କେମିତି ହୋଇଥିଲା ଶ୍ରୀ ରାମଙ୍କ ମୃତ୍ୟୁ ? 99% ଲୋକ ଜାଣି ନାହାନ୍ତି ଏହା ପଛର ରାଜ

ପୃଥିବୀ ଉପରେ ଯିଏ ଆସିଛି ସେ ଦିନେ ନା ଦିନେ ଯିବ ଏହା ସମସ୍ତଙ୍କୁ ଜଣା ତେବେ ସେ ଭଗବାନ ହୁଅନ୍ତୁ ବା ସାମାନ୍ୟ ପ୍ରାଣୀ ଯିଏ ଜନ୍ମ ହୋଇଛି ଯିଏ ଶରୀର ଧାରଣ କରିଛି ତାକୁ ଦିନେ ନା ଦିନେ ନିଜ ଜୀବନର ଶେଷ ଦିନକୁ ଗ୍ରହଣ କରିବାକୁ ହବ । ତେବେ କଣ ଆପଣ ମାନେ ଜାଣିଛନ୍ତି ମାତା ସୀତାଙ୍କ ପୃଥିବୀ ରେ ସମାଧି ନବା ପରେ ଭଗବାନ ରାମଙ୍କର କଣ୍ ହେଲା ଆଉ ତାଙ୍କ ଦେହ ତ୍ୟାଗ କେମିତି ହେଲା ଏହା ବିଷୟରେ ବହୁତ୍ କମ ଲୋକ ଜାଣିଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏହି କଥା ବିଷୟରେ ସ୍ପଷ୍ଟ ଭାବରେ କହିବାକୁ ଯାଉଛୁ ।

ଭଗବାନ ରାମ ଆଉ ସୀତାଙ୍କ କାହାଣୀ ଆପଣ ମାନେ ରାମାୟଣ ରେ ପଢିବାକୁ ପାଇଥିବେ କିନ୍ତୁ ମାତା ସୀତାଙ୍କ ସମାଧି ପରେ ସେଥିରେ କିଛି ସ୍ପଷ୍ଟ କୁହା ଯାଇ ନାହିଁ କିନ୍ତୁ ବିଷ୍ଣୁ ପୁରାଣ ଅନୁଯାଇ ମାତା ସୀତାଙ୍କ ସମାଧି ପରେ ଭଗବାନ ରାମ ବହୁତ୍ ବର୍ଷ ଧରି ଅଯୋଧ୍ୟା ଉପରେ ରାଜ୍ କରିଥିଲେ ଆଉ ଗୋଟେ ଦିନ ଜଣେ ସନ୍ତ ତାଙ୍କୁ ଦେଖିବାକୁ ଆସିଲେ ଆଉ ଭଗବାନ ରାମଙ୍କୁ କହିଲେ ଆମ କଥା ମଝିରେ ଅନ୍ୟ ଲୋକ କେହି ଆସିବ ନାହିଁ ନଚେତ୍ ଆପଣ ସେହି ଲୋକଙ୍କ ଜୀବନ ନେଦର ଦଣ୍ଡ ଦେବେ ।

ଏହା ପରେ ଭଗବାନ ରାମ ଲକ୍ଷ୍ମଣ ଙ୍କୁ କହିଲେ ତମେ ବାହାରେ ଧ୍ୟାନ ଦବ କେହି ଯେମିତି ଘର ଭିତରକୁ ଆସିବ ନାହିଁ । ଲକ୍ଷ୍ମଣ ବାହାରେ ଠିଆ ହୋଇଲେ ଆଉ ହଟାତ ଦୁର୍ବାସା ଋଷି ଆସିଲେ ଏହା ପରେ ସେ ଭଗବାନ ରାମଙ୍କୁ ଦେଖା କରିବା ପାଇଁ ଜିଦ୍ କଲେ ଯାହା ପରେ ଲକ୍ଷ୍ମଣ କହିଲେ ଯେ ଭଗବାନ ରାମ କିଛି ବ୍ୟସ୍ତ କାମ କରୁଛନ୍ତି । ଏହି କଥା ଶୁଣି ଦୁର୍ବାସା ଋଷି କହିଲେ ମୁଁ ରାମ ଆଉ ପୁରା ରାଜ୍ୟକୁ ଶ୍ରାପ୍ ଦେଇ ଦେବୀ ଏହି କଥା ଶୁଣି ଲକ୍ଷ୍ମଣ ଭାବିଲେ ସମସ୍ତଙ୍କୁ ସ୍ରାପ୍ ଲାଗିବା ଅପେକ୍ଷା ମୁଁ ଜୀବନ ହରେଇବା ଦଣ୍ଡ ପାଇଲେ ଠିକ୍ ହବ ।

ଏହା ପରେ ଲକ୍ଷ୍ମଣ ଭଗବାନ ରାମଙ୍କ ପାଖକୁ ଗଲେ କିନ୍ତୁ ସେ ଦେଖିବାକୁ ପାଇଲେ ଜେ ସେ ଶନ୍ତ ନଥିଲେ କାଳ ଥିଲେ ଯିଏ ଭଗବାନ ରାମଙ୍କୁ କହିବାକୁ ଆସିଥିଲେ ଜେ ରାମଙ୍କ ସମୟ ପୃଥିବୀ ଉପରେ ସମାପ୍ତ ହୋଇ ଯାଇଛି । ଏହା ପରେ କାଳ କହିଲେ ଭଗବାନ ରାମ ଆପଣଙ୍କୁ ନିଜ ଲକ୍ଷ୍ମଣ ଭଳି ଭାଇଙ୍କ ଜୀବନ ନେବାକୁ ହବ ଆଉ ଏହା ପରେ ଭଗବାନ ରାମ ମନ ଉପରେ ପଥର ରଖି ନିଜ ଭାଇକୁ ଦେଶରୁ ବାହାର କରୁଥିଲେ ସେହି ସମୟରେ ଲକ୍ଷ୍ମଣ ସର୍ୟୁ ନଦି ରେ ଯାଇ ଆତ୍ମ ଦାହ କରିଥିଲେ ତା ପରେ ଭଗବାନ ରାମ ମଧ୍ୟ ସର୍ୟୁ ନଦୀରେ ଆତ୍ମ ଦାହ କରିଥିଲେ ।

ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ। ସେୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ।

Leave a Reply

Your email address will not be published. Required fields are marked *