ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ଦେଶରେ ଗ୍ଯାସ ଦର ଦିନକୁ ଦିନ ବୃଦ୍ଧି ପାଇବା ରେ ଲାଗିଛି । ଯାହାକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଛି । ତେବେ ଦେଶରେ ଗ୍ଯାସ ଦର ବୃଦ୍ଧି କାରଣରୁ ସାଧାରଣ ଖାଉଟି ମାନେ ନାହି ନ ଥିବା ସମସ୍ୟାର ସମୁଖିନ୍ନ ହେଉଛନ୍ତି । ଏମିତିକି ଘରୋଇ ଗ୍ଯାସ ଦର ବୃଦ୍ଧି କାରଣରୁ ଲୋକ ମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି ।
ତେବେ ପ୍ରତେକ ମାସର ପହିଲା ରୁ ପ୍ରତେକ ନିୟମ ରେ କିଛି ନା କିଛି ପରିବର୍ତ୍ତନ କରା ଯିବାର ଦେଖାଯାଏ । ତେବେ ଆଜି ହେଉଛି ଏପ୍ରିଲ 1 ତାରିଖ । ଆଉ ବର୍ତ୍ତମାନର ସବୁଠାରୁ ବଡ ଖବର ଆସି ପହଞ୍ଚିଛି କମର୍ଶିଆଲ ଏଲପିଜି ଦର କୁ ନେଇ । ଯାହାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି । ଆଜି କମିଲା କମର୍ଶିଆଲ ସିଲିଣ୍ଡର ର ଦର । 19 କେଜି କମର୍ଶିଆଲ ଏଲପିଜି ସିଲିଣ୍ଡର ଦର କମିଲା ।
91 ଟଙ୍କା 50 ପଇସା ଦର କମିଥିବା ନେଇ ଏବେ ସୂଚନା ଆସୁଛି । ଫଳରେ ଏଲପିଜି ସିଲିଣ୍ଡର ର ଦାମ କମି ଥିବା ନେଇ ବର୍ତ୍ତମାନ କୁହା ଯାଉଛି । ସିଲିଣ୍ଡର ଦର 91 ଟଙ୍କା 50 ପଇସା ହ୍ରାସ ପାଇଛି । କମର୍ଶିଆଲ ସିଲିଣ୍ଡର ର ଦର ଆଜି ଖସିଛି । ଦିଲ୍ଲୀ ରେ କମର୍ଶିଆଲ ଗ୍ଯାସ ଦର 2028 ଟଙ୍କା ରହିଥିଲା । ସେଠାରେ ଘରୋଇ ଏଲପିଜି ଜ୍ଞାସା ଦର ରେ କିଛି ବି ପରିବର୍ତ୍ତନ ହୋଇ ନାହି ।
କେବଳ କମର୍ସିଆଲ ଗ୍ଯାସ ଦର କମିଛି । ଘରୋଇ ଏଲପିଜି ଗ୍ଯାସ ଦର ରେ କିଛି ବି ପରିବର୍ତ୍ତନ କରାଯାଇ ନାହି । କେବଳ କମର୍ଶିଆଲ ଏଲପିଜି ଦର ହ୍ରାସ ପାଇଛି । ତେବେ କମର୍ଶିଆଲ ଗ୍ଯାସ ଦର ହ୍ରାସ ପାଇବା କାରଣରୁ ସାଧାରଣ ଖାଉଟି ମାନେ ସାମାନ୍ଯ ତମ ଆଶ୍ଵସ୍ତି ଲାଭ କରିବେ ବୋଲି ଆଶା କରା ଯାଉଛି । ତେବେ ଦିଲ୍ଲୀ ରେ କିନ୍ତୁ ଏଲପିଜି ଦର ଯେତିକି ଥିଲା ସେତିକି ଆସି ।
ସେଥିରେ କିଛି ବି ବଦଳି କରାଯାଇ ନାହି । ଫଳରେ ସେଠିକାର ଲୋକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ସେ ଯାହା ବି ହେଉ ସାଧାରଣ ଖାଉଟି ମାନେ ଗ୍ଯାସ ଦର କମିବା ନେଇ ବେସ ସନ୍ତୋଷ ଲାଭ କରିଛନ୍ତି ।
କାରଣ ଯେଉଁ ଭଳି ଭାବେ ଗ୍ଯାସ ଦର ବୃଦ୍ଧି ପାଇଥିଲା ତାହାକୁ ନେଇ ସାଧାରଣ ଖାଉଟି ମାନେ ଚିନ୍ତା ରେ ଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।