କେଉଁ ବୟସରେ ଆପଣ ହୋଇଯିବେ ଧନୀ- Ajira Anuchinta

ନମସ୍କାର ବନ୍ଧୁଗଣ ପ୍ରାୟତଃ ସମସ୍ତଙ୍କ ମନରେ ସର୍ଵଦା ଗୋଟିଏ ପ୍ରଶ୍ନ ଉଙ୍କି ମାରିଥାଏ କି ମୁଁ କେବେ ଧନୀ ହେବି କେବେ ମୋ ପାଖକୁ ବହୁତ ପଇସା ଆସିବ ଆଦି । ଏବଂ ଅନେକ ଜ୍ୟୋତିଷ ଙ୍କୁ ମଧ୍ୟ ପ୍ରଶ୍ନ କରିଥାନ୍ତି । ଏହାର ଏକ ସରଳ ଉପାୟ ମହର୍ଷି ଭୃଗୁ ନିଜର ଭୃଗୁ ସଂହିତା ରେ ଲେଖିଥିଲେ । ଯାହା ଦ୍ୱାରା ଅତି ସହଜରେ ଆପଣ ମାନେ ନିଜ ପ୍ରଶ୍ନ ର ଉତ୍ତର ପାଇଁ ପାରିବେ ।

ଏବଂ ଭୃଗୁ ସଂହିତା ରେ ଆମ ପୂର୍ବ ଜନ୍ମ,ଅତୀତ, ଭବିଷ୍ୟତ, ଆଦି ଅନେକ ସମ୍ବନ୍ଧରେ ଜାଣି ପାରିବା । କିନ୍ତୁ ଆଜି ଆମେ ଜାଣିବା କେଉଁ ମାନଙ୍କର ଭାଗ୍ୟ ର ଉଦୟ କେଉଁ ବୟସରେ ହେବ । ତେବେ ଚାଲନ୍ତୁ ଜାଣି ନେବା ଏହି ବିଷୟରେ ଭୃଗୁ ସଂହିତା ରେ କଣ କଣ ଲେଖା ଯାଇଛି ।

ଆମ ଜାତକରେ ଏକ ରାଶି ଚକ୍ର ରହିଥାଏ । ବାରଟି ରାଶି ଏବଂ ନଅ ଟି ଗ୍ରହ ରହିଥାଏ । ଏବଂ ଲଗ୍ନ ଅନୁସାରେ ଜାତକ ବାର ପ୍ରକାରର ହୋଇ ଥାଏ । ଏବଂ ସେହି ଲଗ୍ନ ଅନୁସାରେ ହିଁ ଆମେ ଜାଣି ପାରିଥାଉ କେଉଁ ରାଶି ର ବ୍ୟକ୍ତି କେବେ ସଫଳ ପାଇବେ ଏବଂ କେବେ ଧନ ବାନ କିମ୍ବା ଧନୀ ହୋଇ ପାରିବେ ।

୧- ପ୍ରଥମ ରେ ହେଉଛି ମେଷ ରାଶି । ଏହି ରାଶି ର ଲଗ୍ନ ଅନୁସାରେ ଏହି ରାଶିର ବ୍ୟକ୍ତି ମାନେ ବାର, ଷୋହଳ, ଅଠେଇସ, ବତୀଶ,ଏବଂ ଛତିଶ ବର୍ଷ ବୟସରେ ଏହି ମାନେ ଉନ୍ନତି କରିଥାନ୍ତି । ଏବଂ ସଫଳତା ହାସଲ କରିଥାନ୍ତି ।

୨- ଦ୍ଵିତୀୟ ରେ ହେଉଛି ବୃଷ ରାଶି । ଏହି ରାଶି ର ଲଗ୍ନ ଅନୁସାରେ । ପଚିଶ, ଅଠେଇସ,ଛତିଶ, ଏବଂ ଏକ ଚାଳିଶି ବର୍ଷ ବୟସରେ ଉନ୍ନତି କରିଥାନ୍ତି । ଏବଂ ସଫଳତା ହାସଲ କରି ଧନୀ ହୋଇ ପରିଥାନ୍ତି ।

୩- ତୃତୀୟ ରାଶି ହେଉଛି ମିଥୁନ ରାଶି । ଏହି ରାଶି ର ଲଗ୍ନ ଅନୁସାରେ ବାଇଶି,ବତିଶ, ପଇଁ ତିରିଶ, ଛତିଶ, ଏବଂ ବୟାଲୀଶ ବର୍ଷ ବୟସରେ ଉନ୍ନତି କରିଥାନ୍ତି ଏବଂ ଧନ ବାନ ମଧ୍ୟ ହୋଇ ଥାଆନ୍ତି ।

୪- ଚତୁର୍ଥ ରାଶି ହେଉଛି କର୍କଟ ରାଶି ଏହି ରାଶି ର ଲଗ୍ନ ଅନୁସାରେ ଏମାନେ ଷୋହଳ, ବାଇଶି, ଚବିଶି, ପଚିଶ, ଅଠେଇସ, ଏବଂ ବତୀଶ ବର୍ଷ ବୟସରେ ଉନ୍ନତି କରିଥାନ୍ତି ଏବଂ ସଫଳତା ମଧ୍ୟ ହାସଲ କରିଥାନ୍ତି । ଏବଂ ଧନ ବାନ ହୋଇ ଥାଆନ୍ତି ।

୫-ପଞ୍ଚମ ରାଶି ହେଉଛି ସିଂହ ରାଶି । ଏହି ରାଶି ର ଲଗ୍ନ ଅନୁସାରେ ଏମାନେ ଷୋହଳ, ବାଇଶି, ଚବିଶି, ଅଠେଇସ, ବତିଶ, ଏବଂ ଛତିଶ ବର୍ଷ ବୟସରେ ଉନ୍ନତି କରିଥାନ୍ତି ଏବଂ ନିଜର ଜୀବନରେ ସଫଳତା ହାସଲ କରିଥାନ୍ତି ।

୬- ଷଷ୍ଠ ରାଶି ହେଉଛି କନ୍ୟା ରାଶି । ଏହି ରାଶି ର ଲଗ୍ନ ଅନୁସାରେ ଏମାନେ ଷୋହଳ, ବାଇଶି, ପଚିଶ, ବତୀଶ, ତେତିସ, ଚଉତିରିଶ, ଏବଂ ଛତିଶ ବର୍ଷ ବୟସରେ ଉନ୍ନତି କରିଥାନ୍ତି ।

୭- ସପ୍ତମ ରାଶି ହେଉଛି ତୁଳା ରାଶି ଏହି ରାଶି ର ଲଗ୍ନ ଅନୁସାରେ ଏମାନେ ଚବିଶି, ପଚିଶ, ବତିଶ ଏବ ପାଇଁ ତିରିଶ ବର୍ଷ ବୟସରେ ଉନ୍ନତି କରିଥାନ୍ତି ଏବଂ ଧନ ବାନ ହୋଇ ଥାଆନ୍ତି ।

୮- ଅଷ୍ଟମ ରାଶି ହେଉଛି ବିଛା । ଏହି ରାଶି ର ଲଗ୍ନ ଅନୁସାରେ ଏମାନେ ବାଇଶି ଚବିଶି,ଅଠେଇସ,ଏବଂ ବତିଶ ବର୍ଷ ବୟସରେ ଉନ୍ନତି କରିଥାନ୍ତି ଏବଂ ସଫଳ ପାଇଁ ଥାଆନ୍ତି ଜୀବନରେ ।

୯-ନବମ ରାଶି ହେଉଛି ଧନୁ ରାଶି ଏବଂ ଏହି ରାଶି ର ଲଗ୍ନ ଅନୁସାରେ ଏମାନେ ଷୋହଳ, ବାଇଶି ଏବଂ ବତୀଶ ବର୍ଷ ବୟସରେ ଉନ୍ନତି କରିଥାନ୍ତି ଏବଂ ନିଜ ଜୀବନର ସମସ୍ତ ସଫଳତା ହାସଲ କରି ଥାଆନ୍ତି । ଏବଂ ଧନ ବାନ ମଧ୍ୟ ହୋଇ ଥାଆନ୍ତି ।

୧୦- ଦଶମ ରାଶି ହେଉଛି ମକର ରାଶି । ଏହି ରାଶି ର ଲଗ୍ନ ଅନୁସାରେ ଏମାନେ ପଚିଶ, ତେତିସ,ପଇଁ ତୀରିଶ, ଏବଂ ଛତିଶ ବର୍ଷ ବୟସ ରେ ନିଜ ଜୀବନରେ ଉନ୍ନତି କରିଥାନ୍ତି । ଏବଂ ଧନବାନ ହୋଇ ଥାଆନ୍ତି ।

୧୧- ଏକାଦଶ ରାଶି ହେଉଛି କୁମ୍ଭ ରାଶି ଏହି ରାଶି ର ଲଗ୍ନ ଅନୁସାରେ ଏମାନେ ପଚିଶ, ଅଠେଇସ, ଛତିଶ, ଏବଂ ବୟାଲିଶ ବର୍ଷ ବୟସରେ ନିଜ ଜୀବନରେ ଉନ୍ନତି କରିଥାନ୍ତି ସଫଳତା ହାସଲ କରିବେ ଏବଂ ବହୁତ ଧନୀ ମଧ୍ୟ ହେବେ ।

୧୨- ଦ୍ୱାଦଶ ରାଶି ହେଉଛି ମୀନ ରାଶି । ଏହି ରାଶି ର ଲଗ୍ନ ଅନୁସାରେ ଏହି ରାଶି ର ବ୍ୟକ୍ତି ମାନେ ଷୋହଳ, ବାଇଶି, ଅଠେଇସ ଏବଂ ତେତିସ ବର୍ଷ ବୟସରେ ଉନ୍ନତି କରିଥାନ୍ତି ଏବଂ ନିଜ ଜୀଵନ ରେ ସଫଳତା ହାସଲ କରି ଧନ ବାନ ହୋଇଥାନ୍ତି ।

ଏହି ସବୁ ଆମ ପ୍ରାଚୀନ ଗ୍ରନ୍ଥ ଭୃଗୁ ସଂହିତା ରେ ଲେଖା ଯାଇଛି ଏବଂ ଏହାକୁ ଅଧ୍ୟୟନ କରି ଆମେ କେବେ ଏବଂ କିପରି ଉନ୍ନତି କରିବା ତାହା ଜାଣି ପାରିବା । ଆମେ ଆଶା କରୁଛୁ କି ଆପଣ ମାନଙ୍କୁ ଏହି ବିଷୟରେ ଆଲୋଚନା ଟି ବହୁତ ପସନ୍ଦ ଆସିଥିବ ।

Leave a Reply

Your email address will not be published. Required fields are marked *