କେଉଁ ବାରରେ ଜନ୍ମ ହୋଇଥିବା ପିଲା ଅଧିକ ଭାଗ୍ୟଶାଳୀ ହୋଇଥାନ୍ତି ? ସମସ୍ତେ ଜାଣିବା ଆବଶ୍ୟକ

ବନ୍ଧୁଗଣ ମଣିଷ ଯେବେ କାମ କରି ଘରକୁ ଫେରିଥାଏ ସେତେବେଳେ ଛୁଆ ଙ୍କ ମୁହଁ ଦେଖିଲେ ସବୁ କ୍ଳାନ୍ତି ଦୂର ହୋଇଯାଏ । ଛୋଟ ଛୁଆ ରହିଲେ ଘର ସବୁବେଳେ ସ୍ଵର୍ଗ ପରି ଓ ହସିଲା ହସିଲା ଭଳି ଲାଗେ । ଆଉ ଯାହାଙ୍କ ଠାରେ ପିଲା ନ ଥାଏ ସେମାନେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥାନ୍ତି । ଆପଣ ମାନେ ଜାଣିଥିବେ ବା ଶୁଣିଥିବେ କି ଭାରତରେ ଗୋଟେ ସେକେଣ୍ଡ ରେ କେତେ ଛୁଆ ଜନ୍ମ ନେଇଥାନ୍ତି ।

କେଉଁ ଦିନ ଜନ୍ମ ହୋଇଥିବା ପିଲା ଅଧିକ ଭାଗଶ୍ୟାଳି ହୋଇଥାନ୍ତି,ତାଙ୍କର ଚାଲିଚଳନ କେମିତି ଆବଶ୍ୟକ ତାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । 1- ଯେଉଁ ପିଲା ସୋମବାରରେ ଜନ୍ମ ହୋଇଥାନ୍ତି ସେମାନଙ୍କ ମନ ଚଞ୍ଚଳ ହୋଇଥାଏ । ଏମାନେ ବହୁତ ଶାନ୍ତ ସ୍ଵଭାବର ହେବ ସହ ବୁଦ୍ଧିମାନ ହୋଇଥାନ୍ତି । କଥାବାର୍ତ୍ତା ମିଠା ସ୍ଵଭାବର ହୋଇଥାନ୍ତି । ସୁଖ କି ଦୁଖରେ ସବୁ ସ୍ଥିତିରେ ଏମାନେ ସମାନ ଭାବେ ରହିଥାନ୍ତି ।

2- ମଙ୍ଗଳବାରରେ ଜାତ ପିଲାଙ୍କ ସ୍ଵାଭାବ ବହୁତ ଉଜ୍ଵଳ ଓ ବାହାଦୁର ପ୍ରେମୀ ହୋଇଥାନ୍ତି । ଏମାନେ ଯୁଦ୍ଧପ୍ରେମୀ ଓ ପରାକ୍ରମୀ ହୋଇଥାନ୍ତି । ଏମାନଙ୍କ ଉପରେ ହନୁମାନ ଜୀ ଙ୍କ କୃପା ରହିଥାଏ । ଏମାନଙ୍କର ହୃଦୟ ଉଦାର ହୋଇଥାଏ । ଦରକାର ସମୟରେ ସାହାର୍ଯ୍ୟ କରିବାକୁ ଆଗେଇ ଆସିଥାନ୍ତି ।

3- ଯେଉଁ ବ୍ୟକ୍ତି ବୁଧବାରରେ ଜାତ ହୋଇଥାନ୍ତି ସେମାନଙ୍କ ଉପରେ ଭଗବାନ ଗଣେଶଙ୍କ କୃପା ରହିଥାଏ । ଏମାନେ ଧର୍ମ କର୍ମ ଉପରେ ବିଶ୍ଵାସ ରଖନ୍ତୁ । ଛଳ କପଟ ଏମାନଙ୍କ ଠାରେ ନ ଥାଏ । ବହୁତ ପରିଶ୍ରମୀ ହୋଇଥାନ୍ତି । ଯେ କୌଣସି ଖରାପ ସ୍ଥିତି ଆସିଲେ ବି ଦୃଢତାର ସହ ସମାନ କରନ୍ତି ଓ ସେଥିରୁ ବାହାରି ଯାଇଥାନ୍ତି ।

4- ଗୁରୁବାର ଦିନ ଜାତ ପିଲା ବହୁତ ବୁଦ୍ଧିମାନ ହୋଇଥାନ୍ତି । ନିଜ ସମୟରେ ବହୁତ କିଛି ଚେଞ୍ଜ କରିବାର ସାହସ ରଖନ୍ତୁ । ଏମାନଙ୍କ ଭବିଷ୍ୟ ଉଜ୍ବଳ ହୋଇଥାଏ । ଧନୀ ଆଉ ଜ୍ଞାନୀ ହୋଇଥାନ୍ତି । ଶିକ୍ଷା କ୍ଷେତ୍ରରେ ଏମାନେ ମାହିର ହୋଇଥାନ୍ତି । ଏମାନେ ବିବେକଶୀଳ ହୋଇଥାନ୍ତି ।

5- ଶୁକ୍ରବାରରେ ଜନ୍ମ ହୋଇଥିବା ଜାତକ ଚିନ୍ତନ କରିବାରେ ନିପୁଣ ହୋଇଥାନ୍ତି । ଏମାନେ ଦେଖିବାକୁ ସୁନ୍ଦର ଓ ପ୍ରତିଭାବାନ ହୋଇଥାନ୍ତି । ଏମାନଙ୍କର ନୈତିକତା ପୁରା ଭରିକି ରହିଥାଏ । ଏମାନେ ଧନବାନ ଓ କାମଦେବ ଗୁଣରେ ପୁରା ପ୍ରଭାବିତ ହୁଅନ୍ତି । ବୁଦ୍ଧିରେ ପ୍ରଖର ହୋଇଥାନ୍ତି ।

6- ଶନିବାରରେ ଜନ୍ମ ହୋଇଥିବା ବ୍ୟକ୍ତି ନିଜ ଜୀବନକୁ ନିଜ ଇଚ୍ଛାରେ ବଞ୍ଚିବାକୁ ପସନ୍ଦ କରନ୍ତୁ । ଏମାନେ କଠୋର ସ୍ଵଭାବର ହେବା ସହ ଯେବେ ଦୁଖ ଆସିଲେ ବି ସହିବାକୁ ଶକ୍ତି ରଖିଥାନ୍ତି । ନିଜ ପରିଶ୍ରମ ବଳରେ ଭାଗ୍ୟକୁ ବଦଳାଇ ଦେଇଥାନ୍ତି ।

7- ରବିବାରରେ ଜାତ ଜାତକ ତେଜସ୍ବୀ ହେବା ସହ ଏମାନଙ୍କ ସ୍ଵଭାବରେ ରାଗ ରୁଷା ଅଧିକା ରହିଥାଏ । ଏମାନେ ଗୁଣବତ୍ତା ହେବା ସହ ଲିଡର ଭାବେ କାମ କରନ୍ତି । ସବୁବେଳେ ପଜେଟିଭ ହେବା ସହ ବୁଲିବାକୁ ଭଲ ପାଇଥାନ୍ତି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *