ଖାଲି ପେଟରେ ଚା ପିଉଛନ୍ତି ତ ଥରେ ଏହି ପୋଷ୍ଟ ନିଶ୍ଚୟ ଦେଖନ୍ତୁ, ନଚେତ…

ଆମ ଭାରତରେ ଲୋକ ସକାଳେ ଉଠି ଚା ନପିଲେ ତାଙ୍କର ସକାଳ ହୋଇନଥାଏ ପ୍ରାୟତଃ ଲୋକ ସକାଳେ ଖାଲି ପେଟରେ ଚା ପି ଥାନ୍ତି କିନ୍ତୁ ଏହାର ହାନିକାରକ ସ୍ଥିତି ବିଷୟରେ ବହୁତ କମ ଲୋକ ଜାଣିଛନ୍ତି, ଆଜି ଆମେ ଚା ବିଷୟରେ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଜାଣିଲା ପରେ ଆପଣ ସକାଳେ ଖାଲି ପେଟରେ ଚା ପିବା ଭୁଲି ଯିବେ । କେତେକ ଲୋକଙ୍କ ଅଭ୍ୟାସ ଥାଏ ସକାଳେ ଉଠି ଖାଲି ପେଟରେ ଚା ପିବାର କିନ୍ତୁ ଆପଣଙ୍କୁ ଆମେ ଏହା କହିଦବାକୁ ଚାହୁଁ ଯେ ଚାରେ କେଫିନ ଥାଏ ଯାହା ଖାଲି ପେଟରେ ପିଲେ ଏହାର ବହୁତ ଖରାପ ପ୍ରଭାବ ଆପଣଙ୍କ ଶରୀର ଉପରେ ପଡିଥାଏ ।

Image Courtesy: Google

ତେବେ ଆପଣ ମାନେ ମଧ୍ୟ ଏହି କଥା ଭଲ ଭାବରେ ଜାଣିଛନ୍ତି ଯେ ଚା ପିବା ଦ୍ଵାରା ଆମ ଶରୀର କ୍ଷତି ହୋଇଥାଏ ତଥାପି ଲୋକଙ୍କ ଅଭ୍ଯାସ ଯାଏ ନାହିଁ କିନ୍ତୁ ଆଜି ଆମେ ଆପଣଙ୍କୁ ଖାଲି ପେଟରେ ଚା ପିବା ଦ୍ଵାରା କେଉଁ କେଉଁ ରୋଗ ହୋଇଥାଏ ତାହା ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ଜାଣିଛନ୍ତି ଯେ ରାତିରେ ଖାଇଥିବା ଖାଦ୍ଯ ସକାଳ ପର୍ଯ୍ୟନ୍ତ ହଜମ ହୋଇଯାଏ ଓ ସକାଳେ ଊର୍ଜା ପାଇଁ ଆପନାଙ୍କୁ କିଛି ଜଳିକ୍ଷା କରିବାକୁ ପଡିଥାଏ କିନ୍ତୁ ଲୋକ ଜଳିକ୍ଷା ନକରି ଚା ପିଅନ୍ତି ତେବେ ଚାରେ ଥିବା କେଫିନ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ କରିଥାଏ ଓ ଏହା ଫଳରେ ଆପଣଙ୍କୁ କ୍ୟାନ୍ସର ଭଳି ରୋଗ ଘାତ କରିଥାଏ ।

Image Courtesy: Google

ଆଜି ଆମେ ଆପଣଙ୍କୁ ଚା ବିଷୟରେ ଏମିତି କଥା କହିବାକୁ ଯାଉଛୁ ଯାହା ଶୁଣି ଆପଣ ସକାଳେ ଖାଲି ପେଟରେ ଚା ପିବା ଛାଡି ଦେବେ ଓ ଆପଣଙ୍କୁ କୌଣସି ପ୍ରକାର ହାନି ହବ ନାହିଁ । ଚା ଏମିତି ଗୋଟେ ଜିନିଷ ଯାହା ପାଇଁ ଲୋକଙ୍କର ଲୋଭ ଥାଏ କିନ୍ତୁ ଚା ପିଲେ ଏହା ଗରମ ପଦାର୍ଥ ଯାହା ଖାଲି ପେଟରେ ଗଲେ ଏସିଡ ସହ ମିଶି ବିଷାକ୍ତ ହୋଇଥାଏ ଓ ଷ୍ଟୋମାକ କ୍ୟାନ୍ସର ଭଳି ପରିସ୍ଥିତି ମଧ୍ୟ ଆସିଥାଏ ।

Image Courtesy: Google

ଚା ଖାଲି ପେଟ ପିବା ଦ୍ଵାରା ଏହା ଆପଣାଙ୍କ ଶରୀରରେ ଗ୍ଯାସ ମାତ୍ରା ବଢାଇ ଥାଏ ଆପଣଙ୍କ ପେଟ ଫୁଲିବାକୁ ଲାଗିଥାଏ । ମହିଳାଙ୍କ ଭିତରେ କେଲସିଅମ ଅଭାବ ଦେଖିବାକୁ ମିଳିଥାଏ, ନାଲି ଚା ହେଉ ବା କ୍ଷୀର ଚା କୌଣସି ଚା ଖାଲି ପେଟ ସେବନ କରିବା ଉଚିତ ନୁହ ଏହା ଦ୍ଵାରା ଆପଣଙ୍କ ବହୁତ ସ୍ୱାସ୍ଥ୍ୟ ହାନି ହୋଇଥାଏ ସେଥିପାଇଁ ଭୁଲରେ ବି ଖାଲି ପେଟରେ ଚା ପିଅନ୍ତୁ ନାହିଁ ବା ଖାଇବାର ତୁରନ୍ତ ପରେ ଚା ପିଅନ୍ତୁ ନହିଁ ଖାଇବାର ଦୁଇ ଘଣ୍ଟା ପରେ ଚା ପିଅନ୍ତୁ ଦେଖିବେ ଆପଣଙ୍କୁ ବହୁତ ଭଲ ଅନୁଭବ ହବ ।

ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *