ଆଖି ବୁଜିଲେ Abhishek, ହେଲେ ଏବେ କେମିତି ଅଛନ୍ତି Amrit, ସାରା ଓଡିଶା କରିଥିଲା ସହଯ୍ୟ କିନ୍ତୁ ଏବେ ତାଙ୍କ ଅବସ୍ଥା ଦେଖି ଆପଣ ବି କାନ୍ଦିପକାଇବେ

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଓଡିଶାର ଯୁବକ ଅମ୍ରିତା ପ୍ରଧାନ କୋରୋନାରେ ଆ-କ୍ରା-ନ୍ତ ହୋଇଥିଲେ । ତାଙ୍କୁ ନେଇ ବର୍ତ୍ତମାନ ଏକ ବଡ ଖବର ଆସି ପହଞ୍ଚିଛି ଯେ ଧୀରେ ଧୀରେ ତାଙ୍କର ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବାରେ ଲାଗିଛି । ଏହା ସହ ତାଙ୍କର ଅକ୍ସିଜେନର ସ୍ତର ୮୫-୯୦% ମଧ୍ୟରେ ରହୁଛି । ଗତ ଦୁଇ ସପ୍ତାହ ହେବ ତାଙ୍କୁ ଚେନ୍ନାଇର ଏକ ଘରୋଇ ମେଡିକାଲରେ ଇକୋମୋ ଚିକିତ୍ସାରେ ଚିକିତ୍ସିତ କରା ଯାଉଛି ।

ଗତ ଦୁଇ ଦିନ ହେବ ତାଙ୍କୁ ଆଉ ଭେଣ୍ଟିଲେଟରର ଆବଶ୍ୟକତା ପଡୁ ନାହି ବୋଲି ଜଣା ପଡିଛି । ବର୍ତ୍ତମାନ ତାଙ୍କର ୧୦୦% ନ ହୋଇ ୭୦% ଇକୋମୋ ଆବଶ୍ୟକ ପଡୁଛି । ବର୍ତ୍ତମାନ ତାଙ୍କୁ ଖାଦ୍ଯ ଦେବା ପାଇଁ ଚେଷ୍ଟା ଜାରି ରହିଛି । ଯଦି ଏହା ସମ୍ଭବ ହୁଏ ତେବେ ତାଙ୍କ ଦେହରେ ଲାଗିଥିବା ଖାଦ୍ୟନଳୀକୁ ହଟାଇ ଦିଆଯିବ । ଗତ ୪ରେ ତାଙ୍କୁ ଏମ୍ସରୁ ଏୟାର ଆମ୍ବୁଲାନ୍ସ ଜରିଆରେ ଚେନ୍ନାଇ ନିଆ ଯାଇଥିଲା ।

ଅମୃ-ତ ପ୍ରଧାନଙ୍କ ଘର ହେଉଛି ବ୍ରାଂହପୁର ବାସୁଦେବ ନଗର ରେ । ତାଙ୍କ ଦଦା ସତ୍ୟନାରାୟଣ ପ୍ରଧାନ କହିଛନ୍ତି ଯେ ତାଙ୍କର ଭେଣ୍ଟିଲେଟର ଆବଶ୍ୟକ ପଡୁ ନାହି । ଅମୃ-ତା ସଂପୂର୍ଣ୍ଣ ସୁସ୍ଥ ହୋଇ ନ ଥିଲେ ମଧ୍ୟ ଆଗ ଅପେକ୍ଷା ଏବେ ଭଲ ଅଛନ୍ତି । ତାଙ୍କ ଦାଦା କହିଛନ୍ତି ଯେ ଡାକ୍ତର ମାନେ କହିଥିଲେ ଇକୋମୋ ଚିକିତ୍ସା ଦ୍ଵାରା ଧୀରେ ଧୀରେ ତାଙ୍କର ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବ ।

ଡାକ୍ତର ମାନେ ତାଙ୍କର ଇକୋମୋ ଚିକିତ୍ସା ୧୫ ଦିନ ପାଇଁ କହିଥିଲେ କିନ୍ତୁ ଗତ ୨ମାସ ହେବ ଜାରି ରହିଛି । ବର୍ତ୍ତମାନ ତାଙ୍କ ଖାଦ୍ୟନଳୀ ଜରିଆରେ ଖାଦ୍ୟ ଦିଆ ଯାଉଛି । ଅମୃ-ତ କୌଣସି ଟିଭି ସେଲିବ୍ରେଟି ନୁହନ୍ତି କି କୌଣସି ଧନୀ ପରିବାରର ପୁଅ ନୁହନ୍ତି ବରଂ ଜଣେ ଇଞ୍ଜିନିୟର ଅଟନ୍ତି । ସେ କୋରୋନା ସମୟରେ ଚାକିରି ଛାଡି ଲୋକଙ୍କ ସେବାରେ ଲାଗିଥିଲେ । ପ୍ରଥମେ ତାଙ୍କ ମା କୋରୋନାରେ ଆ-କ୍ରା-ନ୍ତ ହୋଇଥିଲେ । ଏହା ପରେ ସେ କୋରୋନାରେ ସଂକ୍ରମଣ ହୋଇଥିଲେ । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଏତେ ଗୁରୁତର ହୋଇଥିଲା ଯେ ତାଙ୍କୁ ଭେଣ୍ଟିଲେଟରର ଆବଶ୍ୟକତା ପଡିଥିଲା ।

ତାଙ୍କର ଫୁସଫୁସ କୋରୋନାରେ ସଂକ୍ରମଣ ହୋଇ ଥିବାରୁ ତାଙ୍କୁ ଇକୋମୋ ଚିକିତ୍ସା ପାଇଁ ଚେନ୍ନାଇ ନିଆ ଯାଇଥିଲା । ତାଙ୍କର ଚିକିତ୍ସା ପାଇଁ ଅର୍ଥର ଅଭାବ ଥିବାରୁ ତାଙ୍କ ପରିବାର ଲୋକ ମାନେ ଓଡିଶା ବାସୀଙ୍କୁ ଆର୍ଥିକ ସାହାଜ୍ଯ କରିବା ପାଇଁ ନିବେଦନ କରିଥିଲେ । ଏହା ପରେ ଅନେକ ଲୋକେ ସାହାଯ୍ୟର ହାତ ବଢାଇଥିଲେ । ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟବସ୍ଥା ରେ ସୁଧାର ଆସିଛି ଯାହା ବଡ ଖୁଶିର ବିଷୟ ଅଟେ । କିନ୍ତୁ ଅଭିଷେକ ମହାପାତ୍ର ଆଜି ଆଉ ଆମ ଗହଣରେ ନାହାନ୍ତି ଯାହା ପାଇଁ ପୁରା ଓଡିଶାରେ ଶୋକର ଛାୟା ଖେଳି ଯାଇଛି ।

ବନ୍ଧୁଗଣ ଆପଣ ମାନଙ୍କୁ ମାର ଏହି ଆର୍ଟିକଲ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *