କେହି ଜାଣି ନାହାନ୍ତି Bachhan ପରିବାର ର ଏହି Dirty Secrets

ବଲୀଉଡରେ ବଚନ ପରିବାର ବହୁତ ବଡ ନା ଅଟେ, ଏହି ପରିବାର ମୁଖ୍ୟ ସ୍ତମ୍ଭ ଅମିତାବ ବଚନ ଅଟନ୍ତି ଓ ତାଙ୍କ ସ୍ତ୍ରୀ ଜୟା ବଚନ ଅଟନ୍ତି । ଜୟା ବଚନ ନିଜ ଅଭିନୟ ପାଇଁ ବହୁତ ପ୍ରସିଦ୍ଧ ଅଟନ୍ତି ଓ ଅମିତାବ ବଚନ କଥା କଣ କହିବା ତାଙ୍କୁ ବଲୀଉଡ ବିଗ ବି କୁହାଯାଏ ଆପଣଙ୍କୁ ଅମିତାବ ଓ ତାଙ୍କ ସ୍ତ୍ରୀଙ୍କ ସମ୍ପର୍କ ଦେଖିବାକୁ ମିଳିଥିବ ଦୁହେଁ ବହୁତ ସହଜ ଲାଗନ୍ତି କିନ୍ତୁ ଏହି ବଚନ ପରିବାରରେ ବହୁତ ରହସ୍ୟ ଲୁଚି ରହିଛି ଯାହା ବାହାର ଲୋକ ବହୁତ କମ ଜାଣିଛନ୍ତି ।

ଆଜି ଆମେ ଆପଣଙ୍କୁ ଅମିତାବ ବଚନ ପରିବାର ବିଷୟରେ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଆପଣ ମାନେ ବହୁତ କମ ଜାଣିଥିବେ ।

Image Courtesy: Google

ଜୟା ବଚନ ପର୍ଦାରେ ଯେମିତି ଦେଖା ଯାନ୍ତି ଅସଲ ଦୁନିଆରେ ସେ ବହୁତ ଅଲଗା ଅଟନ୍ତି, ପର୍ଦାରେ ସେ ବହୁତ ଶାନ୍ତ ସ୍ଵଭାବ ମହିଳା ଦେଖା ଯାନ୍ତି କିନ୍ତୁ ଅସଲ ଜୀବନରେ ସେ ବହୁତ ରାଗି ଅଟନ୍ତି ଯାହାର ଶିକାର ବହୁତ ଥର ମିଡିଆ ଭାଇ ମାନଙ୍କୁ ହବାକୁ ପଡିଥିଲା । ଏହା ଛଡା ଖବର ଅନୁଯାଇ ଜୟା ବଚନଙ୍କ ତାଙ୍କ ଝିଅ ଶ୍ଵେତା ସହ ମଧ୍ୟ ଭଲ ପଡେ ନାହିଁ କାହିଁକିନା କେବଳ ୨୦ ବର୍ଷ ବୟସରେ ଶ୍ଵେତାଙ୍କ ବିବାହ ଜୟା ବଚନ ନିଜ ଇଛାରେ କରାଇ ଦେଲେ ଯାହା ପରେ ଶ୍ଵେତାଙ୍କ ଛାଡପତ୍ର ହୋଇଗଲା ଯାହା ପାଇଁ ଶ୍ଵେତା ନିଜ ମାକୁ ଦୋଷୀ ମାନନ୍ତି, ତେବେ ଏତେ ବଡ କାରଣ ପାଇଁ ଶ୍ଵେତାଙ୍କ ଓ ତାଙ୍କ ମା ଜାୟାଙ୍କ ସମ୍ପର୍କ ଭଲ ରହି ନାହିଁ ।

Image Courtesy: Google

ଏହା ଛଡା ଶ୍ଵେତାଙ୍କ ସମ୍ପର୍କ ତାଙ୍କ ଭାଇ ଅଭିଷେକ ବଚନ ସ୍ତ୍ରୀ ଏସଵରୟା ରାୟ ସହ ମଧ୍ୟ କିଛି ଖାସ ନାହିଁ । କାହିଁକିନା ଅଭିଷେକ ବଚନ ଓ କରିଷ୍ମା କପୁର ବିବାହ ବନ୍ଧନରେ ବାନ୍ଧି ହବାକୁ ଯାଉଥିଲେ ଏହି କଥା ପାଇଁ ଶ୍ଵେତା ବହୁତ ଖୁସି ଥିଲେ କାହିଁକିନା ସେ କରିଷ୍ମାଙ୍କ ବହୁତ ଭଲ ସାଙ୍ଗଠିଲେ କିନ୍ତୁ କିଛି କାରଣ ପାଇଁ ସେହି ବିବାହ ହୋଇ ପାରିଲା ନାହିଁ ଓ ଅଭିଷେକ ନିଜ ବାପାଙ୍କ ଇଛାରେ ଏସ୍ଵର୍ଯାଙ୍କୁ ବିବାହ କଲେ କିନ୍ତୁ ଏହି କଥା ଶ୍ଵେତାଙ୍କୁ ଭଲ ଲାଗିଲା ନାହିଁ କାହିଁକିନା ସେ କରିଶ୍ମାଙ୍କ ବହୁତ ଭଲ ସାଙ୍ଗ ଥିଲେ ଓ ସେ କରିଶ୍ମାଙ୍କୁ ନିଜ ଭାଉଜ କରିବା ପାଇଁ ଇଛା କରୁଥିଲେ ।

Image Courtesy: Google

ଏହା ଛଡା ଏସ୍ଵର୍ଯା ଓ ଜୟା ବଚନ ସମ୍ପର୍କ ମଧ୍ୟ କିଛି ଖାସ ନାହିଁ କାହିଁକିନା ଜୟା ବଚନ ସବୁ ଜିନିଷ ଓ ଲୋକଙ୍କୁ କଣ୍ଟ୍ରୋଲ କରନ୍ତି ଯାହା ଦ୍ଵାରା ତାଙ୍କ ସମ୍ପର୍କ ସମସ୍ତଙ୍କ ସହ ଖରାପ ହୋଇଥାଏ । ଏସ୍ଵର୍ଯା ଯେତେବେଳେ ବିବାହ କଲେ ସେହି ସମୟରେ ତାଙ୍କ କ୍ଯାରିୟର ବଲୀଉଡ ଓ ହଲିଉଡରେ ଟପରେ ଥିଲା କିନ୍ତୁ ବିବାହ ପରେ ଜୟା ବଚନ ଏସ୍ଵର୍ଯାଙ୍କୁ ଫିଲ୍ମ କରିବା ପାଇଁ ମନା କଲେ ।

ଯାହା ପରେ ତାଙ୍କ ନା ବଲୀଉଡ ଦୁନିଆରେ ଲୁପ୍ତ ହବାକୁ ଲାଗିଲା କିନ୍ତୁ କିଛି ବର୍ଷ ତଳେ ଏସ୍ଵର୍ଯା ନିଜ ଇଛାରେ ଗୋଟେ ଫିଲ୍ମ କରିଥିଲେ ଯାହା ନା ଥିଲା ଏ ଦିଲ ହେ ମୁସ୍କିଲ ଯାହା ରଣବିର କପୁର ସହ ଥିଲା ଓ ଏସ୍ଵର୍ଯା ରାୟ ବହୁତ ଇନଟିମେଟ ସିଁ ମଧ୍ୟ କରିଥିଲେ ଯାହା ବଚନ ପରିବାର ଜାଣି ନଥିଲେ ଓ ରିଲିଜ ପରେ ଜାଣିଲେ ଯାହା ତାଙ୍କ ପାଇଁ ମଧ୍ୟ ଆଶ୍ଚର୍ଯ୍ୟ ପୂର୍ଣ ଥିଲା । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *