ଖର୍ଚ୍ଚ ପାଇଁ ଗର୍ଲଫ୍ରେଣ୍ଡ ଉପରେ ନିର୍ଭର ଥିଲା ବୟଫ୍ରେଣ୍ଡ, ବିରକ୍ତ ହୋଇ ଝିଅଟି କଲା ଏଭଳି କାମ କି ଶୁଣିଲେ ମୁଣ୍ଡ ଘୁରେଇବ

10 ସେପ୍ଟେମ୍ବର କୁ ଦିଲ୍ଲୀ ର ଅମର କଲୋନୀ ଜାଗା ରେ ୩ୟ ଫ୍ଲୋର ରୁ ସୁନୀଲ ତମାଂଗ ନାମକ ଯୁବକ ର ଶବ ମିଳିଥିଲା । ଦିଲ୍ଲୀ ର ଅମର କଲୋନୀ ସ୍ଥାନରେ ଏକ ନେପାଳୀ ଜୁବକର ହତ୍ୟା ମାମଲା ସାମ୍ନା କୁ ଆସିଛି । ହତ୍ୟା ର କାରଣ ଏକ ଛୋଟ କଥା ବୋଲି ପୁଲିସ କହୁଛନ୍ତି । ତେବେ ଯୁବକର ହତ୍ୟା ଛୁରୀ ଭୁସି କରାଯାଇଛି । ମୃତ ସୁନୀଲ ଗତ ଗୋଟେ ବର୍ଷ ରୁ ଅମର କଲୋନୀ ରେ ନିଜ ଗର୍ଲଫ୍ରେନ୍ଡ ସହ ରହୁଥିଲେ ।

ନଳା ରୁ ମିଳିଲା 22 ବର୍ଷ ପୁଅ ର ସବ, ବହୁତ ଦିନ ରୁ ଖବର ମିଳୁ ନଥିଲା

ପୁଲିସ ଯେତେବେଳେ ମୃତ ସୁନୀଲ ର ଗର୍ଲଫ୍ରେଣ୍ଡ ଅନିତା କୁ ପଚରା ପଚାରି କଲେ ଅନିତା କହିବା ଅନୁଯାଇ ସେ ଘଟଣା ପୂର୍ବ ଦିନ ନିଜ ସାଙ୍ଗ ଘରୁକୁ ଯାଇଥିଲେ ଓ ଯେବେ ଫେରିଲେ 10 ସେପ୍ଟେମ୍ବର କୁ ସୁନୀଲ ର ଶବ ଦେଖିବାକୁ ପାଇଲେ । ପୁଲିସ କୁ ଅନିତାଙ୍କ କଥା ରେ ସନ୍ଦେହ ହେଲା ଓ ଯେବେ ପୁଲିସ ଧମକାଇ ପଚାରିଲେ ଅନିତା ତାଙ୍କ ଅପରାଧ ମାନିଥିଲା ।

ହତ୍ୟା ର ମୂଳ କାରଣ :

ଡିସିପି ଚିନ୍ମୟ ବିଶ୍ଵାଳଙ୍କ ଅନୁଜାଇ ମୃତ ସୁନୀଲ କିଛି ସମୟରୁ ବେରୋଜଗାର ଥିଲେ ଓ ନିଜ ଛୋଟ ଛୋଟ ଆବଶ୍ୟକତା ପାଇଁ ଅନିତା ଉପରେ ନିର୍ଭର ରହୁଥିଲେ । ଏହି କଥା ପାଇଁ ହଇରାଣ ହୋଇ ଅନିତା ନିଜ ଭାଇ ଓ ଭିଣୋଇ ସହ ମିଶି ସୁନୀଲ ର ହତ୍ୟା କାଣ୍ଡ ରଚିଥିଲେ । ଅନିତାର ଭାଇ ସୁନୀଲ କୁ କେବେବି ପସନ୍ଦ କରୁନଥିଲା ।

ଅନିତା ନିଜ ଭାଇ ଓ ଭିଣୋଇ ରାଜେନ୍ଦ୍ର କୁ ପଶ୍ଚିମ ବଂଗ ରୁ ଦିଲ୍ଲୀ ଡାକିଲେ ଓ ନିଜେ ନିଜ ସାଙ୍ଗ ଘର ଗ୍ରେଟ ନୟଡା ପଳାଇଲେ, ହେଲେ ତାଙ୍କ ଭାଇ ଓ ଭିଣୋଇ ସୁନୀଲ ସହିତ ଘରେ ଥିଲେ । ଘଟଣାର ରାତି ଅନିତା ସୁନୀଲ ସହ ରାତି ୪ତା ଯାଏ ୱ୍ହାଟସାପ ରେ କଥା ହେଉଥିଲା ।

ସୁନୀଲ ଶୋଇବା ପରେ ଅନିତା ର ଭାଇ ଓ ଭିଣେଇ ସମୟ ର ଫାଇଦା ଉଠାଇ ଛୁରୀ ରେ ଭୁଶି ସୁନୀଲ ର ହତ୍ୟା କରିଦେଲେ ଓ ତା ପରେ ଛୁରୀ ରିଙ୍ଗ ରୋଡ ରେ ଫିଙ୍ଗି ଟ୍ରେନ ରେ ପଶ୍ଚିମ ବଂଗ ପଲେଇଲେ । ପୁଲିସ ଦୁହିଙ୍କୁ ପଶ୍ଚିମ ବଂଗାଲ ରୁ ଗିରଫ୍ କରି ନେଇଛି ଓ ମାମଲା ରେ କାମ ଜାରି ଅଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *