କେଉଁ କାରଣ ପାଇଁ ମହିଳା ମାନେ ଶ୍ମଶାନ ଘାଟକୁ ଯାଆନ୍ତି ନାହି ? Garuda Purana

ହିନ୍ଦୁ ମାନ୍ୟତା ଅନୁସାରେ ପୁରୁଷ ମାନେ କିଛି ଜାଗାକୁ ଯାଇଥାନ୍ତି । କିନ୍ତୁ ମହିଳା ମାନେ ଏମିତି କିଛି ଜାଗା ଅଛନ୍ତି ଯେଉଁଠାକୁ ଯାଇ ନ ଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଗୁରୁତ୍ଵ ପୂର୍ଣ୍ଣ କଥା ବିଷୟରେ କହିବାକୁ ଯାଉଛୁ ଯେଉଁ ଠାରେ ମହିଳା ମାନେ ଯିବା ନିଷେଧ ଅଟେ । ହିନ୍ଦୁ ଧର୍ମ ରେ ପୁରୁଷ ମାନେ କେବଳ ନଡିଆ ଭାଙ୍ଗି ଥାନ୍ତି କିନ୍ତୁ ମହିଳା ମାନେ ନଡିଆ ଭାଙ୍ଗିବା ନିଷେଧ ଅଟେ । ଠିକ ସେହିପରି ପୁରୁଷ ମାନେ କେବଳ ଶ୍ମ-ଶା-ନ କୁ ଯାଇଥାନ୍ତି କିନ୍ତୁ ମହିଳା ମାନେ ସେଠାକୁ ଯିବା ନିଷେଧ ଅଟେ ।

ମହିଳା ମାନେ ଶ୍ମ-ଶା-ନକୁ କଣ ପାଇଁ ଯାଆନ୍ତି ନାହି ସେହି ବିଷୟରେ ଆଲୋଚନା କରିବାକୁ ଯାଉଛୁ । ଆମେ ମାନେ ବେଳେବେଳେ ଚିନ୍ତା କରିଥାଉ କେଉଁ କାରଣ ପାଇଁ ନାରୀ ମାନେ ଶ୍ମ-ଶା-ନ କୁ ଯାଆନ୍ତି ନାହି କେବଳ ପୁରୁଷ ମାନେ ଯାଇଥାନ୍ତି । ହିନ୍ଦୁ ଧର୍ମ ରେ ପୁରୁଷ ମାନେ ଯେବେ ଶ୍ମ-ଶା-ନ କୁ ଯାଇଥାନ୍ତି ସେତେବେଳେ ସେମାନେ ଚୁଟି କାଟିଥାନ୍ତି ବା ଲଣ୍ଡା ହେବାକୁ ପଡିଥାଏ ।

କିନ୍ତୁ ମହିଳା ମାନଙ୍କୁ ଚୁଟି କାଟିବାକୁ ଅନୁମତି ନାହିଁ । ପୁରୁଷ ମାନେ ଯେତେ ମଜବୁତ ଠିକ ମହିଳା ମାନେ ସେତିକି କୋମଳ ହୃଦୟର ହୋଇଥାନ୍ତି । ତେଣୁ ମହିଳା ମାନେ ଅନ୍ୟ ର ଦୁଖ ଦେଖି ପାରନ୍ତି ନାହି । ଶ୍ମ-ଶା-ନ ଘା-ଟ-ରେ ଯଦି କୌଣସି ବ୍ୟକ୍ତି କାନ୍ଦିଥାଏ ତେବେ ମୃତ ବ୍ୟକ୍ତିର ଆତ୍ମାକୁ ଶାନ୍ତି ମିଳେ ନାହି ବୋଲି ମାନ୍ୟତା ରହିଛି । ମହିଳା ମାନେ କୋମଳ ଓ ଶାନ୍ତ ହୃଦୟର ହୋଇ ଥିବାରୁ ସେମାନେ କାହାକୁ ଜଳୁ ଥିବାର ଦେଖି କାନ୍ଦିବେ ନାହି ତାହା ଅସମ୍ଭବ କଥା ।

ଏହି କାରଣ ଯୋଗୁ ମହିଳା ମାନଙ୍କୁ ଶ୍ମ-ଶା-ନ ଘାଟ କୁ ଯିବା ପାଇଁ ଦିଆଯାଏ ନାହି । ଅନ୍ୟ ଏକ କାରଣ ହେଉଛି ମହିଳା ମାନେ ମୃ-ତ ବ୍ୟକ୍ତି ପାଖରେ କାନ୍ଦିଥାନ୍ତି । ଯଦି ସେମାନେ ଶ୍ମ-ଶା-ନ-ରେ ଚି-ତା ଜଳୁ ଥିବାର ଦେଖି ଡରିଯାନ୍ତି ତେବେ ତାଙ୍କ ପାଇଁ ସମସ୍ଯା ହୋଇପାରେ । ଯେବେ ପୁରୁଷ ମାନେ ଶ୍ମ-ଶା-ନ-ରୁ ଫେରିଥାନ୍ତି ସେତେବେଳେ ତାଙ୍କର ଗୋଡ ଧୋଇବା ଓ ସ୍ନାନ କରିବା ସମୟରେ ମହିଳା ମାନେ ଘରେ ରହିବା ଜରୁରୀ ଅଟେ । ଏହା ଦ୍ଵାରା ପୁରୁଷ ମାନେ ଘରର କୌଣସି ବସ୍ତୁକୁ ଛୁଇଁ ପାରନ୍ତି ନାହି ।

ଏହା ଛଡା ପୁରୁଷ ମାନଙ୍କୁ ପାଣିର ବ୍ୟବସ୍ଥା ମଧ୍ୟ ମହିଳା ମାନେ କରିଥାନ୍ତି । ଅନ୍ୟ ଏକ କାରଣ ହେଉଛି ମହିଳା ମାନେ ଶ୍ମ-ଶା-ନ କୁ ନ ଯିବାର ତାହା ହେଉଛି ଶ୍ମ-ଶା-ନ ରେ ଆ-ତ୍ମା ମାନଙ୍କର ବାସ ରହିଥାଏ । ବିଶେଷ କରି ଆ-ତ୍ମା ମାନେ ମହିଳାଙ୍କ ଉପରେ ନିଜର ଖରାପ ପ୍ରଭାବ ପକାଇଥାନ୍ତି । ତେଣୁ ଏହି କାରଣରୁ ମହିଳା ମାନଙ୍କୁ ଶ୍ମ-ଶା-ନ କୁ ଯିବା ପାଇଁ ଦିଆଯାଏ ନାହି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *