ଖଟ ତଳେ ରଖନ୍ତୁ ନାହିଁ ଏହି ୩ଟି ଜିନିଷ, ନଚେତ ହେବ ସର୍ବନାଶ

ବାସ୍ତୁ ଶାସ୍ତ୍ର ଆମ ଜୀବନରେ ବହୁତ ମୂଲ୍ୟବାନ ଏବଂ ମହତ୍ଵପୂର୍ଣ ବିଷୟ ହୋଇଥାଏ ସଠିକ ଜାଗାରେ ଜିନିଷ ନରଖିଲେ ଏହାର କୁପ୍ରଭାବ ଆମ ଜୀବନ ଉପରେ ପଡିଥାଏ ସେଥିପାଇଁ କେବେ ବି ବାସ୍ତୁ ବିରୁଦ୍ଧରେ କାମ କରନ୍ତୁ ନାହିଁ, ଆଜି ଆମେ ଆପଣଙ୍କୁ ଏମିତି କିଛି ବାସ୍ତୁ ବିଷୟରେ କହିବାକୁ ଯାଉଛୁ ଯାହା କଲେ ଆପଣଙ୍କ ଘରେ ମାତା ଲକ୍ଷ୍ମୀ କେବେ ଆସନ୍ତି ନାହିଁ ସେଥିପାଇଁ ଭୁଲରେ ବି ଏମିତିକା କାମ କରନ୍ତୁ ନାହିଁ, ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ଖଟ ତଳେ କଣ ରଖିବା ଉଚିତ ଏବଂ କଣ ନରଖିବା ଉଚିତ ।

Image Courtesy: Google

୧. ଜୋତା ବା ଚପଲ :

ତେବେ ଏହା ବହୁତ ଲୋକଙ୍କ ଖରାପ ଅଭ୍ଯାସ ହୋଇଥାଏ ଯେ ସେ ଜୋତା ବା ଚପଲ ଖଟ ତଳେ ରଖନ୍ତି, ଏହା କରିବା ଆପଣଙ୍କ ପାଇଁ ହାନିକାରକ ଅଟେ, ଜୋତା ବା ଚପଲ ଏମିତିକା ଜିନିଷ ଯେଉଁଥିରେ ନକାରାତ୍ମକ ଊର୍ଜା ପ୍ରବାହିତ ହୋଇଥାଏ ଏବଂ ଖଟ ତଳେ ରଖିଲେ ରାତିରେ ଏହାର ନକାରାତ୍ମକ ଊର୍ଜା ଆପଣଙ୍କ ଭିତରେ ପ୍ରବାହିତ ହୋଇଥାଏ ସେଥିପାଇଁ ଭୁଲରେ ମଧ୍ୟ ଜୋତା ଚପଲ ଖଟ ତଳେ ରଖନ୍ତୁ ନାହିଁ ।

Image Courtesy: Google

୨. ପା ପୋଛା :

ସମସ୍ତେ ପ୍ରାୟତଃ ପା ପୋଛା ନିଜ ଖଟ ପାଖରେ ରଖନ୍ତି ଯାହା ଦ୍ଵାରା ସେ ଶୋଇବା ପାଇଁ ବା ଅନ୍ୟ କାମ ପାଇଁ ଖଟ ଉପରେ ଯିବା ଆଗରୁ ପାଦ ଭଲ ଭାବରେ ପୋଛି ପାରିବେ ଏବଂ ବିଛଣା ଧୁଳି ହବ ନାହିଁ, ପା ପୋଛା ଖଟ ପାଖରେ ରଖିବା ଭୁଲ ନୁହ କିନ୍ତୁ ଏହାକୁ ଖଟରେ ଲଗାଇ ବା ଖଟ ତଳେ ଯିବାକୁ ଦିଅନ୍ତୁ ନାହିଁ କାହିଁକିନା ପା ପୋଛାରେ ଗୋଡ ପୋଛା ଯାଇଥାଏ ଯାହା ଦ୍ଵାରା ଏଥିରେ ନକାରାତ୍ମକ ଊର୍ଜା ବାସ କରିଥାଏ ଖଟ ତଳେ ରଖିଲେ ଏହି ଊର୍ଜା ଆମ ଶରୀରରେ ପ୍ରବାହିତ ହୋଇଥାଏ ସେଥିପାଇଁ ଭୁଲରେ ମଧ୍ୟ ଖଟ ତଳେ ପୋଛା ରଖନ୍ତୁ ନାହିଁ ।

Image Courtesy: Google

୩. ଭଙ୍ଗା ଖଟ :

ଯେଉଁ ଖଟ ଉପରେ ଆପଣ ସୌଛନ୍ତି ଯଦି ତା ଫାଟ ଭଙ୍ଗା ହୋଇଥାଏ ବା ଖଟ ତଳ ଜାଗା ଫାଟି ଥାଏ ତେବେ ଏହା ଆପଣଙ୍କ ପାଇଁ ଉଚିତ ନୁହ, ଆପଣଙ୍କ ଘର ଏହି ଫାଟ ଭଳି ଦରିଦ୍ର ହୋଇଥାଏ ଏହା ଛଡା ଆପଣଙ୍କ ଘରେ ରୋଗ, ଅଶାନ୍ତି ଏବଂ ଦରିଦ୍ରତା ବାସ ହୋଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *