କେବଳ ଦୁଇବୁନ୍ଦା ତେଲ ନାଭିରେ ପକାନ୍ତୁ ଏବଂ ଚେହେରାର ଗ୍ଲୋ ବଢାନ୍ତୁ- ଜାଣନ୍ତୁ କେମିତି

ଏହି ଦୁନିଆରେ ସୁନ୍ଦର ଦେଖାଯିବାର ଇଚ୍ଛା ସମସ୍ତଙ୍କ ମନରେ ଥାଏ ଏବଂ ନିଜର ଏହି ଇଚ୍ଛାକୁ ପୂରଣ କରିବା ପାଇଁ ଲୋକ କେତେ କ ପ୍ରକାରର ମହଙ୍ଗା ପ୍ରଡ଼କ୍ଟସ ରେ ବ୍ୟବହାର କରନ୍ତି । ଏଥିରେ ଲୋକଙ୍କର ସୁନ୍ଦରତାରେ କିଛି ଖାସ ଚମକ ଆସିନଥାଏ । ଯେଉଁ କାରଣରୁ ଲୋକ ନିରାଶ ବି ହୋଇଯାନ୍ତି । ଆପଣ କେବେ ଭାବିଛନ୍ତି କି ଆଗରୁ ଯେତବେଳେ ଏହି ସବୁ ନଥିଲା ଲୋକ କେମିତି ସୁନ୍ଦର ଦେଖାଯାଉଥିଲେ ।

ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ଏମିତି ପୁରୁଣା ଉପାୟ ଆଣିଛୁ ,ଯାହାକୁ ଆଗକାଳରେ ରାଜାଙ୍କ ଘରର ମହିଳା ଏବଂ ପୁରୁଷ ମାନେ ବ୍ୟବହାର କରୁଥିଲେ ।

ଏହି ଉପାଯରେ କେବଳ ମହିଳା ନୁହେଁ ପୁରୁଷ ବି ସୁନ୍ଦର ଦେଖାଯାଇ ପାରିବେ । ଆଗକାଳରେ ଲୋକମାନେ ଆୟୁର୍ବେଦକୁ ଅଧିକ ବିଶ୍ବାସ କରୁଥିଲେ । ଆୟୁର୍ବେଦରେ କୌଣସି ସାଇଡ ଇଫେକ୍ଟ ନଥାଏ ଏବଂ ଏହାର ପ୍ରଭାବ ଚେହେରାର ଚମକ ବଢାଇ ଦେଇଥାଏ ।

ଆଗକାଳରେ ଲୋକମାନେ ସୁନ୍ଦରତା ପାଇଁ ଜଡିବୁଟିର ରସକୁ ନାଭିରେ ପକାଉଥିଲେ । ଯେଉଁଥିରେ ଚେହେରା ଉଜ୍ଵଳ ଦେଖାଯାଇଥାଏ । ଏଥିପାଇଁ ଆଜି ଆମେ ଆପଣଙ୍କୁ କହିବୁ କି ବିନା ପ୍ରଡ଼କ୍ଟସ ରେ ଆପଣ ନିଜର ଚେହେରାକୁ ସୁନ୍ଦର କରିପାରିବେ । ଆସନ୍ତୁ ଜାଣିବା ଏହି ବିଷୟରେ ।

୧ -ନାଭିରେ ଦୁଇବୁନ୍ଦା ଲିମ୍ବ ତେଲ ପକାଇଲେ ଆପଣଙ୍କ ଚେହେରାରୁ ବ୍ରଣ କମିଯାଇ ଥାଏ ।

୨ -ଏହାଛଡା ନାଭିରେ ଦୁଇବୁନ୍ଦା ଦେଶୀ ଘିଅ ପକାଇଲେ ଆପଣ ଶ୍ୟାମଳ ହୋଇଥିଲେ ଗୋରା ହୋଇଯିବେ ଏବଂ ଏହା ସହିତ ଆପଣଙ୍କ ଓଠ ବି ନରମ ହୋଇଯାଇଥାଏ ।

୩ -ପ୍ରତିଦିନ ନାଭିରେ ଦୁଇବୁନ୍ଦା ମହୁ ପକାଇଲେ ଡ୍ରାଏ ସ୍କିନ ଦୂର ହୋଇଥାଏ ।

୪ -ଯଦି ଆପଣଙ୍କ ଚେହେରାରେ କୌଣସି ଦାଗ ଥାଏ ତାହେଲେ ନାଭିରେ ଦୁଇବୁନ୍ଦା ଗୋଲାପ ଜଳ ପକାନ୍ତୁ ଏଥିର ସବୁ ଦାଗ ଦୂର ହୋଇଯିବ ।

୫ -ଯଦି ଆପଣ ଆପଣଙ୍କ ରଙ୍ଗକୁ ଆହୁରି ସୁନ୍ଦର କରିବାକୁ ଚାହୁଁଛନ୍ତି ତାହେଲେ ନାଭିରେ ଦୁଇବୁନ୍ଦା ଅଲିଭ ଅଏଲ ପକାନ୍ତୁ ।

୬ -ଚେହେରାରେ ଗ୍ଲୋ ଆଣିବା ପାଇଁ ନାଭିରେ ଦୁଇବୁନ୍ଦା ବାଦାମର ତେଲ ପକାନ୍ତୁ । ଏହା ସହିତ ସୋରିଷ ତେଲ ନାଭିରେ ପକାଇବା ଦ୍ଵାରା ଓଠରେ ଚମକ ଆସିଥାଏ ।

ଯଦି ଆପଣ ସତରେ ସୁନ୍ଦର ଦେଖାଯିବା ପାଇଁ ଚାହୁଁଛନ୍ତି ତାହେଲେ ନାଭିରେ କେବଳ ଦୁଇବୁନ୍ଦା ପକାଇ ଦେଖନ୍ତୁ ,ଆପଣଙ୍କୁ ଏହାର ଭଲ ଫଳ ହିଁ ମିଳିବ ।

Leave a Reply

Your email address will not be published. Required fields are marked *