ଖୋଲିଲେ ରାଜ, ଏହି କାରଣ ପାଇଁ Anu Choudhry ନେଇଥିଲେ ସ୍ବାମୀଙ୍କ ଠାରୁ Divorce

ବନ୍ଧୁଗଣ, ଓଡିଆ ଅଭିନେତ୍ରୀ ତଥା ନାୟିକା “ଅନୁଚୌଧୁରୀ” ଙ୍କୁ ଆପଣ ମାନେ ଭଲ ଭାବରେ ଜାଣିଥିବେ । ଅଭିନେତ୍ରୀ “ଅନୁଚୌଧୁରୀ” ଅନେକ ଚଳଚିତ୍ର ରେ ଅଭିନୟ କରି ଲକ୍ଷାଧିକ ଦର୍ଶକଙ୍କ ମନମୋହିଥିଲେ । ବନ୍ଧୁଗଣ ସେ ନିଜର ଅଭିନୟ ଦ୍ଵାରା ବହୁତ ବଡ ବଡ କଳାକାରଙ୍କ ଠାରୁ ପ୍ରଶଂସା ମଧ୍ୟ ପାଇଛନ୍ତି ।

ତାଙ୍କର ଅଭିନୟ ଅତ୍ୟନ୍ତ ଉଚ୍ଚ ଧରଣର ଅଟେ । ବନ୍ଧୁଗଣ ଆଜି ଆମ୍ଭେ “ଅନୁଚୌଧୁରୀ”ଙ୍କ ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଅଛୁ ଯାହା ଆପଣ ମାନେ କେବେ ହେଲେ ଜାଣିନଥିବେ । ବନ୍ଧୁଗଣ ଆସନ୍ତୁ ଏବେ ଜାଣିବା “ଅନୁଚୌଧୁରୀ”ଙ୍କ ସମ୍ବନ୍ଧରେ କିଛି ବିଶେଷ କଥା । ବନ୍ଧୁଗଣ ଅଭିନେତ୍ରୀ “ଅନୁଚୌଧୁରୀ” ଅଗଷ୍ଟ ମାସର ୩୦ ତାରିଖ, ୧୯୭୯ ମସିହାରେ ଜ-ନ୍ମ ଗ୍ରହଣ କରିଛନ୍ତି ।

ବର୍ତ୍ତମାନ ତାଙ୍କୁ ୪୨ ବର୍ଷ ବୟସ ହୋଇସାରିଲାଣି । ବନ୍ଧୁଗଣ ପିଲାଦିନେ ଚାଇଲ୍ଡ ଆର୍ଟିଶ ଭାବରେ ସେ ଓଡିଆ ଇଣ୍ଡଷ୍ଟ୍ରୀ ରେ କାମ କରିବା ଆରମ୍ଭ କରିଥିଲେ । ବନ୍ଧୁଗଣ ବର୍ତ୍ତମାନ ସମୟରେ “ଅନୁଚୌଧୁରୀ” ପ୍ରାଏ ୬୦ ରୁ ଅଧିକ ଓଡିଆ ଚଳଚିତ୍ର ରେ ଅଭିନୟ କରି ସାରିଲେଣି । ବନ୍ଧୁଗଣ “ଅନୁଚୌଧୁରୀ” ୧୯୯୮ ମସିହାରେ “ମାଗୋଜବାୟାଣୀ” ନାମକ ଚଳଚିତ୍ର ରେ ମୁଖ୍ୟ ଭୂମିକା ରେ ଅଭିନୟ କରିଥିଲେ ।

ବନ୍ଧୁଗଣ ଏହି ଚଳଚିତ୍ର ରେ ତାଙ୍କର ଅଭିନୟ କୁ ଦର୍ଶକେ ବହୁତ ପସନ୍ଦ କରିଥିଲେ । ଏହି ଚଳଚିତ୍ର ଟି ବହୁତ ପ୍ରସିଦ୍ଧ ମଧ୍ୟ ହୋଇଥିଲା । ବନ୍ଧୁଗଣ ଏହାପରେ “ଅନୁଚୌଧୁରୀ” ବଙ୍ଗାଳୀ ଏବଂ ତେଲୁଗୁ ଚଳଚିତ୍ର ରେ ମଧ୍ୟ ଅଭିନୟ କରିଛନ୍ତି । ବନ୍ଧୁଗଣ ସେ ନିଜ ଜୀବନରେ ଉତ୍ତମ ଅଭିନୟ ନିମନ୍ତେ ବହୁତ ଗୁଡିଏ ଆୱାର୍ଡ ମଧ୍ୟ ପାଇଛନ୍ତି । ବନ୍ଧୁଗଣ ଆସନ୍ତୁ ଏବେ ଜାଣିବା “ଅନୁଚୌଧୁରୀ” ଙ୍କ ପରିବାର ସମ୍ବନ୍ଧରେ,- ଦର୍ଶକବନ୍ଧୁ, “ଅନୁଚୌଧୁରୀ” ଙ୍କ ବାପା ଙ୍କର ନାମ “ରବି ଚୌଧୁରୀ” ଏବଂ ତାଙ୍କ ମା ଙ୍କ ନାମ “ସୌଦାମିନୀ ଚୌଧୁରୀ” ।

“ରବି ଚୌଧୁରୀ” ହେଉଛନ୍ତି ଜଣେ ଓଡିଆ ଫିଲ୍ମ ଏଡିଟର । ବନ୍ଧୁଗଣ ଅନୁଚୌଧୁରୀ ୨୦୦୬ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଉଭୟ ବିବାହ ପରେ ବେସ ହସ ଖୁସିରେ ରହୁଥିଲେ ମାତ୍ର ଏହାପରେ କ୍ରମଶ କୌଣସି କାରଣ ଯୋଗୁଁ ୨୦୧୧ ରେ ଉଭୟ ସ୍ଵାମୀ ସ୍ତ୍ରୀ ଅଲଗା ହୋଇଯାଇଥିଲେ । ବନ୍ଧୁଗଣ ବର୍ତ୍ତମାନ ସମୟରେ “ଅନୁଚୌଧୁରୀ” ଏକୁଟିଆ ଭୁବନେଶ୍ଵର ସ୍ଥିତ ବାସ ଗୃହରେ ରହୁଛନ୍ତି । ବନ୍ଧୁଗଣ ଯଦି ଆମ୍ଭେ ତାଙ୍କ ଶିକ୍ଷା ସମ୍ବନ୍ଧରେ କହିବାକୁ ଯିବା ତେବେ “ଅନୁ ଚୌଧୁରୀ” +୨ ବିଜ୍ଞାନ “ବିଜୁ ପଟ୍ଟନାୟକ କଲେଜ” ରେ ପଢିଛନ୍ତି ।

ଏବଂ ନିଜ ଗ୍ରାଜୁଏସନ “ରମାଦେବୀ କଲେଜ” ରୁ ସମାପ୍ତ କରିଛନ୍ତି । ବନ୍ଧୁଗଣ ୯୦ ଦଶକରେ “ଅନୁଚୌଧୁରୀ” ଙ୍କ ଅଭିନୟ ର ଦିବାନା ଥିଲେ ଓଡିଆ ଦର୍ଶକମାନେ । ମାତ୍ର ବର୍ତ୍ତମାନ ମଧ୍ୟ “ଅନୁଚୌଧୁରୀ” କିଛି ରିୟାଲିଟି ସୋ ରେ ନଜର ଆସୁଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *