ଆଖି ଖରାପ ଥିଲେ ବା ଚଷମା ବିନା ଦେଖାଯାଉ ନଥିଲେ, କରନ୍ତୁ ଏହି ସହଜ ଘରୋଇ ଉପାୟ – ମାତ୍ର ୧୦ ଦିନରେ ଆଖି ହୋଇଯିବ ଭଲ

ଆଜିର ସମୟରେ ପ୍ରାୟତଃ ସମସ୍ତେ ଚଷମା ଲଗାଉଥିବାର ଦେଖାଯାଏ । ଏହାର ସବୁଠୁ ବଡ କାରଣ ହେଲା କି ଆଜିକାଲିର ଖାଦ୍ୟ ପୁରା ବଦଳି ଯାଇଛି, ତା ସହିତ ଲୋକଙ୍କ ଲାଇଫ ଷ୍ଟାଇଲ ବି ବଦଳି ଯାଇଛି । ଆଜିର ସମୟରେ ଲୋକ ପୌଷ୍ଟିକ ଖାଦ୍ୟ କୁ ଛାଡି ବଜାରରେ ମିଳୁଥିବା ଫାଷ୍ଟଫୁଡ ଆଡକୁ ଆକର୍ଷିତ ହେଉଛନ୍ତି । ସେହି ଖାଦ୍ୟ ଅଧିକ ଖାଇବା କାରଣରୁ ବହୁତ ପ୍ରକାରର ଶାରୀରିକ ସମସ୍ୟା ସାମ୍ନାକୁ ଆସୁଛି ।

ଟିଭି ରୁ ବାହାରୁଥିବା କିରଣ ଆଖି ପାଇଁ କ୍ଷତିକାରକ

ପୂର୍ବ ସମୟରେ ବହୁତ ବର୍ଷର ଲୋକ ଚଷମା ଲଗାଉଥିଲେ ଯେଉଁଠି ଆଜିର ସମୟରେ ପିଲାମାନେ ବି ଚଷମା ଲଗାଉଛନ୍ତି । ଆଜିକାଲି ପିଲାମାନେ ବହୁତ ଟିଭି ଓ କମ୍ପ୍ୟୁଟର ର ବ୍ୟବହାର କରୁଛନ୍ତି । ଅଧିକ ଟିଭି ବା କମ୍ପ୍ୟୁଟର ର ବ୍ୟବହାର କରିବା ଦ୍ଵାରା ଆଖି ଜଲ୍ଦି ଖରାପ ହୋଇ ଯାଇଥାଏ ଏଥିରୁ ବାହାରୁଥିବା କିରଣ ଆଖି ପାଇଁ ବହୁତ ହାନି କାରକ ହୋଇଥାଏ ।

କିଛି ଲୋକ ଚଷମା ଜାଗାରେ କଣ୍ଟାକ୍ଟ ଲେନ୍ସ ର ବ୍ୟବହାର କରିଥାନ୍ତି

ଆଖି ଖରାପ ହେବା ପରେ ଲୋକ ଆଖିର ଚିକିଶ୍ଚା କରିବା ପାଇଁ ଡାକ୍ତର ପାଖକୁ ଯାଆନ୍ତି । ଡାକ୍ତର ପାଖରେ ଏହାର ଗୋଟିଏ ହିଁ ଚିକିଶ୍ଚା ଥାଏ ଚଷମା । ଯେତେବେଳେ ଔଷଧରେ କାମ ଚଳେ ନାହିଁ ତେବେ ଚଷମା ଲାଗିଥାଏ । କିଛି ଲୋକଙ୍କୁ ଚଷମା ଲଗାଇବା ପସନ୍ଦ ହୋଇ ନଥାଏ, ସେମାନଙ୍କ ପାଇଁ ଆଜି କଣ୍ଟାକ୍ଟ ଲେନ୍ସ ବି ଆସି ଗଲାଣି । ଯଦି ଆପଣ ବି ଚଷମା ଲଗାନ୍ତି ଓ ଏହି ଚଷମାରୁ ମୁକ୍ତି ଚାହୁଁଛନ୍ତି ତେବେ ଚିନ୍ତା କରିବାର କିଛି କଥା ନାହିଁ । ଆଜି ଆମେ ଆପଣଙ୍କ ପାଇଁ ଏମିତିକା ଘରୋଇ ରାମବାଣ ଉପାୟ ଆଣିଛୁ, ଯାହାର ବ୍ୟବହାରରେ କେବଳ 10 ଦିନରେ ଆପଣଙ୍କର ଚଷମା ଆବଶ୍ୟକ ପଡିବ ନାହିଁ ।

ଆବଶ୍ୟକ ସାମଗ୍ରୀ

୧. ବାଦାମ

୨. ପାନମଧୁରୀ

୩. କୁବ୍ଜା ମିଶ୍ରି

ତିଆରି କରିବା ଓ ସେବନର ବିଧି

ସର୍ବପ୍ରଥମେ ଗୋଟିଏ ସମାନ ମାତ୍ରାରେ ଏହି ତିନିଟି ଜିନିଷକୁ ନିଅନ୍ତୁ ଓ ତାକୁ ଭଲଭାବେ ପେଶି ପାଉଡର ତିଆରି କରନ୍ତୁ । ଯଦି ଆପଣଙ୍କୁ କୁବ୍ଜା ମିଶ୍ରି ମିଳୁନାହିଁ ତେବେ ଆପଣ ତା ଜାଗାରେ ସାଧାରଣ ମିଶ୍ରି ବି ନେଇ ପାରନ୍ତି । ଭଲ ଭାବେ ପେଶିବା ପରେ ଆପଣ ସେହି ପାଉଡରକୁ କୌଣସି କାଚ ଶିଶିରେ ରଖି ଦିଅନ୍ତୁ । ଏବେ ଆପଣ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଏହି ପାଉଡର ର ସେବନ କ୍ଷୀର ସହିତ କରନ୍ତୁ ।

ଯଦି ଆପଣଙ୍କୁ ଅଧିକ ମିଠା ପସନ୍ଦ ନୁହେଁ ତେବେ ଆପଣ ମିଶ୍ରିର ମାତ୍ରା କୁ କମ କରି ପାରନ୍ତି । ଏହାର ଲଗାତାର ସେବନରେ ଆପଣଙ୍କୁ ଅନୁଭବ ହେବ କି ୧୦-୧୨ ଦିନରେ ଆପଣଙ୍କୁ ଭଲ ଦେଖାଯିବାକୁ ଲାଗିବ । କିଛି ଦିନରେ ଆପଣଙ୍କର ଚଷମା ବିଲକୁଲ ଆବଶ୍ୟକ ହେବ ନାହିଁ । ଯଦି ଆପଣଙ୍କୁ ମଧୁମେହ ରୋଗ ଅଛି ତେବେ ଆପଣ ଏହାକୁ ସେବନ କରନ୍ତୁ ନାହିଁ, ଏହା ଆପଣଙ୍କ ପାଇଁ ହାନିକାରକ ହୋଇପାରେ ।

କଣ ଆପଣ ବି ଚଷମା ବ୍ୟବହାର କରୁଛନ୍ତି ଓ ଚଷମା ଆପଣଙ୍କୁ ପସନ୍ଦ ନୁହେଁ ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ, ଏହି ସ୍ୱାସ୍ଥ୍ୟ ଟିପ୍ସଟି ସମସ୍ତଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏହିଭଳି ଅନେକ ନୂଆ ନୂଆ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *