ଖାଆନ୍ତୁ ଏହି ଜିନିଷ ସୁସ୍ଥ ରହିବ ଆପଣଙ୍କ ଫୁସଫୁସ

ଶରୀରରେ ଆକ୍ସିଜେନ ପହଞ୍ଚୁଥିବା ଫୁସଫୁସ ଯଦି ଯହିକ୍ଷେ କାମ ନ କରେ ତ ବଞ୍ଚିବା କଷ୍ଟକର ହୋଇଯାଏ । ଯଦି ଫୁସଫୁସ ରେ କିଛି ରୋଗ ହୁଏ ତ ଶରୀରରେ ଆକ୍ସିଜେନର କମିହୁଏ, ସେଥିଲାଗି ଫୁସଫୁସର ସବୁବେଳେ ଯତ୍ନନେବାର ଆବଶ୍ୟକ ରହିଛି । ଫୁସଫୁସରେ କିଛି ସମସ୍ୟା ଆସିଲେ ନିମୋନିଆ ,ଟିବି ,କର୍କଟ ରୋଗ,ଆସ୍ଥାମ,ଓ ବ୍ରୋଙ୍କାଇଟିସ ଭଳି ବହୁତ ବିମାରି ହୋଇପାରେ ।

ଏମସ ଡକ୍ଟର ଙ୍କ ଅନୁସାରେ ,ଫୁସଫୁସ ସମ୍ବନ୍ଧିତ ରୋଗ ଦୁନିଆରେ ସବୁଠୁ ବଡ ସମସ୍ୟା ଭିତରୁ ଗୋଟେ ଅଟେ । ଯେବେ ଫୁସଫୁସ ରୋଗଗ୍ରସ୍ତ ହୁଏ ସେତେବେଳେ କାର୍ବନ ଡାଇଆକ୍ସାଇଡ ବାହାର କରି ପର୍ଯ୍ୟାପ୍ତ ପରିମାଣରେ ଗ୍ରହଣ କରିବାର କାମ ଠିକସେ କରିପାରେ ନାହିଁ ।

Image Courtesy: Google

କଫ କୁ କମ କରିଥାଏ ରସୁଣ :-ରସୁନରେ ଆଣ୍ଟି ଅକ୍ସିଡେଣ୍ଟ ବହୁତ ମାତ୍ରାରେ ମିଳେ । ଏହା ସେବନ କରିବା ଦ୍ଵାରା କଫ କମ ହୋଇଥାଏ । ଭୋଜନ କରିବା ପରେ ଗୋଟେ କୋଳ ରସୁଣ ଖାଇଲେ ଫୁସଫୁସ ସଫା ହୋଇଥାଏ । ରସୁଣ ଖାଇବା ଦ୍ଵାରା ଇମୁନିଟି ସିଷ୍ଟମ ଭି ମଜଭୁତ ରହିଥାଏ । ସବୁବେଳେ ସକାଳେ ଗୋଟେ କୋଳ ରସୁଣ ଖାଇଲେ ବହୁତ ଲାଭ ମିଳିଥାଏ । ଏହାଛଡା ରସୁଣ ଖାଇଲେ ଶରୀରରେ କୋଲେଷ୍ଟ୍ରୋଲ ର ମାତ୍ର କମ ହୋଇଥାଏ । ଓ ହୃଦୟକୁ ସୁସ୍ତ ରଖିଥାଏ ।

Image Courtesy: Google

ଶରୀର ପାଇଁ ଆବଶ୍ୟକ ହେଉଛି ଲାଇକୋପେନ :-ଟମାଟର,ତରଭୁଜ ,ଭଣ୍ଡା,ଗାଜର,କନ୍ଦମୂଳ ଭଳି ଖାଦ୍ୟ ପଦାର୍ଥ ରେ ଲାଇକୋପେନ ମିଳିଥାଏ । ଆଜମା ରୋଗୀମାନଙ୍କ ପାଇଁ ବହୁତ ଲାଭଦାୟକ ଅଟେ । ଏହାଛଡା ଏଥିରେ କ୍ୟାରୋଟିନୋଇଡ୍ସ ଓ ଏଣ୍ଟିଆକ୍ସିଡେଣ୍ଟ ବି ଥାଏ । ଫୁସଫୁସ କୁ କର୍କଟ ରୋଗରୁ ବଞ୍ଚେଇବାକୁ ସହାୟକ କରିଥାଏ ।

Image Courtesy: Google

ଭିଟାମିନ ସି ଫୁସଫୁସ ପାଇଁ ବହୁତ ଦରକାରୀ:-

ଲକ୍ଷ୍ମୀଦତ ଶୁକ୍ଲା ଅନୁସାରେ ,ସବୁ ଖଟା ଫଳ ଯେମିତି ଲେମ୍ବୁ,କମଳା,ଅଙ୍ଗୁର ,କିୱି ,ଟମାଟର ଓ ଷ୍ଟ୍ରବେରି ,ଆଦିରେ ଭିଟାମିନ ସି ଭରପୁର ମାତ୍ରାରେ ଥାଏ । ଭିଟାମିନ ସି ଖାଇବା ଦ୍ଵାରା ଫୁସଫୁସ ମଜଭୁତ ରହିଥାଏ । ଏହାଛଡା ଭିଟାମିନ ସି ଶରୀରକୁ ମଜଭୁତ କରିଥାଏ ।

Image Courtesy: Google

ଫୁସଫୁସ ପାଇଁ ତୁଲସୀ ବହୁତ ଲାଭଦାୟକ ଔଷଧୀୟ ଅଟେ ।

ଥଣ୍ଡା ,ଖାସ ହୋଇଥିବା ସମୟରେ ଫୁସଫୁସରେ ଯମହୋଇଥିବା କଫ ହୁ ଦୂର କରିବାପାଇଁ ତୁଲସୀର କଢା ବହୁତ ଲାଭକରି ଅଟେ । ତୁଲସୀରେ ମଧ୍ୟ ଏଣ୍ଟିଅ କ୍ସିଡେଣ୍ଟ ଗୁଣ ରହିଛି । ତୁଲସୀ ପତ୍ରକୁ ସୁଖେଇ ସେଥିରେ ଖଇର,ମିଣ୍ଟ ,ଓ ଅଲେଇଚ କୁ ସମାନ ମାତ୍ରାରେ ଗୁଣ୍ଡ କରି ଓ ସେଥିରେ ଗୋଟେ ଚାମଚ ପେଶିଥିବା ଚିନୀ ମିଶାଇ ଦିନରେ ୨ ବାର ଅଧ ଚାମଚ ଖାଇବା ଦ୍ଵାରା ଫୁସଫୁସ ରେ ଜମା ଥିବା କଫ କମ ହୋଇଥାଏ ।

Image Courtesy: Google

ଫୁସଫୁସ କୁ ମଜଭୁତ କରିବା ପାଇଁ ଅନ୍ୟ ଉପାୟ:-

ଫୁସଫୁସ କୁ ମଜଭୁତ କରିବା ପାଇଁ ପ୍ରାଣାୟମ ଓ ଯୋଗ କରିବା ବହୁତ ଭଲ ଅଟେ,ସେଥିପାଇଁ ସବୁଦିନେ ଯୋଗ ଓ ପ୍ରାଣାୟମ କରିବା ଆବଶ୍ୟକ । ଫୁସଫୁସ କୁ ମଜଭୁତ କରିବା ପାଇଁ ପ୍ରାଣାୟମ ସବୁଠୁ ଭଲ ଉପାୟ, କାରଣ ଏଥିରେ ଶ୍ଵସନ ତନ୍ତ୍ର ଦ୍ଵାରା ଫୁସଫୁସ ରେ ଥିବା ବହୁ ଅଦରକାରୀ ଜିନିଷ କୁ ବାହାର କରେ ।

ଫୁସଫୁସ ସୁରକ୍ଷାର ଯତ୍ନ ରଖନ୍ତୁ :-

ଫୁସଫୁସ ର ସୁରକ୍ଷା ପାଇଁ ଧ୍ରୁମ୍ରପାନ ଓ ଗୁଟଖା ସେବନରୁ ଦୂରେଆଇ ରୁହନ୍ତୁ । ଭଢୁଥିବା ପ୍ରଦୂଷଣ ଲାଗି ଫୁସଫୁସ ଉପରେ ପ୍ରଭାବ ପଡେ । ସେଥିପାଇଁ ଯେବେ ବାହାରକୁ ଯାଉଛନ୍ତି ତ ମାସ୍କ ପିନ୍ଧି ବାହାରକୁ ଜାନ୍ତୁ । ସୁର୍ଜ୍ୟଦୟୋ ପୂର୍ବରୁ ବାଯୁରେ ବହୁତ ଆକ୍ସିଜେନ ଥାଏ,ସେଥିଲାଗି ସକାଳେ ୩୦ ରୁ ୪୦ ମିନିୟ ପର୍ଯ୍ୟନ୍ତ ବହୁତ ତେଜୀ ଗତି ରେ ଚାଲିବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *