ଯେତେବେଳେ ଛୋଟ ଡ୍ରେସ ପିନ୍ଧିବା କାରଣରୁ ସ୍ଟେଜ ଉପରେ ହିଁ Disha Patani ଙ୍କ ସହ ଝଗଡା କରିବାକୁ ଲାଗିଲେ Tiger Shroff, ଆଉ ତା’ ପରେ …

ବନ୍ଧୁଗଣ ବାଗୀ-୨ ଚଳଚିତ୍ରରେ ସମସ୍ତେ ‘ଦିଶା’ ଏବଂ ‘ଟାଇଗର’ଙ୍କର ପ୍ରେମ ଦେଖିଛନ୍ତି । ‘ଟାଇଗର ଶରଫ’ଙ୍କୁ ଆପଣ ମାନେ ସମସ୍ତେ ପ୍ରାଏ ଜାଣିଛନ୍ତି । ତାଙ୍କ ଅଭିନୟ ଦର୍ଶକ ମାନଙ୍କ ମନକୁ ବେସ୍ ପ୍ରଭାବିତ କରିଛି । ‘ଟାଇଗର ଶରଫ୍’ ଗୋଟିଏ ପରେ ଗୋଟିଏ ଫିଲ୍ମରେ ଉନ୍ନତ ମାନର ଅଭିନୟ କରି ଲୋକଙ୍କ ନଜରକୁ ଆସିଛନ୍ତି । ‘ଟାଇଗର’ ଏବଂ ‘ଦିଶା’ କେତେ ଗୁଡିଏ ଇଭେନ୍ଟରେ ମଧ୍ୟ ଦେଖିବାକୁ ମିଳିଥାନ୍ତି । ଏହି ଦୁଇଜଣଙ୍କୁ ମିଡିଆ ସାମ୍ନାରେ ଅନେକଥର ଦେଖିଛନ୍ତି ।

ଏହା ସହିତ ଅନେକ ଥର ନିଜର ଫୋଟୋ ସୋଶଲ ମେଡିଆରେ ଅପଲୋଡ ମଧ୍ୟ କରି ଆସିଛନ୍ତି । କିନ୍ତୁ ବନ୍ଧୁଗଣ କ୍ୟାମେରାରେ ସବୁବେଳେ ନଜର ଆସୁଥିବା ଏହି ଯୋଡି ଏବେ ନିଜ ସମ୍ପର୍କକୁ ଆଗକୁ ନେବାକୁ ଚାହୁଁ ନାହାନ୍ତି ।

ବନ୍ଧୁଗଣ ଅନେକ ସମୟ ଧରି ସାଙ୍ଗରେ ରହୁଥିବା ଏହି ଯୋଡି ଦୁଇଜଣ ଏବେ ଏକାଠି ରହିବାକୁ ପସନ୍ଧ କରୁନାହାନ୍ତି । ବନ୍ଧୁଗଣ ମଝିରେ ଦେଖିବାକୁ ମିଳିଥିଲା ଯେ ‘ଟାଇଗର ଶରଫ’  ଅଭିନେତ୍ରୀ “ତାରା ସୂତାରିୟା”ଙ୍କ ସଙ୍ଗେ ନିଜର ଅଧିକ ସମୟ ବିତାଉଛନ୍ତି । ଅପର ପାର୍ସ୍ବୋରେ ଅଭିନେତ୍ରୀ ଦିଶାଙ୍କୁ ଅଭିନେତା ‘ଆଦିତ୍ଯ ରୟ କପୁର’ଙ୍କ ସହିତ ଯୋଡା ହେଇଥିଲା । କିନ୍ତୁ ଏହି ଖବରଟିକୁ ସେମାନେ ସ୍ଵୀକାର କରିନଥିଲେ । ଲକ-ଡାଉନ ସମୟରେ ଯେତେବେଳେ ଦିଶା ଟାଇଗରଙ୍କ ଘରେ ରହୁଥିଲେ ସେବେଠାରୁ ଦୁଇଜଣଙ୍କ ମନରେ କୌଣସି ନା କୌଣସି କଥାକୁ ନେଇ ଝଗଡା ଆରମ୍ଭ ହେଇଛି ।

ବନ୍ଧୁଗଣ ‘ଦିଶା’ଙ୍କ ସମ୍ପର୍କ ‘ଟାଇଗର ଶରଫ’ଙ୍କ ସଙ୍ଗେ ଭଲ ଥିଲା ବେଳେ ତାଙ୍କ ମା “ଆଇସା ଶରଫ” ଏବଂ ପିତା “ଜାକି ଶରଫ”ଙ୍କ  ସହିତ କିଛି ଖାସ ନିବିଡ ସମ୍ପର୍କ ନଥିଲା । ବନ୍ଧୁଗଣ କହିବାକୁ ଗଲେ ‘ଦିଶା’ ଏହି ସମୟ ଭିତରେ ‘ଟାଇଗର ଶରଫ’ଙ୍କ ମାତା ଏବଂ ପିତାଙ୍କ ହୃଦୟରେ ନିଜ ଜାଗା ବନାଇ ପାରି ନାହାନ୍ତି । ଦିଶାଙ୍କର ଡ୍ରେସିଂକୁ ନେଇ ‘ଜାକି ଶରଫ’ ବେସୀ ପସନ୍ଧ କରନ୍ତି ନାହିଁ । ଦିଶାଙ୍କର ଫିଲ୍ମ ମାନଙ୍କରେ ଆଇଟମ ସଙ୍ଗରେ ଡାନ୍ସ କରିବା ମଧ୍ୟ  ଉଭୟ ମାତା-ପିତାଙ୍କୁ ପସନ୍ଧ ନୁହେଁ । ଏହି କାରଣରୁ ସେ ‘ଟାଇଗର’ ଏବଂ ‘ଦିଶା’ଙ୍କୁ ଗୋଟିଏ ଭଲ ବନ୍ଧୁ ରହିବା ପାଇଁ କହିଛନ୍ତି ।

ସେହିଭଳି ‘ଟାଇଗର’ଙ୍କୁ ମଧ୍ୟ ‘ଦିଶା’ଙ୍କର ଆବଶ୍ୟକ ଠାରୁ ଅଧିକ ବୋଲ୍ଡ ଫଟୋ ସୁଟ କରିବା ଆଦୌ ପସନ୍ଧ ନୁହେଁ । ଦୁହେଁ ଦୁହିଙ୍କର ବହୁତ ଯତ୍ନ କରନ୍ତି । ଏଥିପାଇଁ ଉଭୟଙ୍କ ମଧ୍ୟରେ ଟିକେ ଟିକେ କଥାରେ ଝଗଡା ହେଇଥାଏ । କିନ୍ତୁ ଏବେ ଖବର ମିଳିଛି ଯେ ଟାଇଗର ଶରଫ ନିଜ ମାତା ପିତାଙ୍କ କହିବା ଅନୁସାରେ ଦିଶାଙ୍କ ଠାରୁ ଧୀରେ ଧୀରେ ଦୂରେଇ ସାରିଲେଣି ।

ମାତ୍ର ସେମାନଙ୍କ ମଧ୍ୟରେ କେଉଁ ବିଷୟଟିକୁ ନେଇ  ମନୋମାଳିନ ହେଇଛି ତାହା ଉଭୟ ସେମାନେ ଜାଣନ୍ତି । ବହୁତ ସମୟ ହେଲା ସେମାନେ ଦୁହେଁ ଶୋସିଆଲ ମେଡିୟରେ ନିଜର ଫୋଟୋ ଅପଲୋଡ କରୁନାହାନ୍ତି । ଏହି କାରଣରୁ ନଜରକୁ ଆସିଛି ଯେ ଦୁହିଜଣଙ୍କ ମଧ୍ୟରେ ବ୍ରେକଅପ ହୋଇସାରିଛି । ବନ୍ଧୁଗଣ ଯଦି ଆପଣଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *