ଜାଣନ୍ତୁ କେମିତି ପୁରଣ ହେବ ଏସ୍ ନାମ ଥିବା ଲୋକଙ୍କ ଆସୁଥିବା ବର୍ଷ, ଏହି ସବୁ କଥା କୁ ମନେ ରଖନ୍ତୁ ଖୋଲିଯିବ ଭାଗ୍ୟ

ନିଜର ଆସୁଥିବା ଭବିଷ୍ୟତ ବିଷୟରେ ସମସ୍ତେ ଜାଣିବାକୁ ଚାହାନ୍ତି । ଆଜି ଆମେ ସେହି ଲୋକ ଙ୍କ ବିଷୟରେ କହିବୁ ଯାହାର ନାମ ଏସ୍ ରୁ ଆରମ୍ଭ । ସେମାନଙ୍କର ଆସୁଥିବା ବର୍ଷ ୨୦୨୦ କେମିତି ରହିବ । ରାଶି ଲୋକ ମାନଙ୍କ ଜୀବନ ରେ ବହୁତ ପ୍ରଭାବ ପକାଇଥାଏ । ଆପଣଙ୍କ ଗ୍ରହ ହିଁ କହି ପାରିବ ଆପଣଙ୍କ ଆସୁଥିବା ସମୟ କେମିତି ଯିବ । ତେବେ ଆଜି ଆମେ ସେହି ଗ୍ରହର ଦ୍ରୁଷ୍ଟି କୋଣରୁ ଜାଣିବା ଏସ ନାମର ବ୍ୟକ୍ତି ମାନଙ୍କ ୨୦୨୦ କେମିତି କଟିବ ।

୧. ଧନ ସମ୍ବନ୍ଧୀୟ କାର୍ଯ୍ୟ ହେବ ସଫଳ

ଏସ୍ ନାମ ଥିବା ଲୋକ ମାନଙ୍କ ପାଇଁ ଧାନ ସମ୍ବନ୍ଧୀୟ କାର୍ଯ୍ୟ ପୂରଣ ହେବ । ଏହି ବର୍ଷ ରେ ଅଟକି ଯାଇଥିବା ଧନ ସମ୍ବନ୍ଧୀୟ କାର୍ଯ୍ୟ ପୂରଣ ହେବ । ମାର୍ଚ୍ଚ ରୁ ଜୁଲାଇ ମଧ୍ୟରେ ଆପଣ ଧନଲାଭ ହେବ ।

୨. ବିଜିନେସ୍ ରେ ସଫଳତା

୨୦୨୦ ଆପଣ ଙ୍କ ପାଇଁ ସବୁଠୁ ଭଲ ବର୍ଷ ରହିବ । ବିଜିନେସ୍ କରୁଥିବା ଲୋକମାନଙ୍କ ପାଇଁ ଏହି ବର୍ଷ ଟି ଭଲ ହେବ । ବିଜିନେସ୍ ରେ ସଫଳତା ମିଳିବ । ଚାକିରି କରୁଥିବା ଲୋକମାନଙ୍କୁ ପ୍ରମୋସୋନ ମିଳିବ  ।

୩. ଚିନ୍ତା ମୁକ୍ତି ହେବେ

ଯଦି ଆପଣ ଜୀବନରେ ବହୁତ ଚିନ୍ତା ରେ ଅଛନ୍ତି । ତାହାଲେ ଏହି ବର୍ଷ ଟି ଆରାମ ରେ ଯିବ । ଚିନ୍ତା ମୁକ୍ତି ହେବେ ।

୪. ନିଜ ଘରେ ପ୍ରବେଶ

୨୦୨୦ ମଧ୍ୟରେ ଆପଣ ନିଜ ଘରେ ପ୍ରବେଶ କରିବେ । ଆସୁଥିବା ଦିନ ରେ ଆପଣଙ୍କ ଆର୍ଥିକ ଖର୍ଚ୍ଚ ବଢିପାରେ ।

୫. ଆର୍ଥିକ ଅବସ୍ଥା ହେବ ଭଲ

ଆର୍ଥିକ ଅବସ୍ଥା ହେବ ଭଲ, ଆପଣ ନିଜ କ୍ରୋଧ କୁ ନିୟନ୍ତ୍ରଣ କରିବେ । ଆପଣଙ୍କ ଜୀବନରେ ଖୁସି ବହୁତ ଶୀଘ୍ର ଆସିବ ।

୬. ମଝବୁତ ହେବ ସମ୍ପର୍କ

ଆପଣଙ୍କ ବ୍ୟକ୍ତିଗତ ଜୀବନ ଭଲ ହେବ, ସମ୍ପର୍କ ବହୁତ ମଝବୁତ ହେବ । ପାରିବାରିକ ଜୀବନ ଭଲ ଯିବ ।

୭. ମା ବାପାଙ୍କର ନିଅନ୍ତୁ ଜତ୍ନ

ଆପଣ ନିଜ ବାପା ଙ୍କ ଦେହ ର ଜତ୍ନ  ନିଅନ୍ତୁ  ।  ବାପା ଙ୍କ ର ସ୍ୱାସ୍ଥ୍ୟ ଖରାପ ହୋଇପାରେ  । ମା ଙ୍କ ର ସ୍ୱାସ୍ଥ୍ୟ ଭଲ ରହିବ । ଏହି ବର୍ଷ ଆପଣ ଯାହାବି ନିର୍ଣ୍ଣୟ ନେବେ ସଫଳ ହେବ ।

୮. ଭାବି ଚିନ୍ତିକି ଖର୍ଚ କରନ୍ତୁ ପଇସା

ଏହି ବର୍ଷ  ଭାବି ଚିନ୍ତିକି ପଇସା ଖର୍ଚ କରିବେ । କାରଣ ଅକ୍ଟୋବର ରୁ ଜାନୁଆରୀ ଯାଏ ଆପଣଙ୍କ ଧନହାନି ହେବାର ସମ୍ଭାବନା ଅଛି ସେଥି ପାଇଁ ସତର୍କ ରୁହନ୍ତୁ ।

Leave a Reply

Your email address will not be published. Required fields are marked *