ବନ୍ଧୁଗଣ ଭଗବତ ଗୀତାରେ ବହୁତ ବିଷୟବସ୍ତୁ ବିଷୟରେ ଭଗବାନ କହିଛନ୍ତି । ଗୀତାରେ ପ୍ରତ୍ୟକ କଥାର ବହୁତ ମହତ୍ଵ ରହିଛି । ସେ ଗୁଡିକୁ ଯଦି ଆମେ ମାନି ଚାଲିଥାଉ ତେବେ ବହୁତ ସୁଫଳ ଆମକୁ ପ୍ରାପ୍ତ ହୋଇଥାଏ । ବନ୍ଧୁଗଣ ଭଗବତ ଗୀତାରେ ମନୁଷ୍ୟର ଜନ୍ମଠାରୁ ତାହାର ମୃତ୍ୟୁଆ ପର୍ଯ୍ୟନ୍ତ ସମସ୍ତ ଘଟଣାବଳି ବିଷୟରେ କୁହାଯାଇଛି । ଶ୍ରୀ କୃଷ୍ଣ କହିଛନ୍ତି ଯେ ମନୁଷ୍ୟ ଯେଉଁ ଭଳି କର୍ମ କରିବ ଠିକ ସେହିଭଳି ଫଳ ମଧ୍ୟ ପାଇବ । ବନ୍ଧୁଗଣ ଭଗବାନ ଶ୍ରୀ କୃଷ୍ଣ ଭଗବତ ଗୀତାରେ ବହୁତ ଉପଦେଶ ଦେଇଛନ୍ତି ।
ସେହି ଉପଦେଶ ମାନଙ୍କ ମଧ୍ୟରୁ ଆଜି ଆପଣଙ୍କୁ ଗୋଟିଏ ମହତ୍ଵ ପୂର୍ଣ୍ଣ ଉପଦେଶ ବିଷୟରେ ଜଣାଇବାକୁ ଯାଉଛୁ । ବନ୍ଧୁଗଣ ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଯେ ମନୁଷ୍ୟ ଦ୍ଵାରା କରାଯାଇଥିବା ଗୋଟିଏ କର୍ମ ଯାହାର ତାକୁ ପାପ ଲାଗିଥାଏ ନା ହିଁ ତାକୁ ପୂଣ୍ୟ ମିଳିଥାଏ । ଆସନ୍ତୁ ଜାଣିବା ତାହା କେଉଁ କର୍ମ ଅଟେ । ମହାଭାରତ ଯୁଦ୍ଧ ପୂର୍ବରୁ ଭଗବାନ ଶ୍ରୀ କୃଷ୍ଣ ଅର୍ଜୁନଙ୍କୁ ବହୁତ ଉପଦେଶ ଦେଇଥିଲେ ।
ଯାହା ଅର୍ଜୁନ ଭଗବାନ ଶ୍ରୀ କୃଷ୍ଣଙ୍କୁ ପାଚାରିଥିଲେ ହେ ପ୍ରଭୁ ମନୁଷ୍ୟ ନିଜ ମନ ଉପରେ କେବେ କାବୁ ପାଇ ପାରିବ । ଏହାପାଇଁ କଣ କିଛି ମାର୍ଗ ଅଛି । ଶ୍ରୀ କୃଷ୍ଣ କୁହନ୍ତି ମାର୍ଗତ ଅଛି ଏବଂ ତାହା ଅଧିକ ସରଳ ମଧ୍ୟ ଅଟେ ମାତ୍ର ଜଟିଳ ମଧ୍ୟ ଅଟେ । ଏହାପରେ ଶ୍ରୀ କୃଷ୍ଣ କହୁଛନ୍ତି ଯେ, ଯେଉଁ ମନୁଷ୍ୟ ଧୀର ମତି ଏବଂ ଦୃଢ ନିଶ୍ଚଳ ପ୍ରକୃତିର ଅଟେ ତାହା ପାଇଁ ଏହା ସରଳ ହୋଇଥାଏ । ମାତ୍ର ଯେଉଁ ମନୁଷ୍ୟ ଧୀର ମତି ପ୍ରକୃତିର ହୋଇ ନଥାଏ ତାହା ପାଇଁ ଏହା ଜଟିଳ ଅଟେ ।
ଯେଉଁ ମନୁଷ୍ୟ ଚିନ୍ତା କରିଥାଏ ଯେ ତାକୁ ନିଜ ଲକ୍ଷ୍ୟରେ ପହଞ୍ଚିବାକୁ ହେବ ସେ ନିଜ ମନ ଉପରେ କାବୁ ପାଇ ଯାଇଥାଏ । ଏବଂ ସେ ନିଜ ଲକ୍ଷକୁ ପ୍ରାପ୍ତ କରିବାରେ ସଫଳ ହୋଇ ଯାଇଥାଏ । ପରନ୍ତୁ ଯେଉଁ ମନୁଷ୍ୟ ନିଜ ଲକ୍ଷ ସ୍ଥଳରୁ ଭଟକି ଯାଇଥାଏ । ନିଜ ମନକୁ ସ୍ତିର ରଖିନଥାଏ । ତାହା ପାଇଁ ଏହି କାର୍ଯ୍ୟଟି ଜଟିଳ ହୋଇ ଯାଇଥାଏ । ଏହା ପରେ ଅର୍ଜୁନ ଶ୍ରୀ କୃଷ୍ଣଙ୍କୁ ପ୍ରଶ୍ନ କରନ୍ତି ହେ ପ୍ରଭୁ ମନୁଷ୍ୟକୁ କେଉଁ କର୍ମର ପାପ ଲାଗି ନଥାଏ । ଶ୍ରୀ କୃଷ୍ଣ କୁହନ୍ତି- ଯଦି କୌଣସି କାର୍ଯ୍ୟ ନିଷ୍କାମ କର୍ମ ରୀତିରୁ କରାଯାଏ, ତେବେ ତାହାର ପାପ ଲାଗିନଥାଏ ।
ଏବଂ ନା ହିଁ ତାହାର ପୂଣ୍ୟ ମିଳିଥାଏ । ଅର୍ଜୁନ ପୁଣି ପଚାରନ୍ତି ଯେ ହେ ପ୍ରଭୁ ଏହି ନିଷ୍କାମ କର୍ମରୀତି କଣ ଅଟେ । ଏବଂ ଏହା କିଭଳି କରାଯାଇ ଥାଏ । ଶ୍ରୀ କୃଷ୍ଣ କୁହନ୍ତି ଯେତେବେଳେ ମନୁଷ୍ୟ ନିଜ ଫଳର ଆଶା ଛାଡି ନିଜର କର୍ମ ଏବଂ କର୍ତବ୍ୟ ପ୍ରତି ଧ୍ୟାନ ଦେଇଥାଏ, ସେତେବେଳେ ତାକୁ କୌଣସି ପାପ ଲାଗିନଥାଏ । ବନ୍ଧୁଗଣ ଯଦି ଆପଣଙ୍କୁ ଭଗବାନ ଶ୍ରୀ କୃଷ୍ଣଙ୍କର ଏହି ଉପଦେଶର ମହତ୍ଵ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।