କରୋନା ଭାଇରସ : ଖାଲି ପେଟରେ ଗୁଡ ଖାଇ ଗରମ ପାଣି ପିଇବାର ଆଶ୍ଚର୍ଯ୍ୟ କଲାଭଳି ଫାଇଦା… ଯାହାକୁ ଦେଖି ଡାକ୍ତର ବି ଆଶ୍ଚର୍ଯ୍ୟ- Health Tips

ବର୍ତମାନ ସ୍ଥିତିରେ କ-ରୋ-ନା ଭା-ଇ-ର-ସ ବହୁତ ଭୟଙ୍କର ରୂପ ନେଉଛି ତେବେ ଦ୍ଵିତୀୟ ଲହର ପରେ ଏବେ ତୃତୀୟ ଲହର ବର୍ତମାନ ବହୁତ ଖରାପ ଚାଲିଛି । ତେବେ କ-ରୋ-ନା ଭା-ଇ-ର-ସ ରୂପ ବଦଳିବାରେ ବହୁତ ମାହିର ଅଛି ଯେଉଁ ଦେଶ ସେହି ଭଳି ଭେଶ କରୁଅଛି । ଆପଣ ମାନେ ଆମେରିକାରେ ୟୁକେ ଭା-ଇ-ର-ସ ଶୁଣିବାକୁ ପାଇଥିବେ ଯାହା ଆମ ଭରତ ଭା-ଇ-ର-ସ ଠାରୁ ଅଲଗା ଲକ୍ଷଣ ଆଉ ଅସୁବିଧା ଦେଖାଉଥିଲା ଏହା ଛଡା ବ୍ରାଜିଲ ଭା-ଇ-ର-ସ ଅଲଗା ଥିଲା । ତେବେ ଅଲଗା ଦେଶ ଛାଡନ୍ତୁ ଭାରତରେ କେତେ ଜାଗାରେ ବୃଟେନ, ଡବଲ ବୃଟେନ ନାମ କେବଳ କ-ରୋ-ନା ଭା-ଇ-ର-ସକୁ ଦିଆ ଯାଇଛି ।

ତେବେ କଣ ଆପଣ ଏହା ଜାଣିଛନ୍ତି ଯେ ବର୍ତମାନ ଗୋଟେ ଭା-ଇ-ର-ସ ଦେଖା ଯାଇଛି ଯାହାକୁ ଆନ୍ଧ୍ର ଭୂତାଣୁ ନାମ ଦିଆ ଯାଇଛି ଏହା କ-ରୋ-ନା ଠାରୁ ୧୫ ଗୁଣ ଭୟଙ୍କର ଅଟେ ଯାହା ଲୋକଙ୍କ ଜୀବନ ନବା ପାଇଁ ଟିକେ ବ ସମୟ ଲଗଉ ନାହିଁ ।

ତେବେ କ-ରୋ-ନାକୁ ସାମାନ୍ଯ ଥଣ୍ଡା ଜର ଭାବିବାର ଭୁଲ କରନ୍ତୁ ନାହିଁ କାହିଁକିନା ଏହା ସାମାନ୍ଯ ବି ହୋଇ ପାରେ ଆଉ ସମୟ ଆସିଲେ ଆପଣଙ୍କ ଜୀବନ ମଧ୍ୟ ନେଇ ପାରେ ସେଥିପାଇଁ ସତର୍କ ସବୁବେଳେ ରୁହନ୍ତୁ । ତେବେ ଏହି ଭଳି ଭୟଙ୍କର ରୋଗରୁ ବଞ୍ଚିବା ପାଇଁ ଆଜି ଲୋକ ଟଙ୍କା ନେଇକି ରେଡି ଅଛନ୍ତି ଯେତେ ମାଗିଲେ ଦେବେ କେବଳ ତାଙ୍କ ଜୀବନ ରକ୍ଷା କରିବା ପାଇଁ କିନ୍ତୁ ଜୀବନ ବହୁତ ମୂଲ୍ୟବାନ ଅଟେ ଏହାକୁ ବଞ୍ଚାଇବା ବହୁତ କଷ୍ଟ । ହସ୍ପିଟଲ ମାନଙ୍କରେ ବେଡ ଅଭାବ ହେଉଛି ଆକ୍ସିଜନ ମିଳୁ ନାହିଁ ଯାହା କାରଣରୁ କେତେ ରୋଗୀ ମାନଙ୍କ ଜୀବନ ଚାଲି ଯାଉଛି ।

ତେବେ ଆଜି ଆମେ ଆପଣଙ୍କୁ ଗୋଟେ ସାଧାରଣ ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଘରେ ରହିଥାଏ କିନ୍ତୁ ଆପଣ ଏହାର ସଠିକ ଉପାୟ ଜାଣି ନାହାନ୍ତି ସେଥିପାଇଁ ଆପଣଙ୍କୁ ଅସୁବିଧା ହୋଇଥାଏ ଆପଣଙ୍କୁ ସକାଳେ ଖାଲି ପେଟରେ ବିନା ବ୍ରସ କରି ଗୁଡ ଖାଇବାର ଅଛି, ତେବେ ଗୁଡ ଯେତେବେଳେ ଆପଣଙ୍କ ପାଟିର ବାସୀ ନାଳ ସହ ପେଟକୁ ଯାଇଥାଏ ସେତେବେଳେ ଆମ ଶରୀରକୁ ବହୁତ ଶକ୍ତି ମିଳିଥାଏ କାହିଁକିନା ବାସୀ ନାଳ ଆଉ ଗୁଡ ଆମ ପାଚନ ଶକ୍ତିକୁ ଊର୍ଜା ଦେଇଥାଏ ଏହା ସହ ଗୁଡରେ ଫସଫରସ ହୋଇଥାଏ ଯାହା ଆମ ପେଟ ଆନ୍ତ ମାନଙ୍କୁ ସ୍ଵଛ କରିଥାଏ ।

ଏହା ଛଡା ଗୁଡ ଆମ ଶରୀରରେ ଆଇରନ ଅଭାବକୁ ଦୂର କରିଥାଏ ଆଉ ଆମକୁ ଶକ୍ତି ଦେଇଥାଏ କାହିଁକିନା ଗୁଡ ସେବନ ଦ୍ଵାରା ଆମ ଶରୀରରେ ନୂଆ ରକ୍ତ ନିର୍ମାଣ ହୋଇଥାଏ ଯାହା ଆମ ଶରୀରକୁ ସଫା କରିବା ସହ ଆମ ଶରୀରକୁ ରୋଗ ପ୍ରତି ରୋଧକ କ୍ଷୟମତା ପ୍ରଦାନ କରିଥାଏ । ତେବେଳେ ଯେଉଁ ମାନଙ୍କୁ ହାଇ ବିପି ସମସ୍ଯା ଅଛି ସେହି ଭଳି ଲୋକଙ୍କୁ ସକାଳ ସମୟରେ ଖାଲି ପେଟ ଗୁଡ ସେବନ କରିବା ବହୁତ ଆବଶ୍ୟକ ଅଟେ ଏହା ଦ୍ଵାରା ଆପଣଙ୍କ ବିପି ନିୟନ୍ତ୍ରନରେ ରହିଥାଏ ଆଉ ଆପଣ ନିଜ ଜୀବନରେ ବହୁତ କିଛି ସୁଖ ପାନ୍ତି ।

Leave a Reply

Your email address will not be published. Required fields are marked *