କେବଳ ୭ ଦିନ ଲଗାନ୍ତୁ ଏହି ଜିନିଷ, ଚେହେରା ହୋଇଯିବ ଚାନ୍ଦ ପରି ଗୋରା ଏବଂ ଚମକଦାର

ଦୁନିଆରେ ସମସ୍ତେ ସୁନ୍ଦର ଦେଖାଯିବା ପାଇଁ ନିଜ ଚେହେରାକୁ ଗୋରା ଏବଂ ଚମକଦାର କରିବାକୁ ଚାହାଁନ୍ତି । କାରଣ ଗୋରା ଏବଂ ଚମକଦାର ଚେହେରା ସମସ୍ତଙ୍କୁ ଆକର୍ଷିତ କରିଥାଏ । ଏଥିପାଇଁ କେତେକ ଲୋକ ପ୍ରତିଦିନ କେତେକ ପ୍ରକାରର ବିଯୁଟି ପ୍ରଡ଼କ୍ଟର ବ୍ୟବହାର କରନ୍ତି ଏବଂ ଏହା ସହିତ କିଛି ଲୋକ ସବୁବେଳେ ପାର୍ଲର ଯାଇ ଫେସିଆଲ ଏବଂ ମସାଜ କରିଥାନ୍ତି । ଯେଉଁଥିରେ ତାଙ୍କୁ ବହୁତ ପଇସା ଖର୍ଚ କରିବାକୁ ପଡିଥାଏ ।

କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ଉପାୟ କହିବାକୁ ଯାଉଛୁ ,ଯାହାଦ୍ୱାରା ଚେହେରା ଚାନ୍ଦ ପରି ଗୋରା ଏବଂ ଚମକଦାର ହେଇଯିବ ।

ଆଜି ଆମେ ଯାହା କହିବାକୁ ଯାଉଛୁ ଏହି ଉପାୟ ବହୁତ ସହଜ ଏବଂ ଶସ୍ତା ଉପାୟ ଅଟେ । ଏହାକୁ କେହିବି ଆରାମରେ ନିଜ ଘରେ ବି କରି ପାରିବେ । ଏବଂ ଚେହେରାକୁ ଗୋରା ଏବଂ ଚମକଦାର କରିପାରିବେ । ଏହି ଉପାୟ ଦ୍ଵାରା ଆପଣଙ୍କ ଚେହେରା ବହୁତ ହିଁ ଚମକଦାର ଏବଂ ସୁନ୍ଦର ହୋଇଯିବ ।

ଜାଣନ୍ତୁ କଣ କଣ ଜରୁରୀ ସାମଗ୍ରୀର ଆବଶ୍ୟକତା ହୋଇଥାଏ ।

ଏହି ଉପାୟ ପାଇଁ ଆପଣଙ୍କୁ ଏହି ଜିନିଷର ଆବଶ୍ୟକତା ପଡିବ । ଅଧା ଚାମଚ ହଳଦୀ ,ଏକ ଚାମଚ ବେସନ ,ଏକ ଚାମଚ ମୁଲତାନି ମାଟି ଏବଂ ଦୁଇ ଚାମଚ ଏଲୋବେରା ର ଦରକାର ପଡିବ ।

ଜାଣନ୍ତୁ ଏହାକୁ କେମିତି କରିବେ ଏବଂ ଚେହେରାରେ କେମିତି ଲଗାଇବେ

ପ୍ରଥମେ ଗୋଟିଏ ଛୋଟ ପାତ୍ର ନିଅନ୍ତୁ ଏବଂ ସେଥିରେ ହଳଦୀ ,ବେସନ ,ମୁଲତାନି ମାଟି ଏବଂ ଏଲୋବେରାକୁ ମିଶାଇ ପେଷ୍ଟ ତିଆରି କରନ୍ତୁ । ପେଷ୍ଟ ତିଆରି କରିବା ପରେ ଆପଣଙ୍କ ଚେହେରାକୁ ହାଲକା ଉଷୁମ ପାଣିରେ ଧୋଇ ନିଅନ୍ତୁ ଯାହାଦ୍ଵାରା ଆପଣଙ୍କ ଚେହେରାରେ ଥିବା ବନ୍ଦ ଛିଦ୍ର ଖୋଲି ଯିବ ।

ଏହାପରେ ସେହି ପେଷ୍ଟକୁ ଚେହେରାରେ ଭଲଭାବରେ ଲଗାଇ ଟିକେ ମସାଜ କରି ୨୦ମିନିଟ ପାଇଁ ଶୁଖିବା ପାଇଁ ଛାଡି ଦିଅନ୍ତୁ । ଏହାପରେ ଚେହେରାକୁ ସଫା ପାଣିରେ ଭଲଭାବରେ ଧୋଇ ଦିଅନ୍ତୁ । ଏହି ଉପାୟକୁ ଯଦି ଆପଣ ସପ୍ତାହରେ ୩ଦିନ କରନ୍ତୁ । ୭ଦିନ ଏହି ଉପାୟକୁ କରିବା ପରେ ଆପଣଙ୍କ ଚେହେରା ଗୋଲାପି ଏବଂ ଗୋରା ଏବଂ ଚମକଦାର ବହୁତ ସୁନ୍ଦର ଦେଖିବାକୁ ଲାଗିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *