Interesting GK Questions – କେଉଁ ଫଳର ଚୋପା ନାହିଁ କି ମଞ୍ଜି ନାହିଁ ?

ଆପଣ ଜାଣିଥିବେ ଇଣ୍ଟରବିୟୁରେ ଅନେକ ପ୍ରକାରର ପ୍ରଶ୍ନ ପଚରା ଯାଏ । କିଛି ପ୍ରଶ୍ନ ଏମିତି ରହିଛି ଯାହା ବହୁତ ସହଜ ହୋଇଥିବା ବେଳେ ଅନ୍ୟ କିଛି ପ୍ରଶ୍ନ କଷ୍ଟକର ହୋଇଥାଏ । ତେବେ କିଛି ଲୋକ ମାନେ ଅନେକ ପ୍ରଶ୍ନର ଉତ୍ତର ଜାଣିଥିବା ବେଳେ ଆଉ କିଛି ଜାଣି ନ ଥାନ୍ତି । ତେବେ ଆଜିର ଆମର ବିଷୟ ବସ୍ତୁ ସାଧାରଣ ଜ୍ଞାନ ରହିଛି ଯାହା ପଥ ପଢୁଥିବା ପିଲା ମାନେ ଏହାକୁ ପଢି ପାରିବେ । ତେବେ ଆସନ୍ତୁ ଆରମ୍ଭ କରିବା ପ୍ରଶ୍ନ ଓ ଉତ୍ତର ବିଷୟରେ ।

୧- କେଉଁ ଘରୋଇ ଉପକରଣରେ ସାଧାରଣତ ୩ଟି ବ୍ଲେଦ ଥାଏ ?

ଉତ୍ତର- ସିଲିଙ୍ଗ ଫ୍ୟାନ

୨- ଡିଜିଟାଲି ପେମେଣ୍ଟ କରିବା ପାଇଁ କେଇଠି ସ୍କାନ କରାଯାଏ ?

ଉତ୍ତର- QR CODE

୩- କେଉଁ କଳାକାର ରାପ ମ୍ୟୁଜିକ ସହିତ ସମ୍ଭଧିତ ଅଟନ୍ତି ?

ଉତ୍ତର- ବାଦଶାହ

୪- ଯଦି ଆପଣ HAMID KARZAI INTERNATIONAL AIRPORT ରେ ଅବତରଣ କରିଛନ୍ତି ତେବେ ଆପଣ କେଉଁ ସହରରେ ଅଛନ୍ତି ?

ଉତ୍ତର- କାବୁଲ

୫- ଏକ ଲୋକପ୍ରିୟ ଆରତୀର ଏହି ପଂକ୍ତିକୁ ପୁରା କରନ୍ତୁ । “ଓମ ଜୟା ଜଗଦୀଶ ହରେ … ଜୟା ଜଗଦୀଶ ହରେ, ଭକ୍ତ ଜନୋ କେ ସଙ୍କଟ, ଦାସ ଜନୋ କେ ସଙ୍କଟ, କ୍ଷଣ ମେ ଦୁର କରେ । ”

ଉତ୍ତର- ସ୍ଵାମୀ

୬- ଆଣ୍ଡ୍ରଏଡ ଫୋନରେ ଆପ୍ଲିକେସନ ଡାଉନ ଲୋଡ କରିବା ପାଇଁ କେଉଁଠି ବ୍ୟବହାର କରିଥାଉ ?

ଉତ୍ତର- ପ୍ଲେ ଷ୍ଟୋର

୭- କେଉଁ ସୌନ୍ଦର୍ଜ୍ୟ ଉତ୍ପାଦର ବିଜ୍ଞାପନରେ ଗୁଗଲି ବୁଗଲି ବୁକ୍ସ ଏହି ବାକ୍ୟ ବ୍ୟବହାର କରା ଯାଇଛି ?

ଉତ୍ତର- କୋଲ୍ଡ କ୍ରିମ

୮- କେଉଁ ଫଳ ସହିତ ଜାଫା, ଚାଇନା, ନାଗପୁର ଓ ବେଲେଂସିଆ ର ସମ୍ଭଧ ରହିଛି ?

ଉତ୍ତର- କମଳା

୯- କିଏ people for animals ନାମକ ସଂଘଠନ ସଂସ୍ଥାପନ ଅଟନ୍ତି ?

ଉତ୍ତର- ମେନକା ଗାନ୍ଧୀ

୧୦- ହିନ୍ଦୀ ଚଳଚ୍ଚିତ୍ର ର କେଉଁ ଖଳ ନାୟକଙ୍କ ଆତ୍ମକଥା ର ନାମ ବ୍ୟାଡ ମ୍ୟାନ ଅଟେ ?

ଉତ୍ତର- ଗୁଲସନ ଗ୍ରୋଭର

୧୧- କେଉଁ ରାସାୟନିକ ତତ୍ତ୍ଵକୁ ପିଢ଼ିଓଡିକ ଟେବୁଲରେ କେବଳ ଗୋଟିଏ ଅକ୍ଷର ଦ୍ଵାରା ଦର୍ଶା ଯାଇଛି ?

ଉତ୍ତର- ପୋଟାସିୟମ

୧୨- ଅଲମ୍ପିକରେ ସିଲଭର ମେଡାଲ ହାସଲ କରିଥିବା ମୀରାବାଈ ଚାନୁଙ୍କ ଜନ୍ମ ଭାରତର ଯେଉଁ ରାଜ୍ୟ ରେ ଅଟେ ?

ଉତ୍ତର- ମଣିପୁର

୧୩- କୋଭିଡ଼-୧୯ ଭ୍ୟାକ୍ଷିଣ ବିତରଣ କରୁଥିବା କମ୍ପାନୀ ଗୁଡିକ ମଧ୍ୟରୁ ଗୋଟିଏ ଆଷ୍ଟ୍ରା ଜେନିକା ର ମୁଖ୍ୟ କାର୍ଜ୍ୟାଳୟ କେଉଁ ଦେଶଏ ଅବସ୍ତିତ ଅଟେ ?

ଉତ୍ତର- ୟୁନାଇଟେଡ କିଙ୍ଗଡମ

୧୪- CONFESSIONS OF A SWADESHI REFORMER MY YEARS AS FINANCE MINISTER ଏହା କେଉଁ ପୂର୍ବତନ ଅର୍ଥ ମନ୍ତ୍ରୀ ଙ୍କ ଚୁଡାନ୍ତ ଅଟେ ?

ଉତ୍ତର- ଜସବନ୍ତ ସିହ୍ନା

୧୫- ବାଲିମକି ରାମାୟଣ ଅନୁସାରେ କିସ୍କିନ୍ଧା କାହାର ରାଜ୍ୟ ଥିଲା ?

ଉତ୍ତର- ବାନର

୧୬- DRDO ଦ୍ଵାରା ବିକଶିତ କରା ଯାଇଥିବା କେଉଁଠି ଏକ ANTI-TORPEDO DECOY SYSTEM ଅଟେ ?

ଉତ୍ତର- ମାରିଚ

୧୭- କେଉଁ ଫଳର ଚୋପା ନାହି ବା ମଞ୍ଜି ନାହି ?

ଉତ୍ତର- ତୁତ୍କୋଳି ବା ମାଲବୋରୀ

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *