ମନ୍ତ୍ରୀଙ୍କ ପୁଅର ଉଦ୍ଧତାମୀ, ଚାଷୀଙ୍କ ଉପରେ ଚଢାଇ ଦେଲେ ଗାଡି, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆମ ଦେଶରେ ପ୍ରତି ଦିନ କିଛି ନ କିଛି ଘଟଣା ଦେଖିବାକୁ ମିଳୁଛି । ଆଜିକାଲି ମନ୍ତ୍ରୀ ମାନଙ୍କର ଭାଉ ଅଧିକ ହୋଇ ଗଲାଣି । ଯାହା ପାଇଁ ସେମାନେ ସାଦହରଣ ଜନତା ମାନଙ୍କୁ ମଣିଷ ଭଳି ଦେଖୁ ନାହାନ୍ତି । ଏହି କଥାର ଯଥାର୍ଥ ଦର୍ଶାଇବାକୁ ଆଜି ଏକ ଘଟଣା ସାମନାକୁ ଆସିଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ସୂଚନା ମୁତାବକ ଚାଷୀଙ୍କ ଉପରେ ମନ୍ତ୍ରୀ ପୁଅ ଗାଡି ଚଢାଇ ଦେଲେ । କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଚାଷୀଙ୍କ ଉପରେ ଗାଡି ଚଢାଇ ଦେଇଛନ୍ତି ବୋଲି ସୂତ୍ର ରୁ ଜଣା ପଡିଛି । ଘଟଣା ସ୍ଥଳରେ ୪ ଜଣ ଚାଷୀଙ୍କର ମୃ-ତ୍ୟୁ ଘଟିଛି ।

ସୂଚନା ଅନୁସାରେ ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀ ରେ କୃଷକ ଗୋଷ୍ଠୀ ମିଶି ଆନ୍ଦୋଳନ କରୁଥିଲେ । ଲକ୍ଷ୍ମୀପୁର ଖେରୀ ରେ ଲାଗୁ ହୋଇଥିବା ନୂତନ କୃଷକ ଆଇନ କୁ ବିରୋଧ କରି କୃଶକ ମାନେ ଏକତ୍ରିତ ହୋଇ ଆନ୍ଦୋଳନ କରୁଥିଲେ ବୋଲି ସୂଚନା ମିଳିଛି । ଆନ୍ଦୋଳନ କରିବା ସମୟରେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଅଜୟ ମିଶ୍ର କୃଶକ ମାନଙ୍କ ଉପରେ ଗାଡି ଚଢାଇ ଦେଇଛନ୍ତି । ଘଟଣା ସ୍ଥଳରେ ୪ଜଣ କୃଷକଙ୍କର ମୃ-ତ୍ୟୁ ଘଟିବା ବେଳେ ଏକାଧିକ କୃଷକ ଆ-ହ-ତ ହୋଇ ଥିବାର ଜଣା ପଡିଛି । ଅତିରିକ୍ତ ପୋ-ଲି-ସ ଅଧିକାରୀଙ୍କ କହିବା ଅନୁଯାୟୀ ୪ଜଣ କୃଷକଙ୍କ ସମେତ ୮ ଜଣ କୃଷକଙ୍କର ମୃ-ତ୍ୟୁ ଘଟିଛି ।

ଏହି ଘଟଣା ଘଟିବା ପରେ ସେଠାରେ ଉତେଜନା ଲାଗି ରହିଛି । ଲଖ୍ମିପୁର ଖେରୀ ର ଟିକୁନିଆ ଉତ୍ତର ପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ଙ୍କ ସହ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ର ଙ୍କ ପୁଅ ଆଶିଷ ମିଶ୍ର ଗାଡିରେ ଯାଉଥିବା ବେଳେ ଆନ୍ଦୋଳନ କାରୀ କୃଶକ ମାନେ ତାଙ୍କ ଗାଡି ଆଗରେ ବିଖୋପ ପ୍ରଦର୍ଶନ କରିବା ସହ କଳା ପତାକା ପ୍ରଦର୍ଶନ କରିଥିଲେ ।

ଏହି ଭଳି ଘଟା ଦେଖିବା ପରେ ଉତକ୍ଷିପ୍ତ ହୋଇ କେନ୍ଦ୍ର ମନ୍ତ୍ରୀ ଙ୍କ ପୁଅ ଅଜୟ ମିଶ୍ର ବିରୋଧ ପ୍ରଦର୍ଶନ ଅକରୁଥିବା ଚାଷୀ ମାନଙ୍କ ଉପରେ ଗାଡି ଚଢାଇ ଦେଇଥିଲେ । ଏହି ଘଟଣା ଘଟିବା ପରେ କୃଷକ ଆନ୍ଦୋଳନ ତୀବ୍ରତର ହୋଇ ପଡିଛି । ଶେଷରେ ଏତିକି କୁହା ଯାଇପାରେ ଯେ ଏଠାରେ ମନ୍ତ୍ରୀ ପୁଅର ପାୱାର ଦେଖା ଯାଇଛି ଯାହା ଫଳରେ ନିରୀହ କୃଷକ ମାନେ ନିଜର ଜୀବନ ହାରିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *