ସମ୍ପର୍କରେ ପ୍ରେମ କେମିତି ବଢାଇବେ ? Successful Relationship

ସ୍ଵାମୀ ସ୍ତ୍ରୀଙ୍କ ଗୋଟିଏ ଯୋଡି ଥିଲା ସ୍ଵାମୀ ପ୍ରାଇଭେଟ ଜବ କରୁଥିଲା ଆଉ ତା କାମରେ ବହୁତ ଇମନ୍ଦର ଥିଲା । ସ୍ଵାମୀ ଜଣକୁ ବହୁତ କମ ସ୍ଯାଲାରି ମିଳୁଥିଲା ଆଉ ତାର ସ୍ତ୍ରୀ ହାଉସ ୱାଇଫ ଥିଲା । ତାର ସ୍ତ୍ରୀ ତାକୁ କହିଲା ଏତେ କମ ପଇସାରେ ଘର ଚାଲି ପାରିବ ନହିଁ । ତାର ସ୍ତ୍ରୀ ତାକୁ କହିଲା ତମେ ବସଙ୍କ ସହିତ କଥା ହଉନ ସ୍ଯାଲାରି ବଢାଇବା ପାଇଁ । ସ୍ଵାମୀ କହିଲା ଠିକ ଅଛି ଆଜି ମୁଁ କହିବିକୁ ଅଧିକ ପେମେଣ୍ଟ ପାଇଁ, ସେ ଲୋକଟି ଅଫିସ ଗଲା ଆଉ ସାରା ଡିବା କାମ କରିବାରେ ଶେଷରେ ତାର ବସ ପାଖକୁ ଯାଇ ସ୍ଯାଲାରି ବଢାଇବା କଥା କହିଥିଲା । କହିଲାକି ଏତେ କମ ପଇସାରେ ଘର ଖର୍ଚ ଚାଲୁନି ବୋଲି ।

ବସ କିଛି ସମୟ ଭବିଲା ତା ପରେ କହିଲା ଠିକ ଅଛି ଆଉ ତମେ ବହୁତ ପରିଶ୍ରମୀ କର୍ମଚାରୀ ଅଟ ଔ ମୁଁ ଭାବୁଥିଲି ତୁମ ଦରମା ବଢାଇବା ବିଷୟରେ । ସେଇ ଲୋକଟି ବହୁତ ଖୁସି ହେଲା ବହୁତ ଖୁସି ଆଉ ଜୋସର ସହିତ ଘରକୁ ଗଲା । ଦେଖିଲା ତାର ସ୍ତ୍ରୀ ବହୁତ ଭଲ ଭଲ ଖାଦ୍ଯ ବନାଇକି ଟେବଲ ଉପରେ ରଖିଛି ତାକୁ ପ୍ରଥମରୁ ବହୁତ ଖୁସି ଲାଗିଥିଲାକି ତାର ସ୍ତ୍ରୀ ତାର କେତେ ଯତ୍ନ ରଖୁଛି ବୋଲି କିନ୍ତୁ ତୁରନ୍ତ ତାକୁ ଏହା ମଧ୍ୟ ଅନୁଭବ ହେଲା କି ମୋ ସ୍ତ୍ରୀକୁ ମୋ ପଇସା ଉପରେ କେତେ ଭଲପାଇବା । ଆଜି ଦରମା ବଢିଗଲା ବୋଲି କେତେ ଭଲପାଇବା ମୋ ଉପରେ ।

ହୋଇପାରେ ମୋର ଦରମା ବଢିଛି ବୋଲି ଅଫିସରେ କିଏ କାଳ କରି କହିଛି ବୋଧେ । ଆଉ ସେହି ସମୟରେ ତାର ସ୍ତ୍ରୀ କିଚେନରେ ଥିଲା । ସେ ଯେମିତି ଟେବଲ ପାଖକୁ ଯାଇଛି ସେଠାରେ ଗୋଟିଏ କାଗଜ ପଡିଥିବାର ଦେଖିଲା, ସେଇ କାଗଜ ଉଠାଇକି ଦେଖିଲା ସେଇ ଲେଖାଟି ତାର ସ୍ତ୍ରୀର ଥିଲା । ସେଥିରେ ଯାହା ଲେଖା ଥିଲା, ” ମୋ ପ୍ରିୟ ସ୍ଵାମୀ ତମେ ଅଧିକ ଦରମା ପାଇବା ପାଇଁ ଯୋଗ୍ୟ ଅଟ ଆଉ ଏହି ଖାଦ୍ଯ ମୁଁ ଏଠି ପାଇଁ ବନେଇ ନହିଁକି ପଇସା ସହିତ ଭଲ ପାଇବା ରହିଛି । ସେମିତି କିଛି ନହିଁ ତମେ ଯେମିତିବି ହୁଏ ଶେଠୀ ପାଇଁ ମୁଁ ତୁମକୁ ବହୁତ ଭଲ ପାଏ । ଆଉ ସେଇ ପ୍ରେମର ଛୋଟ ପ୍ରୟାସ ଅଟେ । କିଛି ସମୟ ପରେ ସ୍ତ୍ରୀ ଆସିଲା ଆଉ ସ୍ଵାମୀକୁ ବହୁତ ଭଲପାଇବାର ସହିତ ଖାଇବାକୁ ଦେଲା ।

ଯେତେବେ ସ୍ତ୍ରୀ ଉଠିଲା ସେତେବେଳେ ଆଉ ଗୋଟିଏ କାଗଜ ତଳେ ପଡିଗଲା । ସ୍ତ୍ରୀ ଜାଣିନଥିଲା ତାର ଆଉ ଗୋଟିଏ କାଗଜ ଗଳି ପଡିଲା ବୋଲି । ସେ କିଚେନକୁ ଗଲା ଆଉ ସ୍ଵାମୀ ତାକୁ ଧୀରେ ଉଠାଇକି ପଢିଲା ତାର ଆଖିରେ ଲୁହ ଆସିଯାଇଥିଲା । ଆଉ ସେ କାଗଜତି ମଧ୍ୟ ତାର ସ୍ତ୍ରୀର ହାତ ଲେଖା ଥିଲା । ସେଥିରେ ଲେଖା ଥିଲା ମୁଁ ଜାଣିଛି ତୁମର ଦରମା ବଢିନି କିନ୍ତୁ ଶେଥି ପାଇଁ ମୋତେ କିଛି ଫରକ ପଡୁନି ତୁମେ ଯେମିତିବି ହୁଅ ମୁଁ ତୁମକୁ ବହୁତ ଭଲ ପାଏ । ପ୍ରେମର କୌଣସି କଣ୍ଡିସନ ନଥାଏ କିଛି ସାଥି ପାଖରେ ଥାଉକି ନଥାଉ । କିନ୍ତୁ ଆଜି କଳିର ସମ୍ପର୍କ ଏହି ଜିନିଷ ଲାଗି ବହୁତ ବିଗିଡି ଥାଏ ।

Leave a Reply

Your email address will not be published. Required fields are marked *