ମଣିଷ ଜୀବନରେ ଅନେକ ପ୍ରଶ୍ନ ଭିତରେ ଘେରି ହୋଇ ରହିଥାଏ । ଯାହା ର ସମାଧାନ ବା ଉତ୍ତର ଖୋଜି ମଧ୍ୟ ପାଇ ପାରେ ନାହିଁ । ତେବେ ଏମିତି କିଛି ପ୍ରଶ୍ନ ଆମ ପାଠ ପଢୁଥିବା ବହି ରେ ନ ଥାଏ । ଯାହା ବିଷୟରେ ଆମେ ଜାଣିପାରି ନ ଥାଉ । ଏହି ସବୁ ପ୍ରଶ୍ନ କୁ ସାଧାରଣ ଜ୍ଞାନ କୁହାଯାଏ । ଯାହାକୁ ଆହାରଣ କରି ପାରିଲେ ଛାତ୍ର ଛାତ୍ରୀ ମାନେ ନିଶ୍ଚୟ ଉପକୃତ ହେବେ । ଜୀବନରେ ଆଗକୁ ବଢିବା ପାଇଁ ତଥା ଗୋଟିଏ ସଫଳ ମଣିଷ ଟିଏ ହେବା ପାଇଁ ପାଠ ନିହାତି ଆବଶ୍ୟକ । ଆଉ ବିନା ପ୍ରଶ୍ନରେ ତ ଆଜି ଯାଏ କେହି ଜ୍ଞାନୀ କି ବିଦ୍ଵାନ ହୋଇପାରି ନାହାନ୍ତି ।
ତେଣୁ ସବୁବେଳେ ମନରେ କିଛି ନା କିଛି କଥାକୁ ନେଇ ପ୍ରଶ୍ନ ଉଠିଥାଏ । ସେହି ଅଜଣା ପ୍ରଶ୍ନର ଉତ୍ତର ହିଁ ମଣିଷକୁ ଜ୍ଞାନୀ ହେବାର ପରିଚୟ ଦେଇଥାଏ । ଏଭଳି କିଛି ପୁସ୍ତକ ବାହାରେ ପ୍ରଶ୍ନ ରହିଛି ଯାହାକୁ ହୁଏ ତ ଖୁବ କମ ଲୋକ ଜାଣି ଛନ୍ତି । ତେଣୁ ଆଜି ଆମ ଆପଣ ମାନଙ୍କୁ ଏଭଳି କିଛି ଅଜଣା ପ୍ରଶ୍ନର ଉତ୍ତର ଜଣାଇବା ପାଇଁ ଯାଉଛୁ ଯାହା ଆପଣଙ୍କ ପାଠ ପଢାରେ ଆଗକୁ ବଢିବା ପାଇଁ ସହାୟ ହେବ । ଏହି ସବୁ ପ୍ରଶ୍ନ ଓ ତାହାର ଉତ୍ତର ଜାଣି ପାରିଲେ ଛାତ୍ର ଛାତ୍ରୀ ମାନେ ପରୀକ୍ଷା ରେ ସହଜରେ ଲେଖି ପାରିବେ । ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ସଂପୂର୍ଣ୍ଣ ବିବରଣୀ ।
୧- ଭାରତର କେଉଁ ରାଜ୍ୟରେ ସବୁଠାରୁ କମ ବର୍ଷା ହୁଏ ?
ଉତ୍ତର-ରାଜସ୍ଥାନ ।
୨- ଭାରତର ଜାତୀୟ କ୍ରିଡା ଦିବସ କେବେ ପାଳନ ହୁଏ ?
ଉତ୍ତର- ଅଗଷ୍ଟ ୨୯ ରେ ।
୩- କେଉଁ ଦେଶରେ ହଳଦିଆ ନଦୀ ପ୍ରଭାବିତ ହୁଏ ?
ଉତ୍ତର- ଚୀନ ।
୪- ବିଶ୍ଵ ର ସବୁଠାରୁ ମହଙ୍ଗା ଖଣିଜ ପଦାର୍ଥ ର ନାମ କଣ ?
ଉତ୍ତର- ୟୂରାନିୟମ ।
୫- ଭାରତର କେଉଁ ରାଜ୍ୟରେ ହୀରା ଖଣି ଅଛି ?
ଉତ୍ତର- ମଧ୍ୟ ପ୍ରଦେଶ ।
୬- ଭାରତର କେଉଁ ରାଜ୍ୟରେ ସର୍ବାଧିକ ଆନ୍ତର୍ଜାତୀୟ ବିମାନ ବନ୍ଦର ରହିଛି ?
ଉତ୍ତର- କେରଳ ।
୭- କେଉଁ ଦେଶ ପ୍ରଥମେ ଲାଇଟ ବଲବ ଉଦ୍ଭାବନ କରିଥିଲା ?
ଉତ୍ତର- ଆମେରିକା ।
୮- କାହାକୁ କଙ୍ଗାରୁ ଦେଶ କୁହାଯାଏ ?
ଉତ୍ତର- ଅଷ୍ଟ୍ରେଲିୟା ।
୯- ଆନ୍ଧ୍ର ପ୍ରଦେଶ ରାଜ୍ୟର ରାଜଧାନିର ନାମ କଣ ?
ଉତ୍ତର- ଅମରାବତି ।
୧୦- ଭାରତରେ ନିର୍ମିତ ପ୍ରଥମ କମ୍ପ୍ୟୁଟର ର ନାମ କଣ ?
ଉତ୍ତର- ସିଦ୍ଧାର୍ଥ ।
୧୧- ହାତୀ ମହୋଶ୍ଚବ କେଉଁ ସହର ରେ ପାଳନ ହୁଏ ?
ଉତ୍ତର- ଜୟପୁର ।
୧୨- ଭାରତର ପ୍ରଥମ ରଙ୍ଗୀନ ଚଳଚିତ୍ର ର ନାମ କଣ ?
ଉତ୍ତର- ବିଶାନ କନ୍ୟା ।
୧୩- କେଉଁ ଫଳ ଭିତରେ ବିଷ ମିଳିଥାଏ ?
ଉତ୍ତର- ସେଓ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।