କେଉଁ ଗଛ, ସାପ ବିଷକୁ କାଢି ଦେଇଥାଏ ? ଏହା ସହ ଆହୁରି 20+ GK Questions

ବନ୍ଧୁଗଣ ଜୀବନରେ ଆଗକୁ ବଢିବା ପାଇଁ ତଥା ଗୋଟିଏ ସଫଳ ମଣିଷ ଟିଏ ହେବା ପାଇଁ ପାଠ ନିହାତି ଆବଶ୍ୟକ । ଆଉ ବିନା ପ୍ରଶ୍ନରେ ତ ଆଜି ଯାଏ କେହି ଜ୍ଞାନୀ କି ବିଦ୍ଵାନ ହୋଇପାରି ନାହାନ୍ତି । ତେଣୁ ସବୁବେଳେ ମନରେ କିଛି ନା କିଛି କଥାକୁ ନେଇ ପ୍ରଶ୍ନ ଉଠିଥାଏ । ସେହି ଅଜଣା ପ୍ରଶ୍ନର ଉତ୍ତର ହିଁ ମଣିଷକୁ ଜ୍ଞାନୀ ହେବାର ପରିଚୟ ଦେଇଥାଏ । ମଣିଷ ଜୀବନରେ ଅନେକ ପ୍ରଶ୍ନ ଭିତରେ ଘେରି ହୋଇ ରହିଥାଏ । ଯାହା ର ସମାଧାନ ବା ଉତ୍ତର ଖୋଜି ମଧ୍ୟ ପାଇ ପାରେ ନାହିଁ । ଏହି ସବୁ ପ୍ରଶ୍ନ କୁ ସାଧାରଣ ଜ୍ଞାନ କୁହାଯାଏ । ଯାହାକୁ ଆହାରଣ କରି ପାରିଲେ ଛାତ୍ର ଛାତ୍ରୀ ମାନେ ନିଶ୍ଚୟ ଉପକୃତ ହେବେ ।

୧- ସାପ ର ସମୁଦାୟ କେତୋଟି ଦାନ୍ତ ଥାଏ ?

ଉତ୍ତର- ୨୦୦ ଟି ।

୨- ମଶା କେଉଁ ବ୍ଲଡ଼ ଗ୍ରୁପ ବ୍ୟକ୍ତି ଙ୍କୁ ଅଧିକ କାମୁଡନ୍ତି ?

ଉତ୍ତର- O ବ୍ଲଡ଼ ଗ୍ରୁପ ।

୩- କେଉଁ ଦେଶରେ ସୂର୍ଯ୍ୟ ମଧ୍ୟ ରାତ୍ରି ରେ ଉଦୟ ହୋଇଥାନ୍ତି ?

ଉତ୍ତର- ନରୱେ ।

୪- କଳା ମାଟିରେ କେଉଁ ଫସଲ କରାଯାଏ ?

ଉତ୍ତର- କପା ।

୫- କେଉଁ ଦେଶରେ ଗୋଟିଏ ବି ଜେଲ ନାହିଁ ?

ଉତ୍ତର- ନେଦରଲ୍ୟାଣ୍ଡ ।

୬- କେଉଁ ଗଛ ର କାଠ ସୁନା ଠାରୁ ବି ଅଧିକ ଦାମ ?

ଉତ୍ତର- ଲାଲ ଚନ୍ଦନ ଗଛ ।

୭- ଏମିତି କେଉଁ ଜୀବ ଅଛି ଯାହାର ରକ୍ତ ମାଂସ ଉଭୟ କଳା ?

ଉତ୍ତର- କଡକନାଥ କୁକୁଡା ।

୮- ଗାଁ ରୁ ସହର ବୁଲୁଥାଏ ମନ୍ଦିର ଯିବାକୁ ଡରୁ ଥାଏ ସେ କିଏ ?

ଉତ୍ତର- ଚପଲ ।

୯- ମନ୍ଦିର କୁ ଯାଏ ହଳଦିଆ ଶାଢୀ ପିନ୍ଧି ବାହାରକୁ ଆସେ ଲଙ୍ଗଳା ହୋଇ ସେ କିଏ ?

ଉତ୍ତର- କଦଳୀ ।

୧୦- କେଉଁ ଜୀବ ଆକାଶ କୁ ଦେଖିପାରେ ନାହିଁ ?

ଉତ୍ତର- ଘୁଷୁରି ।

୧୧- କୁକୁଡା ଅଣ୍ଡା ଦିଏ ଗାଈ କ୍ଷୀର ଦିଏ କିଏ ଅଣ୍ଡା ଏବଂ କ୍ଷୀର କିଏ ?

ଉତ୍ତର- ଦୋକାନୀ ।

୧୨- ମିଛ କହିବା ସମୟରେ ମଣିଷର କେଉଁ ଅଙ୍ଗ ଗରମ ହୋଇଯାଏ ?

ଉତ୍ତର- ନାକ ।

୧୩- ଖଜୁରୀ ଖାଇଲେ କଣ ଶୀଘ୍ର ବଢିଥାଏ ?

ଉତ୍ତର- ରକ୍ତ ।

୧୪- କେଉଁ ଶାଗ ଖାଇଲେ ମଣିଷର ଦ୍ରୁଷ୍ଟି ଶକ୍ତି ବଢିଥାଏ ?

ଉତ୍ତର- ପାଳଙ୍ଗ ଶାଗ ।

୧୫- ମା ଠାରୁ ଜନ୍ମ ହୁଏ ମା କୁ ଛୁଇଁଲେ ମରେ ସେ କିଏ ?

ଉତ୍ତର- ଲୁଣ ।

୧୬- କେଉଁ ଜୀବ ପକ୍ଷୀ ପରି ବସା ତିଆରି କରି ରହିଥାଏ ?

ଉତ୍ତର- କିଙ୍ଗ କୋବ୍ରା ।

୧୭- ତାହା କଣ ବର୍ଷ ପଡିଲେ ଉପରକୁ ଉଠିଥାଏ ?

ଉତ୍ତର- ଛତା ।

୧୮- ଟିକି ବାଛୁରୀ ବେକରେ ପଘା ଟିକି ଦାନ୍ତ ରେ କାମୁଡେ ଲୁଗା ସେ କିଏ ?

ଉତ୍ତର- ଛୁଞ୍ଚି ।

୧୯- ଓଡିଶାର କେଉଁ ଜିଲ୍ଲା ମଧ୍ୟରେ ବଡ ଶବ୍ଦ ଆସିଥାଏ ?

ଉତ୍ତର- ଦେବଗଡ ।

୨୦- କେଉଁ ଗଛ ସାପ ବିଷକୁ କାଢି ଦେଇଥାଏ ?

ଉତ୍ତର- କାଙ୍କଡ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *