇ ଆପଣଙ୍କ ର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।