ଖାଲି ଗୋଟେ ଗୋଲିରେ ଶୁଖି ଯାଇଥିବା ତୁଳସୀ ଗଛ ପୁଣି ହେବ ହରାଭରା ଓ ଗହଳ

ଆମେ ଜାଣିବା ସିତ ଦିନରେ ତୁଳସୀ ଗଛ କାହିଁକି ଶୁଖିଯାଇଥାଏ, ଯଦି ଆପଣ ବଗିଚା କାମ କରୁଥିବେ ଜାଣିଥିବେକି ସବୁ ଗଛର ନିଜର ଜୀବନ ଚକ୍ର ହୋଇଥାଏ । କେଉଁ ଋତୁରେ ଗଛ ବଢିବ ଓ କେବେ ଫୁଲ, ଫଳ ଦେବ ଓ କେବେ ଶୁଖିବ । ତୁଳସୀ ଗୋଟିଏ ଟ୍ରାପିକାଲ ପ୍ଳାଣ୍ଟ ଅଟେ, ଉତ୍ତର ଭାରତରେ ବହୁତ ଥଣ୍ଡା ପଡିଥାଏ, ଏତେ ଥଣ୍ଡା ହୋଇଥାଏକି ତାପମାତ୍ରା ୧୦ ଡିଗ୍ରୀ ୫ ଡିଗ୍ରୀ  ତାପମାନ ଏମିତି ଖସିଥାଏ । ଏତିକି କମ ତାପମାତ୍ରାରେ ତୁଳସୀ ବହୁତ ଛୋଟ ଗଛ ଅଟେ, ଏହଠୁ ବହୁତ ବଡ ବଡ ଗଛ ମଧ୍ୟ ତାର ପାତ୍ର ଝଡା ଦେଇଥାଏ । ଯଦି ସେହି ସମୟରେ ବରଫ ପଡୁଥାଏ ଗଛ ଶୁଖିକି ମରିଯାଇଥାଏ ।

ଏହା ସାମାନ୍ଯ ପ୍ରକ୍ରିୟା ହୋଇଥାଏ ତାର ଜୀବନ ଚକ୍ରର । ଯଦି ଆପଣ ଏହି ଶୁଖିଲା ଗଛକୁ ବଞ୍ଚାଇବା ପାଇଁ ଚହୁଁଛନ୍ତି ତାହେଲେ ଶିତ ଦିନରେ ତୁଳସୀକୁ ଏମିତି ଜାଗାରେ ରଖନ୍ତୁ ଯେଉଁଠି ବେସୀ ଖରା ମିଳୁଥିବ । ସନ୍ଧ୍ଯା ସମୟରେ ତୁଳସୀକୁ ଥଣ୍ଡାରୁ ବଞ୍ଚାଇବା ପାଇଁ କୌଣସି କପଡାରେ କଭର କରିଦିଅନ୍ତୁ ନହେଲେ ପଲିଥିନରେ କଭର କରିପାରିବେ । ସମୟ ସମୟରେ କ୍ଷତ ଯେମିତିକି ଗୋବର କ୍ଷତ ନହେଲେ ଅର୍ଗାନିକ କ୍ଷତ ମଧ୍ୟ ଦେଇପାରିବେ । ଯଦି ଅର୍ଗାନିକ ଫର୍ଟିଲାଇଜର ଅଧିକ ହୋଇଗଲା ଗଛ ଠିକ ରହିବ ମରିବ ନାହିଁ ।


ଆସନ୍ତୁ ଜାଣିବା ଏହି ଗୋଳି ବିଷୟରେ

ଏହାକୁ ଭଲରେ ଦେଖନ୍ତୁ ଓ ତାକୁ ଚିହ୍ନିବା ପାଇଁ ଚେଷ୍ଟା କରନ୍ତୁ ଏହା କଣ ଅଟେ । ଏହା ହେଉଛି ଗନ୍ଧ କର୍ପୁର ଯାହା ଆମେ କପଡାରେ ରଖିଥାଉ ଓ ଶୌଚାଳୟରେ ଆମୋନିଆର ଗନ୍ଧ ଦୂର କରିବା ପାଇଁ ବ୍ୟବହାର କରିଥାଉ । ଏଥିରେ କୀଟ ନାଶକ ମଧ୍ୟ ବନାଯାଇ ପାରିବ ।

ଏହି କର୍ପୂରରୁ ଯେଉଁ ବାସ୍ନା ବାହାରି ଥାଏ ଏଥିରେ କୀଟ ମାନେ ଦୂରକୁ ଯାଇଥାନ୍ତି । ଏହି ଗୋଳି ପାଣିରେ ମିଳାଏ ନାହିଁକେତେକ ଲୋକ ଏହା ବିଷୟରେ ଭୁଲ ସୂଚନା ଦେଉଛନ୍ତି କି ଏହାକୁ ଦ୍ଵାରା ଫର୍ଟି ଲାଇଜର ବନାଯାଉଛି ଏହା ପୁରା ଭୁଲ ଅଟେ କେତେକ ଲୋକ ଆପଣଙ୍କୁ ବୋକା ବନେଇଥାନ୍ତି । କର୍ପୁର ଦ୍ଵାରା କୌଣସି ଫର୍ଟି ଲାଇଜର ବନା ଯାଇପାରିବ ନାହିଁ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *