କେଉଁ ନାରିଙ୍କ ଶରୀରରେ ମା ଲକ୍ଷ୍ମୀ ରହିଥାନ୍ତି ? କେଉଁ ପୁରୁଷଙ୍କୁ ମା ଲକ୍ଷ୍ମୀ ଘୃଣା କରିଥାନ୍ତି ?

ବନ୍ଧୁଗଣ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ବହୁତ ସହଜ ହୋଇଥାଏ । କିନ୍ତୁ ତାଙ୍କର କୃପା ପାଇବାକୁ ନାରୀମାନେ କିଛି ମହତ କାମ କରିବା ଉଚିତ । ନଚେତ ମା ଲକ୍ଷ୍ମୀ ରୁଷ୍ଟ ହୋଇଗଲେ ସେ ନାରୀର ଅଶୁଭ ହେବା ସହ ଏମାନଙ୍କ ଜୀବନରେ ଅନେକ ସମସ୍ଯାମାନ ସୃଷ୍ଟି ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ମାତା ଲକ୍ଷ୍ମୀ କେଉଁ ନାରୀଙ୍କୁ ପସନ୍ଦ କରିଥାନ୍ତି ଓ କେଉଁ ପୁରୁଷଙ୍କୁ ଘୃଣା କରିଥାନ୍ତି ସେହି ବିଷୟରେ କହିବାକୁ ଯାଉଛୁ । ତେବେ ଶାସ୍ତ୍ର ଅନୁଯାୟୀ ଯେଉଁ ନାରୀ ନିଜ ପରିବାରକୁ ଖାଇବାକୁ ଦେଇ ପରେ ନିଜେ ଭୋଜନ କରିଥାଏ ସେହି ନାରୀର ଶରୀରରେ ମା ଲକ୍ଷ୍ମୀ ବାସ କରିଥାନ୍ତି ।

ଯେଉଁ ନାରୀ ଧୀର ସ୍ଥିତ ଚାଲିବା ସହ କମ କଥା କହୁଥିବ ସେଭଳି ନାରୀ ଶରୀରରେ ମା ଲକ୍ଷ୍ମୀ ବାସ କରନ୍ତି । ଯେଉଁ ନାରୀରର ଦାନ୍ତ ମୋତି ଭଳି ସଫା, ଅଣ୍ଟା ତାର ପତଳା ହୋଇଥିବ ଏଭଳି ନାରିଙ୍କ ଶରୀରରେ ମା ଲକ୍ଷ୍ମୀ ବାସ କରନ୍ତି । କିନ୍ତୁ ଯେଉଁ ନାରୀ ଦୁଶ୍ଚରିତ୍ରା, କୁକାମ କରିଥାଏ ସେଭଳି ନାରିଙ୍କ ଠାରେ ମା ଲକ୍ଷ୍ମୀ ରୁହନ୍ତି ନାହି ।

ଯେଉଁ ନାରୀ ନିଜ ସ୍ବାମୀଙ୍କୁ ବସ କରିବାକୁ ଚେଷ୍ଟା କରିଥାଏ, ସ୍ବାମୀଙ୍କ ସହ କଟୁ କଥା କହି ଝଗଡା କରିଥାଏ ଏହି ନାରିଙ୍କ କ୍ଷେତ୍ରରେ ମା ଲକ୍ଷ୍ମୀ ରୁହନ୍ତି ନାହି । ଯେଉଁ ଠାରେ ବାସୀ ଫୁଲ ରହିଛି ବା ଗୃହ ଅପରିଷ୍କାର ରହିଥାଏ ସେଭଳି ଘରେ ମା ଲକ୍ଷ୍ମୀ ରୁହନ୍ତି ନାହି । କିନ୍ତୁ ଯେଉଁ ଘର ସଫା ସୁତୁରା ରହିବା ସହ ସୁଗନ୍ଧିତ ହୋଇଥାଏ ସେହି ଘରେ ମା ଲକ୍ଷ୍ମୀ ବାସ କରିଥାନ୍ତି ।

ଯେଉଁ ଘରେ ଅଧିକ ଲୋକ ସୟନ କରନ୍ତି, ଘରେ ପାଉଁଶ ବିଛାଇ ସୟନ କରିଲେ, କୁଶ୍ଚିତ ଘରେ ହୋଇଥିଲେ ମା ଲକ୍ଷ୍ମୀ ବାସ କରନ୍ତି ନାହି । ଯଦି ଆପଣ ଯେଉଁଠି ଘର କରିଛନ୍ତି ସେଠାରେ ଯଦି ହାଡ ବା ପାଉଁଶ ଥିବ ସେହି ଜାଗାରେ ଲକ୍ଷ୍ମୀ ରହିବେ ନାହି । ଏଭଳି ଘରେ କେବେ ବି ଟଙ୍କା ରହିବ ନାହି ସବୁବେଳେ ଧନର ଅଭାବ ହେବ ।

ବ୍ରାମହଣଙ୍କ ଭୂମିରେ ଘର କରିଲେ ମା ଲକ୍ଷ୍ମୀ ବାସ କରନ୍ତି ନାହି । କିନ୍ତୁ ଯେଉଁ ବ୍ରାମହଣ ନିସନ୍ତାନ ହୋଇଥାନ୍ତି ସେମାନଙ୍କ ଜାଗାରେ ଘର କରି ରହିଲେ ମା ଲକ୍ଷ୍ମୀ ରୁହନ୍ତି ନାହି । ଯିଏ ରାତିରେ ଉଲଙ୍ଗନ ହୋଇ ଶୋଇଥାନ୍ତି ସେହି ଘରେ ମା ଲକ୍ଷ୍ମୀ ରୁହନ୍ତି ନାହି । ଯେଉଁ ପୁରୁଷ ନିଜ ସ୍ତ୍ରୀ ଛଡା ଅନ୍ୟ ସ୍ତ୍ରୀ ପ୍ରତି ନଜର ରଖନ୍ତି ନାହି ସେହି ପୁରୁଷଙ୍କ କାନ୍ଧରେ ମା ଲକ୍ଷ୍ମୀ ରୁହନ୍ତୁ ।

ଯିଏ ବେଲପତ୍ର, କଇଁଥ ରାତିରେ ନ ଖାଏ ସେହି ପୁରୁଷଙ୍କ ଠାରେ ମା ଲକ୍ଷ୍ମୀ ରୁହନ୍ତୁ । ନାରୀ ରଜବତୀ ସମୟରେ ପୁରୁଷ ସହବାସ ନ କରିଲେ ସେଭଳି ପୁରୁଷଙ୍କ ଠାରେ ଲକ୍ଷ୍ମୀ ବାସ କରନ୍ତି । ଯେଉଁ ପୁରୁଷ ବ୍ରାମହଣଙ୍କୁ ସମ୍ମାନ ଦେବା ସହ ଅନ୍ୟ ସ୍ତ୍ରୀ ପ୍ରତି ଖରାପ ନଜର ରଖେ ନାହି ତା ପାଖରେ ଲକ୍ଷ୍ମୀ ବାସ କରନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *