କେମିତି ଆସିଲା ପୃଥିବୀ ପୃଷ୍ଠରେ ପ୍ରଥମ ମଣିଷ- କିଏ ଥିଲା ପୃଥିବୀ ପୃଷ୍ଠରେ ଜନ୍ମ ନେଇଥିବା ପ୍ରଥମ ମାନବ 

ମାନବ ସଭ୍ୟତା ବହୁତ ସଫଳତା ଅର୍ଜନ କରିଛି । ବିଜ୍ଞାନ ଜରିଆରେ ଆମେ ବହୁତ ପ୍ରକାରର ରିସର୍ଚ କରିଛୁ । ବିଜ୍ଞାନ ଜରିଆରେ ବୈଜ୍ଞାନିକ ମାନେ ଜାଣିବାକୁ ଇଛୁକ ଅଟନ୍ତି ସଂସାରକୁ କିଏ ବନେଇଲ । ସଂସାରରେ ମନୁଷ୍ୟର ଉତ୍ପତି କେମିତି ହୋଇଥିଲା । କିନ୍ତୁ ଏବେ ପର୍ଯ୍ୟନ୍ତ ବୈଜ୍ଞାନିକ ମାନଙ୍କୁ ଖାସ ସଫଳତା ମିଳିନୀ । ଆଜି ଏହି ଲେଖାରେ ଆମେ ଆପଣଙ୍କୁ କହିବୁ କିଏ ଥିଲା ପୃଥିବୀ ପୃଷ୍ଠର ପ୍ରଥମ ମଣିଷ, ଓ କିଏ ତାକୁ ଗଢିଥିଲା । ହିନ୍ଦୁ ମାନ୍ୟତା ଅନୁସାରେ ସଂସାରକୁ ଇଶ୍ଵରହିଁ ବନେଇଛନ୍ତି । କେମିତି ମନୁଷ୍ୟ ଜାତିର ଜନ୍ମ ହେଲା, ଓ କେମିତି ସେ ପୃଥିବୀ ପୃଷ୍ଠକୁ ଆସି ବାସକରିବାର ଶୈଳୀ ବନେଇଲ ।

Image Courtesy: Google

ଇଏ ହେଉଛି ଗୋଟେ ଗୁରୁତ୍ବପୂର୍ଣ ପ୍ରଶ୍ନ ଅଟେ । କିନ୍ତୁ ଏହଠୁ ମହତ୍ବପୂର୍ଣ ପ୍ରଶ୍ନ ଏହା ଅଟେ, କି ପୃଥିବୀ ପୃଷ୍ଠରେ ମନୁଷ୍ୟକୁ କିଏ ବନେଇଲେ । ହିନ୍ଦୁ ଧର୍ମ ଅନୁସାରେ ସଂସାରରେ ସର୍ବ ପ୍ରଥମେ ଜନ୍ମ ନେଇଥିବା ପ୍ରଥମ ମଣିଷ ମନୁ ଥିଲେ । ଯେମିତି ଭାରତୀୟ ସଭ୍ୟତାରେ ମନୁକୁ ପ୍ରଥମ ମନୁଷ୍ୟ ମନାଯାଉଛି, ସେହିପରି ପଶ୍ଚିମ ସଭ୍ୟତାରେ ଆଡମ ଦୁନିଆକୁ ଆସିଥିବା ସର୍ବ ପ୍ରଥମ ମନୁଷ୍ୟ ମାନୁଛନ୍ତି । ଯାହାପରେ ମନୁଷ୍ୟ ଜାତିର ଆରମ୍ଭ ହେଲା । ହିନ୍ଦୁ ପୌରାଣିକ କଥାନୁସାରେ ମନୁଙ୍କର ରଚନା ସ୍ଵୟଂ ବ୍ରହ୍ମା କରିଥିଲେ । କୁହାଯାଏ କି ମାନବ ସଂସାର ରଚନା କରିବା ପାଇଁ ଭଗବାନ ବ୍ରହ୍ମାଙ୍କ ଦ୍ଵାରା ଦୁଇଟି ଲୋକଙ୍କୁ ବନା ଯାଇଥିଲା, ଗୋଟେ ପୁରୁଷ ଓ ଆଉ ଗୋଟେ ସ୍ତ୍ରୀ ।

Image Courtesy: Google

ମାନବ ସଂସାର ଆଗକୁ ବଢାଇବା ପାଇଁ ଏହା ଜରୁରିଥିଲାକି ପୁରୁଷ ସହିତ ସ୍ତ୍ରୀର ରଚନା କରିବା ପାଇଁ । ସେଥିପାଇଁ ବ୍ରହ୍ମାଙ୍କ ଦ୍ଵାରା ଗଢାଯାଇଥିବା ପ୍ରଥମ ପୁରୁଷ ମନୁ ଓ ପ୍ରଥମ ସ୍ତ୍ରୀ ସତରୂପା ଥିଲେ । ଏହି ଦୁଇଜଣଙ୍କ ଠାରୁ ଅନ୍ୟ ମାନବ ଜାତିର ଉତ୍ପତି ହେଲା । ଏହି ପ୍ରକାର ବ୍ରହ୍ମା ମାନବ ଜାତିର ରଚନା କରିଥିଲେ, ଏବଂ ସେ ହିଁ ଆମର ପୂର୍ବଜ ଓ ଆମେ ତାଙ୍କ ଭବିଷ୍ୟତର ପିଢୀ । ସଂସାରକୁ ଆସିଥିବା ସର୍ବପ୍ରଥମ ମନୁଷ୍ୟ ମନୁ ଥିଲେ । ସେଥିପାଇଁ ଏହି ଜାତିର ନାମ ମାନବ ପିଢୀ । ପୁରୁଣା କଥାନୁସାରେ ଗୋଟେ ସମୟ ଥିଲା ଭଗବାନ ବ୍ରହ୍ମା ଦେବ ଓ ଅସୁର ତଥା ପିତୃଙ୍କ ନିର୍ମାଣ କାଲା ପରେ ଶକ୍ତିହୀନ ହୋଇପଡିଲେ ।

Image Courtesy: Google

ସେ ବୁଝିପାରୁନଥିଲେ କଣ କଲେ ତାଙ୍କ ମନ ଓ ମତିଷ୍କକୁ ଶାନ୍ତି ମିଳିପାରିବ । ସେ ସମୟରେ ବ୍ରହ୍ମା କିଛି କାମରେ ବ୍ୟସ୍ତ ଥିଲେ ହଠାତ ତାଙ୍କ ଭିତରେ କାୟ ଉତ୍ପନ ହୋଇ ତାଙ୍କ ସମନ୍ନାରେ ଆବିର୍ଭାବ ହେଲା । ସେ ଦେଖି ତାକୁ ଆଶ୍ଚର୍ଯ୍ୟ ହଲେ, କାରଣ ସେ କିଛି ମାମୁଲି କାୟା ନଥିଲା, ସେ ପୁରା ତାଙ୍କ ଭଳି ଦେଖିବାକୁ ଥିଲା । ଏହି ଛାୟା ସଂସାରର ପ୍ରଥମ ମନୁଷ୍ୟ ଥିଲା ଯିଏ ମନୁ ନାମରେ ପରିଚିତ ଥିଲା । ଭଗବାନ ବ୍ରହ୍ମାଙ୍କ ଦ୍ଵାରା ଗୋଟେ ସ୍ତ୍ରୀ ସତରୂପାର ବି ରଚନା କରିଥିଲେ । ପୁରାଣରେ ବର୍ଣିତ କଥା ଅନୁସାରେ ସତରୂପାଙ୍କ ଜନ୍ମ ହୋଥିବାବେଳେ, ବାଇବେଲରେ ଆଡାମଙ୍କ ସହିତ ଈଶ୍ଵଦାରା ଗୋଟେ ସ୍ତ୍ରୀ ଅମ୍ବେଲାର ଜନ୍ମ ହୋଇଥିଲା ।

Image Courtesy: Google

ପୁରାଣ ଅନୁସାରେ ମନୁ ଓ ସତରୂପା ଙ୍କ ପରେ ଭଗବାନ ବ୍ରହ୍ମା ତାଙ୍କ ମାନବୀୟ ସଂସ୍ଥାକୁ ସ୍ଥାପନ କରିବା ପାଇଁ ଆଦେଶ ଦିଆଯାଇଥିଲା । ସେହିଭଳି ବାଇବେଲରେ ବି ଏହି ଭଳି ଘଟଣାର ବର୍ଣନା କରାଯାଇଥିଲା । ଏହାଛଡା ହିନ୍ଦୁ ପୂରାଣ ଅନୁସାରେ ଗୋଟେ ମନୁ ନୁହେଁ ତାଭଳି ୧୦ ଟି ମନୁ ଜନ୍ମ ନେଇଥିଲେ ଏହି ଦୁନିଆରେ । କୁରାନ ହିସାବରେ ମନୁ କେବଳ ଗୋଟେ ମନୁଷ୍ୟ ନୁହେଁ, ସେ ଦଶଲୋକଙ୍କ ସମୂହ ଥିଲା । ଯାହାର ଜନ୍ମର ଉଦେଶ୍ୟ ଏକ ଥିଲା ବୋଲି ତାକୁ ମନୁ କହି ସମ୍ବୋଧିତ କରାଗଲା । ଏହି ମନୁ ଅଲଗା ଅଲଗା ଜାଗାରେ ଉତ୍ପନ ହୋଇ ମାନବ ଜାତିର ଉତ୍ପତି କଲା । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *