ଗୋଟେ ଥର ବ୍ୟବହାର କରି ଚେହେରା ଏତେ ଗୋରା ଓ ସୁନ୍ଦର ହୋଇଯିବ କି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ- Skin Whitening

ଆଜିକା ସମୟରେ ସୁନ୍ଦର ନହେଲେ କେହି ଆପଣଙ୍କୁ ପଚାରିବେ ନାହିଁ, ତେବେ ସମସ୍ତଙ୍କ ମନରେ ଏହି ଆଶା ରହିଥାଏ ଯେ ମୁଁ ଟିକେ ଗୋରା ହୋଇଯିବ ବା ମୋ ମୁହଁ ବ୍ର-ଣ କେମିତି ଜୀବ ଏହା ବିଷୟରେ ମଧ୍ୟ ଆପଣଙ୍କୁ ଚି-ନ୍ତା ହୋଇଥାଏ । ତେବେ ମାର୍କେଟରେ ବହୁତ ପ୍ରକାର ବ୍ୟୁ-ଟି ଜିନିଷ ଆସିଥାଏ ଯାହା ଲୋକମାନେ ବ୍ୟବହାର କରନ୍ତି କିନ୍ତୁ ଏହା ବହୁତ ରି-ସ୍କ କାମ ହୋଇଥାଏ କାହା କାହା ଉପରେ ଏହା କାମ କରିନଥାଏ ଆଉ ତାଙ୍କୁ ସା-ଇ-ଡ-ଇ-ଫେ-କ୍ଟ ଦେଖେଇ ଥାଏ ।

କିଛି ଜିନିଷ ନକଲି ହୋଇଥାଏ ଯାହା ଆପଣଙ୍କ ଚେହେରା ସୁନ୍ଦର କରିବା ଛଡା ଖ-ରା-ପ କରିଥାଏ । ତେବେ ଆଜି ଆମେ ଆପଣଙ୍କୁ କିଛି ଘରୋଇ ଉପଚାର କହିବାକୁ ଯାଉଛୁ ଯାହା କରିବା ଦ୍ଵାରା ଆପଣଙ୍କ ଚେହେରା ଗୋଟେ ଦିନରେ ଚମକିବା ଆରମ୍ଭ କରିବ ଆଉ ଏହା ନେଚୁରାଲ ଜିନିଷ ଦ୍ଵାରା ହବ ।

ଆପଣ ମାନେ ସମସ୍ତେ ନିଜ ଚେହେରା ବିଷୟରେ ବହୁତ ଚି-ନ୍ତା କରୁଥିବେ ଆଉ ବହୁତ ଉପାୟ ମଧ୍ୟ କରୁଥିବେ କିନ୍ତୁ ଆଜି ଆମେ ଯାହା ଆପଣଙ୍କୁ କହିବାକୁ ଯାଉଛୁ ତାହା ଆପଣଙ୍କୁ କେହି କହି ନଥିବେ ନା କେହି ଆପଣଙ୍କୁ ବୁଝାଇଥିବେ । ଆପଣଙ୍କୁ ବେସନ ଆବଶ୍ୟକ ଅଟେ ବେସନ ନେ-ଚୁ-ରା-ଲ ସ୍କ୍ର-ବ-ର ଅଟେ ଯାହା ଆପଣଙ୍କ ଚେ-ହେ-ରା ଡେ-ଡ ସ୍କି-ନ-କୁ ବାହାର କରିବାରେ ସାହାଜ୍ଯ କରିଥାଏ ଯାହା ଦ୍ଵାରା ଆପଣଙ୍କ ନୂଆ ସ୍କିନ ଦେଖା ଦେଇଥାଏ ଆଉ ଆପଣଙ୍କୁ ଫ୍ରେସ ଲାଗିଥାଏ ।

ଏହା ପରେ ଆପଣଙ୍କୁ ଅଧା ଲେମ୍ବୁ ଆବଶ୍ୟକ ଅଟେ ଲେମ୍ବୁ ଗୋଟେ ଏମିତିକା ଜିନିଷ ଯେଉଁଥିରେ ଭରପୁର ମାତ୍ରାରେ ବିଟାମିନ ସି ଥାଏ ଯାହା ଆମ ଚେହେରା ପାଇଁ ଅତି ଆବଶ୍ୟକ ହୋଇଥାଏ । ଏହା ପରେ ଆପଣଙ୍କୁ ଏଲୋଭେରା ଆବଶ୍ୟକ ହୋଇଥାଏ ଯାହା ବହୁତ ଭଲ ଏ-ନ୍ଟି-ଏ-ଜି-ଙ୍ଗ ଭଳି କାମ କରିଥାଏ, ତେବେ ଏହା ଛଡା ଆପଣଙ୍କୁ ପେ-ଷ୍ଟ ମଧ୍ୟ ଆବଶ୍ୟକ କିନ୍ତୁ ମନେ ରଖିବେ ଧଳା ପେ-ଷ୍ଟ ବ୍ୟବହାର କରିବେ କୋଲଗେଟ ଯାହା ଆମେ ଦାନ୍ତ ସଫା କରିବା ପାଇଁ ବ୍ୟବହାର କରିଥାଉ ।

ଆପଣଙ୍କୁ ଅଧ ଚାମଚ ପେ-ଷ୍ଟ ନବାର ଅଛି ଏହା ପରେ ଆପଣ ଅଧା ଲେମ୍ବୁ ରସ ନିଅନ୍ତୁ ଏହା ପରେ ଆପଣ ଗୋଟେ ଚାମଚ ଏଲୋଭେରା ଜେଲ ନିଅନ୍ତୁ ଏହା ପରେ ଆପଣ ଦୁଇ ଚାମଚ ବେସନ ନିଅନ୍ତୁ ସବୁ ମିଶାଇ ଗୋଟେ ପେ-ଷ୍ଟ ତିଆରି କରନ୍ତୁ ଆଉ ଏହି ପେ-ଷ୍ଟ ସବୁ ସପ୍ତାହରେ ୩ ଥର ବ୍ୟବହାର କରନ୍ତୁ । ଏହାକୁ ଲଗାଇ ୧୫ ମିନିଟ ପାଇଁ ଛାଡି ଦିଅନ୍ତୁ ଏହା ପରେ ଥଣ୍ଡା ପାଣିରେ ଏହାକୁ ଧୋଇ ଦିଅନ୍ତୁ ଦେଖିବେ ଆପଣଙ୍କ ଚେହେରା ସଫା ଓ ଗୋରା ଦେଖାଯିବ ।

Leave a Reply

Your email address will not be published. Required fields are marked *