ଖାଇସାରିବା ପରେ ୧ ଚାମଚ ଏହି ଗୁଣ୍ଡ ଖାଆନ୍ତୁ, ମାସକ ଭିତରେ ଡାଇବେଟିସ ଗାଏବ ହୋଇଯିବ- Health Tips

ଆଜି ଆମେ ଆପଣଙ୍କ ସହିତ ଆଲୋଚନା କରିବୁ ଟେଷ୍ଟ ଆଣ୍ଡ ଟ୍ରାଇ ଉପଚାର ଯାହା ମଧୁମେହ ରୋଗୀଙ୍କ ପାଇଁ ବହୁତ ଚମତ୍କାରୀ ଅଟେ । ଏହା ଡାଇବେଟିସ ଛଡା ଆଉ ଅନେକ ରୋଗ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ । ଏହି ଔଷଧ ଗୋଟିଏ ମାସରେ ଆପଣଙ୍କ ଡାଇବେଟିସକୁ କଣ୍ଟ୍ରୋଲ କରିଦେବ । ଏହି ମେଡ଼ିସିନ ଖାଇଲେ ଆପଣଙ୍କୁ ଆଉ ଡାଇବେଟିସ ମେଡ଼ିସିନ ଖାଇବାକୁ ପଡିବ ନାହିଁ ।

ଏହାକୁ ସେବନ କରିବାର ଉପାୟ ବହୁତ ମହତ୍ବପୂର୍ଣ ହୋଇଥାଏ । ସରଲ ଅଟେ କିନ୍ତୁ ସାବଧାନତା ଆପଣ ନିହାତିଭାବରେ ରଖନ୍ତୁ । ତେବେ ଯାଇ ଆପଣଙ୍କୁ ଏହାର ସମ୍ପୂର୍ଣ ଫାଇଦା ଆପଣଙ୍କୁ ମିଳିବ ।


ଏହି ଉପଚାର ବନାଇବା ପାଇଁ ଆପଣଙ୍କୁ ଆବଶ୍ୟକ ଅଢେଇସ ଗ୍ରାମ ମେଥିଦାନା । ମେଥି ଡାଇବେଟିସକୁ କଣ୍ଟ୍ରୋଲ କରିବାରେ ବହୁତ ସାହାର୍ଯ୍ୟ କରିଥାଏ । ସାଥିରେ ଯଦି ଆପଣଙ୍କୁ ଆଣ୍ଠୁଗଣ୍ଠିର ସମସ୍ୟା ରହିଛି ଏହା ମଧ୍ୟ ଦୂର ହୋଇଥାଏ । ଦିତୀୟ ଜିନିଷ ଯାହା ଆବଶ୍ୟକ ହୋଇଥାଏ ତାହାହେଲା ସାହେ ଗ୍ରାମ ଜୁଆଣୀ । ଏହା ଆପଣଙ୍କର ଡାଇବେଟିସ କଣ୍ଟ୍ରୋଲ କରିବାରେ ସାହାର୍ଯ୍ୟତ କରିଥାଏ ଓ ଏହା ଆପଣଙ୍କ ପାଚନ ସମ୍ବନ୍ଧୀୟ କିଚିବି ସମସ୍ୟାକୁ ଦୂର କରିଥାଏ । ଏହା ସହିତ ହାଡରେ ହେଉଥିବା କୌଣସି ସମସ୍ୟାକୁ ମଧ୍ୟ ଦୂର କରିଥାଏ ।


ତୃତୀୟ ସାମଗ୍ରୀ ଆବଶ୍ୟକ ଯାହା  ହେଉଛି ପଚାଶ ଗ୍ରାମ କାଲି ଜିରି କୁହାଯାଏ । ଏହା ଆପଣଙ୍କୁ କୌଣସି ଗ୍ରସରି ସ୍ଟୋରରୁ ବହୁତ ସହଜରେ ମିଳିଯାଏ । ଡାଇବେଟିସକୁ କଣ୍ଟ୍ରୋଲ କରିବାରେ ଏହା ବହୁତ ଅଧିକ କାମ କରିଥାଏ । ଶରୀରରେ କୌଣସି ପ୍ରକାରର ଯାହାର ଓ ଟକସିନ ହେଉ ଶରୀରରେ ବାହାରକୁ ବାହାର କରିବାରେ କାମ କରିଥାଏ । ପ୍ରଥମେ ଆପଣ ଏହି ତିନୋଟି ସାମଗ୍ରୀକୁ ଭଲ ଭାବରେ ଭାଜି ନିଅନ୍ତୁ । ମେଥିକୁ ୧ ମିନିଟ ପର୍ଯ୍ୟନ୍ତ ଭଲକି ଭାଜନ୍ତୁ, ଏହାକୁ ଆପଣଙ୍କୁ ହଲ୍କା ଭାଜିବାକୁ  ପଡିବ । ୧ ମିନିଟ ପରେ ଦେଖିବେ ଏହାର ରଙ୍ଗ ବଦଳି ଜୀବ ଏବଂ ଏଥିରୁ ଏକ ପ୍ରକାରର ସୁଗନ୍ଧ ଆସିବ ।


ତାପରେ ମେଥିକୁ ଗୋଟିଏ ପାତ୍ରରେ କାଢି ଦିଅନ୍ତୁ । ସେହିପରି ଜୁଆଣିକୁ ପ୍ୟାନରେ ଅଧା ମିନିଟ ପର୍ଯ୍ୟନ୍ତ ଭାଜି ନିଅନ୍ତୁ । ଯେମିତି ଏହାର ସୁଗନ୍ଧ ଓ ରଙ୍ଗ ବଦଳିବାରେ ଲାଗିବ ତୁରନ୍ତ ଏହାକୁ ଗୋଟେ ପତ୍ରରେ ଏହାକୁ କାଢି ନିଅନ୍ତୁ । ତିନୋଟି ଜକ ଜିନିଷକୁ ଆପଣ ଅଲଗା ଅଲଗା ଭାଜନ୍ତୁ । ଶେଷରେ କାଲି ଜିରିକୁ ଅଧା ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ । ଏକା ସାଥିରେ ସବୁ ଜିନିଷକୁ ଭାଜନ୍ତୁ ନହିଁ କାରଣ ମେଥି ଭାଜିବା ପାଇଁ ଟିକେ ସମୟ ଲାଗିଥାଏ ।  ତିନୋଟି ଯାକ ଜିନିଷକୁ ଅଲଗା ଅଲଗା ପାତ୍ରରେ ରଖନ୍ତୁ ଓ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ ।

ତାପରେ ମେଥିକୁ ଅଲଗା ଗ୍ରାଇଣ୍ଡିଙ୍ଗ କରନ୍ତୁ ସେ ଚୂନା ହୋଇଗଲାପରେ ଗୋଟେ ଚଲାରେ ଚଲେଇ ଦିଅନ୍ତୁ । କାରଣ ଆପଣ ଖାଇବା ସମୟରେ ଯଦି ଦାନା ଆସିଯିବ ତାହେଲେ ଅଧିକ କଡା ଲାଗିପାରେ । ସେହି ପରି ଆଉ ଦୁଇଟି ଜିନିଷକୁ ମଧ୍ୟ ଅଲଗା ଅଲଗା ଚୂନା କରି ଭଲରେ ଛାଣି ନିଅନ୍ତୁ । ତିନୋଟି ଯାକକୁ ଆପଣ ଭଲ ଭାବରେ ମିଶାଇ ଦିଅନ୍ତୁ, ଦେଖିବେ ଏହିପରି ଭାବରେ ପାଉଡର ରେଡି ହୋଇଯିବ । କିନ୍ତୁ ଅନୁପାତ ଏହାହିଁ ନିଅନ୍ତୁ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *