ଖାଇବା ଥାଳିରେ କ’ଣ ଆପଣ ବି ଧୋଉଛନ୍ତି ହାତ ! ତେବେ ଏହାକୁ ନିହାତି ଜାଣନ୍ତୁ ! ନହେଲେ ପିଛା ଛାଡିବନି ଗରିବୀ !

ବହୁତ ମଣିଷ ନିଜ ଜୀବନରେ କିଛି ନା କିଛି ନିୟମର ଉଲଂଘନ କରି କାର୍ଯ୍ୟ କରିଥାନ୍ତି । ପରେ ସେଥିପାଇଁ ତାଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡିଥାଏ । ଏମିତିକି କିଛି ଲୋକଙ୍କର ଏମିତି କିଛି କାମ ଦ୍ଵାରା ତାଙ୍କୁ ଲକ୍ଷ୍ମୀଛଡା ମଧ୍ୟ ହେବାକୁ ପଡିଥାଏ । ତେବେ କେଉଁ କାମ କରିବା ଦ୍ଵାରା ମାତା ଲକ୍ଷ୍ମୀ ରୁଷ୍ଠ ହେବା ସହ ଘରକୁ ଅସୁବିଧା ଆସିଥାଏ ଚାଲନ୍ତୁ ସେ ସମ୍ପର୍କରେ ଆଲୋଚନା କରିବା । ତେବେ ଯଦି ଆପଣ ଖାଇ ସାରିବା ପରେ ଥାଳିରେ ହାତ ଧୋଉଛନ୍ତି ତେବେ ଆପଣମାନେ ଆଜି ଏଠାରେ କୁହାଯାଇଥିବା କଥାକୁ ନିହାତି ଜାଣନ୍ତୁ । ନଚେତ ଏମିତି କିଛି ଭୁଲ କରୁ କରୁ ଗରିବ ହୋଇଯାଇପାରନ୍ତି ।

1- ରୋଷେଇ ଘର କେବେ ବି ଶୌଚାଳୟ ଉପରେ କିମ୍ବା ତଳେ ତିଆରି କରନ୍ତୁ ନାହିଁ  କିମ୍ବା ଶୌଚାଳୟ ସାମ୍ନାରେ ମଧ୍ୟ ତିଆରି କରନ୍ତୁ ନାହିଁ ।

2- ଭୋଜନ କରୁଥିବା ସମୟରେ ଦିଗକୁ ଧ୍ୟାନ ଦେବା ଆବଶ୍ୟକ । ଭୋଜନ କରିବା ସମୟରେ ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରି ଭୋଜନ କରିବା ଉଚିତ ।

3- ଭୋଜନ କରିବା ପାଇଁ ବସିବା ପୂର୍ବରୁ ହାତ ମୁହଁ ଏବଂ ଗୋଡ  ଧୋଇଦେବା ଆବଶ୍ୟକ । ଏହାଫଳରେ ଆୟୁରେ ବୃଦ୍ଧି ହୋଇଥାଏ । ଐଶାନ୍ୟ କୋଣ ଆଡକୁ ମୁହଁ କରି ଖାଇବା ଦ୍ଵାରା ଯୌନ ରୋଗ ଦେଖା ଦେଇପାରେ ।

4- ଯେଉଁ ଲୋକଙ୍କ ଜୀବନରେ ଟଙ୍କାର ଅଭାବ ରହିଛି ଏବଂ ସବୁବେଳେ କିଛି ନା କିଛି ଚିନ୍ତା ଲାଗି ରହୁଛି ତେବେ ସେହି ବ୍ୟକ୍ତି ପଶ୍ଚିମ ଦିଗକୁ ମୁହଁ କରି ଭୋଜନ କରିବା ଆବଶ୍ୟକ । ଏହାଦ୍ଵାରା ଆପଣଙ୍କ ଆର୍ଥିକ ସ୍ଥିତି ଠିକ ହୋଇଥାଏ ।

5- ଭାଙ୍ଗିଯାଇଥିବା ବାସନ ତଥା ଫଟା ବାସନରେ କେବେ ମଧ୍ୟ ଭୋଜନ କରିବା ଉଚିତ ନୁହେଁ । ଜାଦୁ ଆପଣ ଏଥିରେ ଭୋଜନ କରନ୍ତି ତେବେ ଏହା ଆପଣଙ୍କ ଦୁର୍ଭାଗ୍ୟକୁ ଆମନ୍ତ୍ରଣ କରିବା ସଦୃଶ ହୋଇଥାଏ ।

6- ଆପଣ ଖଟ ଉପରେ ବସି କେବେ ଭୋଜନ କରିବା ଉଚିତ ନୁହେଁ ଏହାଦ୍ୱାରା ଅନ୍ନର ଅପମାନ ହୋଇଥାଏ ଏବଂ ରାହୁ ଅପ୍ରସନ୍ନ ମଧ୍ୟ ହୋଇଥାନ୍ତି ।

7- ଭୋଜନ କରିସାରିବା ପରେ କିଛି ଲୋକଙ୍କର ଥାଳିରେ ହାତ ଧୋଇବାର ଅଭ୍ୟାସ ରହିଛି । ଏହଫଳରେ ମା ଅର୍ଣ୍ଣପୂର୍ଣ୍ଣାଙ୍କ ଅପମାନ ହୋଇଥାଏ । ଏହାସହିତ ଚନ୍ଦ୍ର ଏବଂ ଶୁକ୍ର ଗ୍ରହ ମଧ୍ୟ ରୁଷ୍ଟ ହୋଇଯାଇଥାନ୍ତି । ଯାହାଦ୍ୱାରା ଘରୁ ମାଆ ଲକ୍ଷ୍ମୀ ଚାଲିଯାନ୍ତି । ଥାଳିରେ ଅଇଁଠା ହୋଇଥିବା ଖାଦ୍ୟ ଛାଡିବା ଦ୍ଵାରା ଅନ୍ନର ଅପମାନ ହୋଇଥାଏ ଏବଂ ମାଆ ଅର୍ଣ୍ଣପୂର୍ଣାଙ୍କ ଅଭିଶାପ ଲାଗିଥାଏ ଆପଣଙ୍କୁ ।

8- ସକାଳୁ ଉଠିବା ପରେ ଗାଧୋଇସାରିବା ପରେ ହିଁ ରୋଷେଇ ଘରକୁ ପ୍ରବେଶ କରନ୍ତୁ । ଯଦି ସମ୍ଭବ ହେଉ ନାହିଁ ତେବେ ଭଲ ଭାବରେ ହାତ ମୁହଁ ଧୋଇ ପ୍ରବେଶ କରନ୍ତୁ ଏବଂ ଆଉ ଏକ ବସ୍ତ୍ର ବଦଳି ଯାଆନ୍ତୁ । ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *