କେଉଁ ଦିନ କଣ କରିଲେ ମଙ୍ଗଳ ହେବ ଜାଣନ୍ତୁ- Ajira Anuchinta

ଆମ ମଧ୍ୟରୁ ବହୁତ ଲୋକେ ଏମିତି ଅଛନ୍ତି ଯାହାଙ୍କ ଘରେ ବଡ ମାନେ ନଥାନ୍ତି ଏହି ଭଳି ଲୋକଙ୍କୁ ଆଗ କାଳ କଥା ଜାଣିବା ଉଚିତ ନଚେତ ଘର ପାଇଁ ଅଣିଷ୍ଠ ହୋଇଥାଏ । ଯଦି ଆମେ ଭୁଲରେ ଏମିତି କିଛି କାମ କରିଥାଉ ଯାହା ଆମ ଜୀବନରେ ଆଗକୁ ଯାଇ ସମସ୍ଯା ଉତପନ କରିଥାଏ ତେବେ ଏହାର କାରଣ ଅଜ୍ଞାନ ହୋଇଥାଏ ସେଥିପାଇଁ ଆମ ସନାତନ ଶାସ୍ତ୍ର ଅନୁଯାଇ କେଉଁ ଦିନ କଣ କଲେ ମଙ୍ଗଳ ହବ ବୋଲି କୁହା ଯାଇଛି ଆସନ୍ତୁ ଜାଣିବା ।

୧. ଅମାବାସ୍ୟା ଦିନ ଘର ଅଦରକାରୀ ଜିନିଷ ବାହାର କରି ଫିଙ୍ଗିବା ଉଚିତ ଓ ଘରକୁ ସଫା ରଖିବା ଉଚିତ ଏହା ଦ୍ଵାରା ଘରୁ ନକାରାତ୍ମକ ଶକ୍ତି ବାହାରି ଯାଇଥାଏ ।

Image Courtesy: Google

୨. ପ୍ରତିଦିନ ଗାଧେଇ ସାରି ପ୍ରତି ପୁରୁଷ ଓ ମହିଳାଙ୍କୁ ସ୍ନାନ ଇତ୍ୟାଦି ସମାପ୍ତ କରିବା ପରେ ସୂର୍ଯ୍ୟ ନମସ୍କାର କରିବା ଆବଶ୍ୟକ ଅଟେ ଓ ଏହି କଥା ସବୁବେଳେ ମନେ ରଖନ୍ତୁ ସ୍ନାନ କରିବା ପରେ ପାଟିରେ ଟିକେ ଲୁଣ ନିହାତି ଲଗାନ୍ତୁ । ଗାଧୋଇ ସାରିବା ପରେ ତେଲ ବା ମୁଢି କେବେବି ଭୁଲରେ ସ୍ପର୍ଶ କରିବେ ନାହିଁ ଏହା ଉଚିତ ନୁହ ।

Image Courtesy: Google

୩. ଆମ ଘରେ କାହାକୁ ଜର ବା ଦେହ ଖରାପ ହେଲେ ଘର ମା ମାନେ କ୍ଷୀର ଗରମ କରି ପିବାକୁ ଦେଇଥାନ୍ତି ଭୁଲରେ ବି ଏହି କାମ କରନ୍ତୁ ନାହିଁ ଏହା ରୋଗୀ ପାଇଁ ବିଷ ତୁଲ୍ୟ କାମ କରିଥାଏ । ତେବେ ଛୁଆଙ୍କୁ କ୍ଷୀର ପିବାକୁ ଦେଲେ କ୍ଷୀର ପିବା ୨ ଘଣ୍ଟା ଆଗରୁ ଓ ପିବାର ଦୁଇ ଘଣ୍ଟା ପର ପର୍ଯ୍ୟନ୍ତ ଛୁଆ ଯେମିତି ଆଉ କିଛି ନଖାଏ ନଚେତ ମଙ୍ଗଳ ହବ ନାହିଁ ।

୪. ବହୁତ ଜଣ ବ୍ୟକ୍ତି ଏହି କଥା ବାରମ୍ବାର ପଚାରି ଥାନ୍ତି ଯେ ମନ୍ଦିର ମୁଖ କେଉଁ ଦିଗରେ କଲେ ଉତ୍ତମ ଅଟେ । ତେବେ ଜାଣି ରଖନ୍ତୁ ଶାସ୍ତ୍ର ଅନୁଯାଇ ମଣିର ମୁଖ ପୂର୍ବ ଡ଼ିଆଇଜି ହବା ଉଚିତ ଓ ଯଦି ଆପଣ ଘରେ ମନ୍ଦିର କରୁଛନ୍ତି ତେବେ ଘର ମନ୍ଦିର ପଶ୍ଚିମ ମୁଖ ହବା ଆବଶ୍ୟକ ଅଟେ ଯାହା ଦ୍ଵାରା ଆପଣ ପୂଜା କରିବା ବେଳେ ଆପଣଙ୍କ ମୁଖ ପୂର୍ବ ଦିଗରେ ରହିବ ।

 

Image Courtesy: Google

୫. ଯଦି ଆପଣଙ୍କ କୌଣସି କାମ ସହଜରେ ହେଉ ନାହିଁ ଓ ସେହି କାମ ଆପଣଙ୍କୁ ପଛକୁ ଝିଙ୍କୁ ଅଛି ତେବେ ମନେ ରଖନ୍ତୁ ମଙ୍ଗଳବାର ବା ଶନିବାର ଦିନ ଗୋଟା ପାନ ପତ୍ର ନେଇ ହନୁମାନ ଭଗବାନଙ୍କ ପାଦରେ ରଖନ୍ତୁ ଓ ମାନସିକ କରନ୍ତୁ ଦେଖିବେ ବହୁତ ଶୁଭ ଫଳ ପ୍ରାପ୍ତି ହବ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *