କେତେବି ପୁରୁଣା ଚନ୍ଦାପଣ ହୋଇଥାଉ 100% କେଶ ଉଠିବ

ପ୍ରତେକ ମଣିଷ ଭଲ ଦେଖା ଯିବା ପାଇଁ ଚାହିଁ ଥାଏ । କିନ୍ତୁ ଆପଣ ଜାଣିଥିବେ କି ନିଜର ସବୁ ଠାରୁ ଖରାପ ରୂପକୁ ମଣିଷ ଅଧିକ ଡଋ ଥାଏ । ସେ କେବେ ହେଲେ ଭି ନିଜ ଚେହେରା କୁ କାହାକୁ ଦେଖାଇ ନ ଥାଏ । ସୁନ୍ଦରତା ର ଅନ୍ୟନାମ ହେଉଛି ଚୁଟି । କାରଣ ଅନେକ ସମୟରେ ଚୁଟି କମ ଥିଲେ ଆମେ ସୁନ୍ଦର ବୋଲି ଜଣା ପଡି ନ ଥାଉ । କେବବଳ ସେତିକି ନୁହେଁ । ଆମେ ଜାଣିଛେ କି ଯଦି ଆମେ ଆମ କେଶର ସଠିକ ଭାବେ ଯତ୍ନ ନ ନେଇ ପାରିବା ତେବେ ଆମେ ଅସୁନ୍ଦର ଦେଖା ଯିବା । ଆଜି ଖୁବ କମ ବୟଶରୁ ପିଲା ମାନେ ଚନ୍ଦା ହେବା ଭଳି ସମସ୍ଯା ଦେଖା ଯାଉଛି । ଏହି ସମସ୍ଯା କେବଳ ଛୋଟ ପିଲା ନୁହେଁ ବରଂ ଅନେକ ମହିଳା ଓ ଅନେକ ପୁରୁଷ ମାନଙ୍କ ମଧ୍ୟରରେ ଦେଖିବା ପାଇ ମିଳିଛି ।

ତେବେ ଆପଣ ମାନେ ଜାଣି ଥିବା ଏକ ରୋଗ ହେଉଛି ଏଲୋପାଥିଆ । ଏହି ବେମାରି ହେବା ଦ୍ଵାରା ମୁଣ୍ଡର ସବୁ ଚୁଟି ଝଡି ଯାଇ ଥାଏ । ଓ କିଛି ଲୋକ ମାନେ ଏହା ପାଇଁ ଚନ୍ଦା ମଧ୍ୟ ହୋଇ ଯାଇଥାନ୍ତି । ତେବେ ଏହାକୁ ଅଟକାଇବା ପାଈଁ ଆପଣ କିଛି ଘରୋଇ ଉପଚାର ମଧ୍ୟ କରି ଥାନ୍ତି । ତେବେ ଆଜି ଆମେ ନିଶ୍ଚିତ ଭାବେ ଏହାର ଏକ ଘରୋଇ ଉପଚାର ନେଇକି ଆପଣଙ୍କ ପାଖକୁ ଆସିଛୁ ।

ଏହା ଏକ ଚମତ୍କାରୀ ଉପାୟ ଅଟେ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ । ଏହି ଉପଚାର ପାଇଁ ଆପଣ କିଛି ନଡିଆ ତେଲ ଆଣନ୍ତୁ । ଆଉ ଏକ ଜିନିଷ ଦରକାର ଏହା ହେଉଛି ମନ୍ଦାର ପତ୍ର । ଏହାକୁ ଚେଞ୍ଚି ଆପଣ ଏଥିରୁ ରସ କାଢି ନେବେ । ଏହା କୁ ୫୦ ଗ୍ରାମ ୫୦ ଜିନିଷ ନିଅନ୍ତୁ । ଯଦି ଆପଣ ମହୁମାଛି ର ବସା କୁ ନେଇ ପାରିବେ ଏହା ମଧ୍ୟ ଖୁବ ଭଲ ଅଟେ । ଆପଣ ଏହି ମନ୍ଦାର ରସ କୁ ତେଲରେ ପକାଇ ନିଅନ୍ତୁ ।

ଏହା ପରେ ଆଉ ଏକ ଜିନିଷ ଆବଶ୍ୟକ ଥାଏ ତାହା ହେଉଛି ପିଆଜ ରସ । ଆପଣ ପ୍ରଥମେ ସକାଳେ ଏହି ମନ୍ଦାର ଓ ନଡିଆ ତେଲ କୁ ଲଗାଇ ଦିଅନ୍ତୁ । କ୍କିନ୍ତୁ ରାତିରେ ଆପଣ ପିଆଜ ରସ ଓ ଏହି ତେଲକୁ ମିଶାଇକି ଏହାକୁ ମୁଣ୍ଡରେ ଲଗାଇ ନିଅନ୍ତୁ । ଏହା ପରେ ଆପଣ ଏହାକୁ ଛାଡି ଦିଅନ୍ତୁ କାରଣ ଆପଣ ଏହାକୁ ସକାଳେ ହିନ ଗାଧୋଇବା ସମୟରେ ଧୋଇ ନେବେ ।

ଏହା ସହ ଯେଉଁ ମାନେ ଚନ୍ଦା ପଣ ର ଶିକାର ହୋଇଛନ୍ତି ସେମାନେ ନିଶ୍ଚିତ ଭାବେ ନିଜେ ନିଜର ନଖ କୁ ଘସନ୍ତୁ ଦେଖିବେ ଆପଣ ଆପଣଙ୍କ ଚନ୍ଦା ଥିବା ଜାଗାରେ ଚୁଟି ଉଠିବା ଆରମ୍ଭ ହୋଇଯିବ । ଆପଣ ଏହାକୁ ନିୟମିତ ଭାବେ କରିବା ଆବଶ୍ୟକ ଅଟେ ।

Leave a Reply

Your email address will not be published. Required fields are marked *