ହିନ୍ଦୁ ଧର୍ମରେ ଅନେକ ପର୍ବାଣିକୁ ପରମ୍ପରାର ବିଶ୍ଵ ଅମହତ୍ଵ ରହିଛି । ଭାରତୀୟ ପୁରୁଷ ଓ ମହିଳା ମାନେ ବିବାହ ଠାରୁ ଆରମ୍ଭ କରି ଅନେକ ରୀତିନୀତି ପାଳନ କରିଥାନ୍ତି । ଏହି ଅନୁଯାୟୀ ସୁହାଗିନୀ ମହିଳା ଅନେକ ପରମ୍ପରା ଓ ବିଧି ବିଧାନ ମାନିବାର ନିୟମ ରହିଛି । ବିଶେଷ ଦିନ ଅପେକ୍ଷା ସପ୍ତାହର କିଛି ଦିନରେ ମହିଳା ମାନେ କେଶ ଧୋଇଲେ ସ୍ବାମୀଙ୍କ ଉପରେ ବିପଦ ଆସିଥାଏ । ଆଜି ଆମେ ଆପଣଙ୍କୁ କେଉଁ ଦିନ ମହିଳା ମାନେ କେଶ ଧୋଇବା ଉଚିତ ଓ ଅନୁଚିତ ସେହି ବିଷୟରେ କହିବାକୁ ଯାଉଛୁ ।
୧- ବୁଧବାର ଦିନ କୁଆଁରୀ ଝିଅମାନେ କେସ ଧୋଇବା ଅନୁଚିତ । ଏମିତି କରିବା ଦ୍ଵାରା ଭାଇ ଉପରେ ବଡ ବିପଦ ଆସିପାରେ । କୌଣସି ଗୁରୁବାର ଦିନ ସୁହାଗିନୀ ମହିଳା କେସ ଧୋଇଥାନ୍ତି ତେବେ ସ୍ଵାମୀଙ୍କ ଆୟୁଷ କମ ହୋଇଥାଏ । ଏହା ସହ ନଖ କାଟିବା ମଧ୍ୟ ଉଚିତ ନୁହେଁ ।
୨- ଗୁରୁବାର ଦିନ କପଡା ଧୋଇବା ବା ଘର ପୋଛା ମାରିବା ଉଚିତ ନୁହେଁ । ଏହା ଦ୍ଵାରା ଘରେ ବଡ ବିପଦ ଆସିପାରେ । କୌଣସି ସୁହାଗିନୀ ମହିଳା ସୋମବାର ଦିନ କେଶ ଧୋଇଲେ ତାର ସନ୍ତାନ ମାନଙ୍କ ଉପରେ ଭାରି ବିପଦ ଆସିପାରେ । ପରିବାରକୁ ବଡ ଆର୍ଥିକ ସଙ୍କଟର ସାମନା କରିବାକୁ ପଡିପାରେ । ପରିବାରକୁ ସଙ୍କଟରୁ ବଞ୍ଚାଇବା ପାଇଁ ସୁହାଗିନୀ ନାରୀଙ୍କୁ ଏହି ଦିନରେ କେସ ଧୋଇବା ଉଚିତ ନୁହେଁ ।
୩- ଶୁକ୍ରବାର ଦିନ ବିବାହିତ ନାରୀ କେଶ ଧୋଇ ପାରିବେ ଯାହା ଦ୍ଵାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । ଏହା ସହ ସ୍ଵାମୀ ଧନବାନ ହୋଇଥାନ୍ତି । ଯଦି ଆପଣ କୌଣସି କାରଣରୁ କେସ ଧୋଇ ପାରିଲେ ନାହିଁ ଆଉ ସେହି ଦିନ ବ୍ରତ ବା ଶୁଭ କାମ ରହିଛି ତେବେ ଆପଣ ଏହା କରିପାରିବେ ।
୪- ଏହା ପାଇଁ ବିବାହିତ ନାରୀ ମାନେ ମଥାରେ ସିନ୍ଦୁର ଲଗାଇ ବିନା କେଶ ଧୋଇ ବ୍ରତ ବା ପୂଜାରେ ସାମିଲ ହୋଇପାରିବେ । ପୁରୁଷଙ୍କ ପାଇଁ ଧାର୍ମିକ କାର୍ଯ୍ୟରେ ସାମିଲ ହେବ ପୂର୍ବରୁ କେଶ ଧୋଇବା ଜରୁରୀ ହୋଇଥାଏ ।
୫- ଶାସ୍ତ୍ର ଅନୁଯାୟୀ ନାରୀର ମଥାକୁ ଗଙ୍ଗା ସମାନ ମନାଯାଏ । ବିବାହିତ ନାରୀ ପାଇଁ ମଥାରେ ସିନ୍ଦୁର ଲଗାଇବା ଖାସ ହେବା ସହ ମା ପାର୍ବତୀଙ୍କୁ ସମ୍ମାନ ଦେବାକୁ ହୋଇଥାଏ । କିନ୍ତୁ ମଥାରେ ସିନ୍ଦୁର ଲଗାଇବା ସମୟରେ ନାରୀ କିଛି ଏମିତି ଭୁଳ କରିଥାନ୍ତି ଯାହା ପାଇଁ ଅଶୁଭ ପରିଣାମ ଭୋଗିବାକୁ ପଡିଥାଏ ।
୬- ସିନ୍ଦୁର ଲଗାଇବା ସମୟରେ ଲାଜ କରିବା ଉଚିତ ନୁହେଁ । ଯେଉଁ ମହିଳା ସିନ୍ଦୁର କମ ଲଗାଇଥାଏ ତାଙ୍କ ସ୍ବାମୀଙ୍କୁ ସମାଜରେ ସମ୍ମାନ ମିଳେ ନାହିଁ । ଯେଉଁ ମହିଳା ସିନ୍ଦୁର ଲମ୍ବା ଲଗାଇଥାନ୍ତି ସେମାନଙ୍କ ସ୍ବାମୀଙ୍କୁ ସମାଜରେ ମାନସମ୍ମାନ ମିଳିଥାଏ ।
୭- ସୁହାଗିନୀ ନାରୀଙ୍କୁ ନାକ ସିଧାରେ ସିନ୍ଦୁର ଲଗାଇବା ଉଚିତ । ବିନା ସ୍ନାନ କରି ମହିଳା ସିନ୍ଦୁର ଲଗାଇବା ଅନୁଚିତ । ସିନ୍ଦୁର ଲଗାଇବା ପୂର୍ବରୁ ମା ପାର୍ବତୀଙ୍କ ଧ୍ୟାନ କରିବା ଉଚିତ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଅଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।