ବେଳେ ବେଳେ ଇଣ୍ଟରଭିୟୁରେ ଏମିତି କିଛି ପ୍ରଶ୍ନ କରାଯାଏ ଯାହାକି ବହୁତ କଷ୍ଟ ଲାଗେ ଓ ସେଥିରେ ମୁଣ୍ଡ ଖରାପ ବି ହୋଇଯାଏ । ସେଥିପାଇଁ ଆଇଏଏସ ଓ ଆଇପିଏସର ଇଣ୍ଟରଭିୟୁରେ ପଚରା ଯାଉଥିବା କିଛି ପ୍ରଶ୍ନ ଓ ତାର ଜବାବ ଆଜି ଆମେ ନେଇ ଆସିଛୁ ଯାହା ଟ୍ରିକି ହେବା ସହିତ ମଜାଦାର ମଧ୍ୟ ଅଟେ । ଏହି ସବୁ ପ୍ରଶ୍ନ ବିଷୟରେ ଜାଣିବା ପରେ ଆପଣ କିଛି ନୂଆ ଜାଣିବାକୁ ମିଳିଯିବ । ଏହି ଟ୍ରିକି ପ୍ରଶ୍ନ ଆପଣଙ୍କ ବୁଦ୍ଧିମତାର ପରୀକ୍ଷା ପାଇଁ ପଚରାଯାଏ ।
ପ୍ରଶ୍ନ – ଭାରତର କେଉଁ ସ୍ଥାନକୁ ଭୁତର କିଲା କୁହାଯାଏ ?
ଉତ୍ତର – ଭାନଗଢ କିଲା
ପ୍ରଶ୍ନ – କେଉଁ ପଶୁ ଲୁହା କଣ୍ଟାକୁ ବି ହଜମ କରି ପାରିବ ?
ଉତ୍ତର – କୁମ୍ଭୀର
ପ୍ରଶ୍ନ – କେଉଁ ଜୀବ ଗୋଟିଏ ମିନିଟ ପାଇଁ ବି ଆରାମ କରି ନ ଥାଏ ?
ଉତ୍ତର – ପିମ୍ପୁଡି
ପ୍ରଶ୍ନ – ଗୋଟିଏ ବ୍ୟକ୍ତିକୁ ଚନ୍ଦ୍ରମା ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ସମୟ ଲାଗିଥାଏ ?
ଉତ୍ତର – ପାଖାପାଖି ୬୦ ରୁ ୭୦ ବର୍ଷ
ପ୍ରଶ୍ନ – ବିଲେଇ ନିଜ ଜୀବନର କେତେ % ଶୋଇ ବିତାଇ ଦିଏ ?
ଉତ୍ତର – ପାଖାପାଖି ୬୦ ରୁ ୭୦ ପ୍ରତିଶତ
ପ୍ରଶ୍ନ – କେଉଁ ଦେଶରେ ୫୦ ହଜାର ନୋଟ ଚାଲେ ?
ଉତ୍ତର – ଦକ୍ଷିଣ କୋରିୟା
ପ୍ରଶ୍ନ – ଯେତେବେଳେ ସର୍ବେ ପ୍ରଥମେ କୋକୋକୋଲା ହୋଇଥିଲା ତେବେ ତାହାର ରଙ୍ଗ କେମିତି ଥିଲା ?
ଉତ୍ତର – ସବୁଜ ରଙ୍ଗ
ପ୍ରଶ୍ନ – ଯଦି ଶରୀର କୌଣସି ଅଙ୍ଗରେ ଆଘାତ ଲାଗୁଛି ତେବେ କେଉଁ ଅଙ୍ଗ ସର୍ବେ ପ୍ରଥମେ ଜଲ୍ଦି ଠିକ ହୋଇଥାଏ ?
ଉତ୍ତର – ଜିଭ
ପ୍ରଶ୍ନ – ମନୁଷ୍ୟ ଠାରୁ ବି ଅଧିକ ବୁଦ୍ଧିମାନ ପଶୁ କାହାକୁ କୁହାଯାଏ ?
ଉତ୍ତର – ଚିମ୍ପାଞ୍ଜି
ପ୍ରଶ୍ନ – ଏମିତି କେଉଁ ଗ୍ୟାସ ଅଛି ଯାହା କୌଣସି ବି ରଙ୍ଗକୁ ଉଡାଇ ଦିଏ ?
ଉତ୍ତର – କ୍ଳୋରିନ ଗ୍ୟାସ
ପ୍ରଶ୍ନ – ଦୁନିଆର ସବୁଠୁ ବଡ କେନାଲର ନାଁ କଣ ?
ଉତ୍ତର – ସ୍ଵେଜ କେନାଲ (ମିସ୍ର)
ପ୍ରଶ୍ନ – କେଉଁ ଫସଲ ଜଲ୍ଦି ପ୍ରସ୍ତୁତ ହୋଇଯାଏ ?
ଉତ୍ତର – ମକା ଫସଲ
ପ୍ରଶ୍ନ – କେଉଁ ଜୀବ ନ ଖାଇ ପିଇ ପାଖାପାଖି ୧୦ ବର୍ଷ ପର୍ଯ୍ୟନ୍ତ ଜୀବିତ ରହି ପାରିବେ ?
ଉତ୍ତର – ବୁଢିଆଣୀ
ପ୍ରଶ୍ନ –କେଉଁ ଦେଶର ପାଣି ସବୁଠୁ ଅଧିକ ଶୁଦ୍ଧ ?
ଉତ୍ତର – ଡେନମାର୍କ
ପ୍ରଶ୍ନ – ମୁହଁରୁ ପେଟ ପର୍ଯ୍ୟନ୍ତ ଖାଦ୍ୟ ପହଞ୍ଚିବା ପାଇଁ କେତେ ସମୟ ଲାଗିଥାଏ ?
ଉତ୍ତର – ୭ ରୁ ୮ ସେକନ୍ଡ
ପ୍ରଶ୍ନ – କେଉଁ ଜୀବର ହୃଦୟ ହାତୀର ଓଜନ ସହ ସମାନ ହୋଇଥାଏ ?
ଉତ୍ତର – ୱେଲ ମାଛ
ପ୍ରଶ୍ନ – କେଉଁ ଦେଶରେ କେବଳ ୪୦ ମିନିଟ ପାଇଁ ହିଁ ରାତି ହୋଇଥାଏ ?
ଉତ୍ତର – ନରୱେ ଦେଶ
ପ୍ରଶ୍ନ – ନିଆଁ ବର୍ଷା କରୁଥିବା ଗଛ କେଉଁଠି ମିଳିଥାଏ ?
ଉତ୍ତର – ମାଲେସିୟା
ପ୍ରଶ୍ନ – ତାହା କଣ ଅଟେ ଯାହାକୁ ଯଦି ତୁମେ
ଭୁଲ ପଢିବ ତ ସଠିକ ହବ
ଓ ସଠିକ ପଢିବ ତ ଭୁଲ ହବ !
କୁହନ୍ତୁ ତାହା କଣ ?
ଉତ୍ତର – ଭୁଲ ଶବ୍ଦ