ଦେଖନ୍ତୁ କିପରି ଭିକାରି ଆମକୁ ଓଲା ବନାନ୍ତି, ଏହି Video ଦେଖି ଆପଣ ଆଶ୍ଚର୍ଯ୍ୟ ହେବେ

ଆମ ଦେଶର ରାସ୍ତା ମାନଙ୍କରେ ଭି-କାରି ଭି-କ ମାଗିବାର ନଜର ଆସିଥାନ୍ତି । ଏଭଳି ଭି-କାରିଙ୍କୁ କିଛି ଲୋକ ମାନେ ଦୟା ଦେଖାଇ ଦାନ କରିଥାନ୍ତି ତ ଆଉ କିଛି ସେମାନଙ୍କୁ ଧିକାର କରି ତାଙ୍କ ସହ ଖରାପ ବ୍ୟବହାର କରିଥାନ୍ତି । ଆମ ଦେଶରେ ୪ କୋଟି ରୁ ଅଧିକ ଭି-କାରି ଅଛନ୍ତି ବୋଲି କଳନା କରା ଯାଇଛି । କିନ୍ତୁ ସୂତ୍ର ଅନୁସାରେ ଏହା ଠାରୁ ଅଧିକ ଭି-କାରି ମଧ୍ୟ ହୋଇ ପାରନ୍ତି । କିଛି ଲୋକ ମାନେ ଶିକ୍ଷିତ ହୋଇଥାନ୍ତି କିନ୍ତୁ ଭି-କାରି ହେବାର ଅଭିନୟ କରିଥାନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଭି-କାରିଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଅଭିନୟ କରି ଭି-କ ମାଗୁଛନ୍ତି । ପ୍ରଥମ ଭିଡିଓ ରେ ଜଣେ ବୃଦ୍ଧ ବ୍ୟକ୍ତି ଅସୁସ୍ଥ ହେବାର ଅଭିନୟ କରି ଭି-କ ମାଗୁଛନ୍ତି । କିନ୍ତୁ ଯେଉଁ ବ୍ୟକ୍ତି ଏହି ଭିଡିଓ କରୁଥିଲେ ସେ ପରେ ଜାଣିବାକୁ ପାଇଲେ ଯେ ବୃଦ୍ଧ ବ୍ୟକ୍ତି ଜଣକ ସଂପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି ।

ଅନ୍ୟ ଏକ ଭିଡିଓ ରେ ଜଣେ ମହିଳା ପିଲାକୁ କୋଳରେ ଧରି ଭି-କ ମାଗିବାର ନଜର ଆସୁଛନ୍ତି । କିନ୍ତୁ ପରେ ଜଣା ପଡିଲା ତାଙ୍କ କୋଳରେ କୌଣସି ପିଲା ନ ଥିଲା ବରଂ ଏକ ଟାଉଲର ପୁଟୁଳା ଥିଲା । ଅନ୍ୟ ଏକ ଭିଡିଓ ରେ ଜଣେ ଲୋକ ନିଜ ଛୁଆର ହାତ କଟି ଯାଇଥିବାର ଦେଖାଇ ଲୋକଙ୍କୁ ଚିକିତ୍ସା ପାଇଁ ଭି-କ ମାଗୁଛି । ସେହି ସମାୟରେ କିଛି ଲୋକଙ୍କର ସ-ନ୍ଦେ-ହ ହେବାରୁ ସେମାନେ ଛୁଆର କାତରେ ବନ୍ଧା ଯାଇଥିବା ପଟି ଖୋଲି ଦେଖିଲେ ଯେ ଛୁଆର ହାତ ଠିକ ଅଛି କୌଣସି ବି କ୍ଷତ ହୋଇ ନାହିଁ ।

ଏହା ପରେ ସେହି ବ୍ୟକ୍ତି ଜଣକ ନିଜ ଛୁଆକୁ ସେଠାରୁ ନେଇ ପଳାୟନ କରିଥିଲା । ବ୍ୟକ୍ତି ର ହାତ ଗୋଡ ଠିକ ଠାକ ଥାଇ ମଧ୍ୟ ସେ ନିଜ ଛୁଆକୁ ଜରିଆ କରି ଭି-କ ମାଗିବାର ଅଭିନୟ କରୁଥିଲା ଯାହା ବାସ୍ତବରେ ନିନ୍ଦନୀୟ ଘଟଣା ଅଟେ । ଅନ୍ୟ ଏକ ଭିଡିଓ ରେ ଜଣେ ବ୍ୟକ୍ତି ନିଜର ଗୋଡକୁ ବାନ୍ଧି ଭି-କ ମାଗୁଥିବାର ନଜର ଆସୁଛନ୍ତି ।

କିନ୍ତୁ ସେଠାରେ ଜଣେ ବ୍ୟକ୍ତି ତାଙ୍କୁ କିଛି ସମୟ ପୂର୍ବରୁ ବସରୁ ଠିକ ଠକ ଭାବେ ଓଲହାଇବାର ଦେଖିଥିଲେ । ଏହା ପରେ ସେହି ଭି-କାରି କୁ ଜାଣିଥିବା ବ୍ୟକ୍ତି ଜଣକ ଭି-କାରିର ପ୍ଯାଣ୍ଟ ଖୋଲିବାକୁ ଲାଗିଲେ । ଏହା ପରେ ସେଠାରେ ଥିବା ସବୁ ଜନତା ଦେଖିବାକୁ ପାଇଲେ ଯେ ଠକ ଭି-କାରି ଋ ନିଜର ଗୋଡ କୁ କପଡାରେ ବାନ୍ଧି ଦେଇ ଭି-କ ମାଗିବାର ଅଭିନୟ କରୁଛି । ଯେତେବେଳେ ଭି-କାରି ଟି ଧରା ପଡିଲା ସେ ଠାରୁ ଭୟରେ ପଳାୟନ କରିଥିଲା ।

ବନ୍ଧୁଗଣ ଆମ ଦେଶରେ ଏମିତି କିଛି ଭି-କାରି ଅଛନ୍ତି ଯେଉଁ ଏମାନେ ନିଜର ହାତ ଗୋଡ ଠିକ ଥାଇ ମଧ୍ୟ ଭି-କ ମାଗୁଛନ୍ତି । କାମ ଧନ୍ଦା ନ କରି ସେମାନେ ଭି-କ ମାଗି ନିଜର ଜୀବିକା ନିର୍ବାହ କରିବା ନିମନ୍ତେ ଲୋକ ମାନଙ୍କୁ ଠକୁଛନ୍ତି । ଏହାକୁ ନେଇ ଆପଣଙ୍କର ମତାମତ କଣ ଆମକୁ କମେଣ୍ଟ ଜରିବାରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *