କ୍ଷୀରରେ ଗାଧୋଉଛି ଏହି ୨୨ ବର୍ଷର ଅଭିନେତ୍ରୀ, ଦେଖିବାକୁ ଅପ୍ସରା ଭଳି ସୁନ୍ଦର 

ରାଜା ମହାରାଜା ସମୟରେ ରାଜା ପରିବାରର ଲୋକ କ୍ଷୀରରେ ସ୍ନାନ କରୁଥିଲେ । ଏହି ଲେଖାରେ ଆମେ ଆପଣଙ୍କୁ ୨୨ ବର୍ଷର ସୁନ୍ଦର ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଜିଏ କ୍ଷୀରରେ ଗାଧୋଉଛନ୍ତି । ଏହି ଅଭିନେତ୍ରୀ ଦେଖିବାକୁ କୋଉ ପରିଠୁ କମ ନୁହେଁ, ଆସନ୍ତୁ ଜାଣିବା ସେହି ଅଭିନେତ୍ରୀଙ୍କ ବିଷୟରେ । ଆମେ ଯେଉଁ ଅଭିନେତ୍ରୀଙ୍କ ବିଷୟରେ ଆଲୋଚନା କରୁଛେ ସେ ଆଉ କିଏ ନୁହେଁ ସେ ହେଉଛି ଦିଗାଂଗନା ସୂର୍ଯ୍ୟବଂଶୀ ।

ଯାହାକୁ ଆପଣ ବୀରା ନାମରେ ଜାଣିଛନ୍ତି । ତାଙ୍କର ଷ୍ଟାର ପ୍ଲସରେ ଆସିଥିବା ସିରିଯଲ ରୁ ସେ ବହୁତ ଫେମସ ହୋଇଥିଲେ । ଏହା ଭାଇ ଭଉଣୀ ଉପରେ ଆଧାରିତ ଏକ ବହୁତ ଭଲ ସିରିୟଲ ଥିଲା ।

Image Courtesy: Google

ଦିଗାଂଗନା ସୂର୍ଯ୍ୟବଂଶୀ ଷ୍ଟାରପ୍ଲସର ବହୁ ଚର୍ଚିତ ସିରିୟାଲ ” ଏକ ବୀର କି ଅରଦାସ ବୀରା ” ରେ ବହୁତ ଲୋକ ପ୍ରିୟ ହୋଇଛନ୍ତି । ସେ ବହୁତ କମ ସମୟରେ ବହୁତ ଲୋକପ୍ରିୟତା ହାସିଲ କରିଛନ୍ତି । ୧୫ ଅକ୍ଟୋବର ୧୯୯୭ ରେ ସୂର୍ଯ୍ୟବଂଶୀ ମୁମ୍ବାଇର ଏକ ସାହି ପରିବାରରେ ଜନ୍ମ ନେଇଛନ୍ତି ।

Image Courtesy: Google

ଏହି ଫୋଟରେ ଆପଣ ନିଜେ ଦେଖିପାରିବେ କି ସେ କୌଣସି ପରିଠୁ କମ ଲାଗୁନାହାନ୍ତି । ସୋସିଆଲ ମିଡିଆରେ ତାଙ୍କ ଫୋଟୋ ହେଡଲାଇନରେ ରହୁଛି । ଆପଣଙ୍କୁ ବୋଧେ ଏହି ବିଷୟରେ ଜଣା ନଥିବ ତାଙ୍କ ସାହି ପରିବାରରେ ଗୋଟେ ରସମ ଅଛି । ଏହି ସମୟରେ ଦିଗାଂଗନା ସୂର୍ଯ୍ୟବଂଶୀ ତାଙ୍କ ଜନ୍ମ ଦିନରେ କ୍ଷୀରରେ ସ୍ନାନ କରନ୍ତି ଓ ଚନ୍ଦିର ଚପଲ ପିନ୍ଧେଇ ଥାନ୍ତି । ସେ ଏହି ରସମର ପାଳନ କରିଛନ୍ତି । ସେ ତାଙ୍କ ଜନ୍ମଦିନରେ କ୍ଷୀରରେ ଗାଧୋଇ ବହୁତ ଖୁସି ହୋଇଥିଲେ ।

Image Courtesy: Google

ଦିଗାଂଗନା ସୂର୍ଯ୍ୟବଂଶୀକୁ କଲରସ ଟିଭର ବହୁ ଚର୍ଚିତ ସିରିୟଲ ବିଗ ବସ ସୀଜନ୯ ରେ ଦେଖିବାକୁ ମିଳିଥିଲା । ସିରିୟଲ ” ଏକ ବୀର କି ଅରଦାସ ବୀରା ” ରେ ନଜର ଆସିଥିଲେ । ସେ ତାଙ୍କ କ୍ୟାରିଅରରେ କିଛି ଫିଲ୍ମରେ ବି କାମ କରିଛନ୍ତି ଓ ସେ ଲୋକଙ୍କୁ ବହୁତ ପସନ୍ଦ ଆସିଥିଲେ ମଧ୍ୟ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *