ଗୋଟିଏ ଘର ଭିତରେ ଅଚାନକ ବି-ସ୍ଫୋ-ର-ଣ ହେଲା ଓ ଏଥିରେ ଘର ଲୋକମାନଙ୍କ ବିଶେଷ କିଛି କ୍ଷତି ନ ହୋଇଥିଲେ ବି ୮ ବର୍ଷର ଶିଶୁ ଗୁରୁତ୍ବର ରୂପରେ ଆଘାତ ହୋଇଛି । ଗଞ୍ଜାମ କୋଦାଳ ଥାନା ଅନ୍ତର୍ଗତ ମେଦିନୀପୁର ଗାଁରେ ଏହି ବି-ସ୍ଫୋ-ର-ଣ ଘଟଣା ଘଟିଛି । ଶିଶୁକୁ ପ୍ରଥମେ କୋଦାଳ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା । କିନ୍ତୁ ପରେ ବ୍ରହ୍ମପୁର ମେଡିକାଲ କଲେଜ ଓ ହସ୍ପିଟାଲରେ ସ୍ଥାନାନ୍ତରିତ କରାଯାଇଛି । କୁହାଯାଉଛି କି ଶିଶୁର ଅବସ୍ଥା ବହୁତ ଖରାପ ଅଛି ।
ସୂଚନା ଅନୁସାରେ ୮ ବର୍ଷର ଶିଶୁ ବିବେକାନନ୍ଦ ମାମୁଁ ଘରକୁ ବୁଲିବାକୁ ଆସିଥିଲା । ଖାଇବା ପରେ ସେ ଉପର ଘରକୁ ଶୋଇବାକୁ ଯାଇ ଥିଲା । କିନ୍ତୁ କିଛି ସମୟ ପରେ ଘରେ ଏକ ବଡ ଧରଣର ବି-ସ୍ଫୋ-ର-ଣର ଶବ୍ଦ ଶୁଣିବାକୁ ମିଳିଥିଲା ।
ଯାହାକୁ ଶୁଣିବା ପରେ କେବଳ ଘର ଲୋକମାନେ ନୁହନ୍ତି ଆଖ ପାଖର ପଡିସା ଘରର ଲୋକମାନେ ବି ଡରି ଯାଇ ଥିଲେ । କାରଣ ବି-ସ୍ଫୋ-ର-ଣ ବହୁତ ବଡ ଆକାରର ହୋଇଥିଲା । ଆପଣ ମଧ୍ୟ ଘରର କିଛି ଦୃଶ୍ୟ ଦେଖି ପାରୁଥିବେ । ଯେଉଁଥିରେ ଅନ୍ଦାଜ ଲଗାଇ ପାରିବେ କି ବି-ସ୍ଫୋ-ର-ଣ କେତେ ଭୟଙ୍କର ଥିଲା । କିନ୍ତୁ ଭଲ କଥା ଏହା ଅଟେ କି ଏତେ ବଡ ବି-ସ୍ଫୋ-ର-ଣ ହେବା ସତ୍ବେ ବି କାହାର ଜୀବନ ଯାଇ ନାହିଁ ।
କିନ୍ତୁ କେବଳ ୮ ବର୍ଷର ଶିଶୁ ଗବମ୍ଭୀର ରୂପରେ ଆଘାତ ପାଇଛି ଓ ଯାହାର ଚିକିତ୍ସା ମଧ୍ୟ ଚାଲିଛି । କହିଦେଉଛୁ କି ବି-ସ୍ଫୋ-ର-ଣ ଦ୍ଵାରା ଘରେ ଥିବା ଜିନିଷ ପତ୍ର ଭାଙ୍ଗି ଏଠି ସେଠି ପଡିଛି ଓ ସବୁଠୁ ବଡ କଥା ଏହା ଅଟେ କି ଏହି ବି-ସ୍ଫୋ-ର-ଣ ଦ୍ଵାରା ଘରର କାନ୍ଥ ମଧ୍ୟ ଭାଙ୍ଗି ଯାଇଛି ଓ କେତେକ କାନ୍ଥରେ ଫାଟ ମଧ୍ୟ ସୃଷ୍ଟି ହୋଇଛି । କିଛି କାନ୍ଥ ତ ଭୁସୁଡି ପଡିଛି ।
ଘର ଲୋକମାନଙ୍କ କହିବା ଅଟେ କି କିଛି ପୁରୁଣା ବାଣରୁ ଏହି ବି-ସ୍ଫୋ-ର-ଣ ଘଟିଛି କିନ୍ତୁ ଘରର ଦୃଶ୍ୟ ଦେଖି ଲାଗୁ ନାହିଁ କି ଏହା କୌଣସି ପୁରୁଣା ବାଣର ବି-ସ୍ଫୋ-ର-ଣ ଦ୍ଵାରା ହୋଇଛି । ସେମିତିରେ ପୋ-ଲି-ସ ସନ୍ଦେହ କରୁଛି କି ଏହା ବାଣ ଦ୍ଵାରା ନୁହେଁ ଅନ୍ୟ କିଛି ଅଟେ । ପୋ-ଲି-ସ ବର୍ତ୍ତମାନ ଯାଞ୍ଚ କରୁଛି କି ବି-ସ୍ଫୋ-ର-ଣ ବାଣ ଦ୍ଵାରା ହୋଇଛି ନା ବୋମା ବି-ସ୍ଫୋ-ର-ଣ ଦ୍ଵାରା ହୋଇଛି ।